ଆରିନୋଟେକାନ

ଉଇକିପିଡ଼ିଆ‌ରୁ
ଆରିନୋଟେକାନ
Clinical data
Trade namesCamptosar (US), Campto (EU), Onivyde (liposomal)
AHFS/Drugs.commonograph
MedlinePlusa608043
Pregnancy
category
  • AU: D
  • US: D (Evidence of risk)
Routes of
administration
Intravenous
ATC code
Legal status
Legal status
Pharmacokinetic data
BioavailabilityNA
MetabolismLiver glucuronidation
Elimination half-life6 to 12 hours
ExcretionBiliary and kidney
Identifiers
  • (S)-4,11-diethyl-3,4,12,14-tetrahydro-4-hydroxy-
    3,14-dioxo1H-pyrano[3’,4’:6,7]-indolizino[1,2-b]quinolin-
    9-yl-[1,4’bipiperidine]-1’-carboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.219.260 Edit this at Wikidata
Chemical and physical data
FormulaC33H38N4O6
Molar mass586.678 g/mol (irinotecan)
623.139 g/mol (irinotecan hydrochloride)
677.185 g/mol (irinotecan hydrochloride trihydrate)
3D model (JSmol)
  • O=C7OCC=6C(=O)N2C(\c1nc5c(c(c1C2)CC)cc(OC(=O)N4CCC(N3CCCCC3)CC4)cc5)=C/C=6[C@@]7(O)CC
  • InChI=1S/C33H38N4O6/c1-3-22-23-16-21(43-32(40)36-14-10-20(11-15-36)35-12-6-5-7-13-35)8-9-27(23)34-29-24(22)18-37-28(29)17-26-25(30(37)38)19-42-31(39)33(26,41)4-2/h8-9,16-17,20,41H,3-7,10-15,18-19H2,1-2H3/t33-/m0/s1 checkY
  • Key:UWKQSNNFCGGAFS-XIFFEERXSA-N checkY
 ☒NcheckY (what is this?)  (verify)

ଆରିନୋଟେକାନ ଇଂରାଜୀ ଭାଷାରେ Irinotecan, ବିକ୍ରୟ ନାମ କ୍ୟାମ୍ପଟୋସାର) ଏକ ଔଷଧ ଯାହା କୋଲୋନ କର୍କଟ (colon cancer) ଓ ସ୍ମଲ ସେଲ ଫୁସଫୁସ କର୍କଟ (small cell lung cancer) ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । କୋଲୋନ କର୍କଟ ରୋଗ ନିମନ୍ତେ ଏହା ଏକ‌କ ଭାବରେ ବା ଫ୍ଲୋରୋୟୁରାସିଲ (fluorouracil) ସ‌ହିତ ଦିଆଯାଏ । ସ୍ମଲ ସେଲ ଫୁସଫୁସ କର୍କଟ ରୋଗରେ ଏହା ସ‌ହିତ ସିସପ୍ଲାଟିନ ଦିଆଯାଏ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୧]

ଆରିନୋଟେକାନର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି (vomiting), ଅସ୍ଥିମଜ୍ଜା ଦମନ (bone marrow suppression), କେଶହାନୀ, ଅଣନିଶ୍ୱାସୀ ଓ ଜ୍ୱର ହୋଇପାରେ । ସାଂଘାତିକ ପ୍ରତିକ୍ରିୟା ହେଲେ ରକ୍ତ ଜମାଟ (blood clots), କୋଲାଇଟିସ (colon inflammation) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଯେଉଁମାନଙ୍କର ୨ କପି ୟୁଜିଟି୧ଏ୧*୨୮ UGT1A1*28 ଥାଏ ସେମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଅଧିକ ଥାଏ । ଗର୍ଭାବସ୍ଥାରେ ଔଷଧ ଦେଲେ ଶିଶୁର ହାନୀ ହେବା ସମ୍ଭାବନା ଅଧିକ ଥାଏ ।[୧] ଏହା ଟୋପୋଆଇସୋମରେଜ (topoisomerase inhibitor) ଶ୍ରେଣୀର ଏକ ଔଷଧ ।[୨] ଏହା ଟାଇପ ୧ ଟୋପୋଆଇସୋମରେଜକୁ (topoisomerase 1) ଅବରୋଧ କରେ ଯାହା ଡିଏନଏକୁ (DNA) କ୍ଷତିଗ୍ରସ୍ତ କରିବାଦ୍ୱାରା ଜୀବକୋଷର ମୃତ୍ୟୁ (cell death) ହୁଏ । [୧]

ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆରିନୋଟେକାନ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଇଂଲଣ୍ଡରେ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ଓ ଏହାର ୧୦୦ ମି:ଗ୍ରା:ର ମୁଲ୍ୟ ପ୍ରାୟ ୧୧୪.୦୦ ପାଉଣ୍ଡ ।[୨]କାମ୍ପଟୋଥେସିନ (camptothecin) ନାମକ ପ୍ରାକୃତିକ ପଦାର୍ଥରୁ ଏହା ପ୍ରସ୍ତୁତ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Irinotecan Hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 624. ISBN 9780857111562.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.