ଭାଜିନିସମସ

ଉଇକିପିଡ଼ିଆ‌ରୁ
(Vaginismusରୁ ଲେଉଟି ଆସିଛି)
ଭାଜିନିସମସ (Vaginismus)
ଭାଜିନିଜ୍‌ମ (Vaginism), ଜେନିଟୋ-ପେଲଭିକ ଯନ୍ତ୍ରଣା ବେମାରୀ (genito-pelvic pain disorder)[୧]
Muscles included
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣଯୌନ‌ କ୍ରିୟା ସମୟରେ ଯନ୍ତ୍ରଣା (Pain with sex)[୨]
ଆକ୍ରାନ୍ତ ସମୟପ୍ରଥମ ଯୌନ‌କ୍ରିୟା ସମୟରେ (sexual intercourse)[୩]
କାରଣକଷ୍ଟର ଭୟ[୩]
ବିପଦ କାରକଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination)[୨]
ସଠିକ ରୋଗ ନିର୍ଣ୍ଣୟକଷ୍ଟଦାୟକ ସଙ୍ଗମ (Dyspareunia)[୪]
ଚିକିତ୍ସାବ୍ୟବ‌ହାରିକ ଥେରାପି (Behavior therapy), କ୍ରମିକ ଯୋନୀ ପ୍ରସାରଣ vaginal dilatation[୨]
Prognosisସାଧାରଣତଃ ଚିକିତ୍ସାରେ ସୁଫଳ [୫]
ପୁନଃପୌନିକ୦.୫% ମହିଳାଙ୍କର [୨]

ଭାଜିନିସମସ (ଇଂରାଜୀ ଭାଷାରେ Vaginismus) ଏକ ଅବସ୍ଥା ଯେଉଁଥିରେ ଯୌନ ସଙ୍ଗମ କାଳରେ ଲିଙ୍ଗର ଯୋନୀ ପ୍ରବେଶ (vaginal penetration) ସମୟରେ ମହିଳାଙ୍କର ସ୍ୱତଃଜାତ ପେଶୀ ସ୍ପାଜ୍ମ (muscle spasm) ହୋଇଯାଏ ।[୨] ଫଳରେ ସଙ୍ଗମ ସମୟରେ ଯନ୍ତ୍ରଣା (pain with attempts at sex) ହୁଏ ।[୨] ପ୍ରଥମ ଯୌନ ସଙ୍ଗମ (sexual intercourse) କାଳରେ ଏହା ଅଧିକ ହୁଏ । [୩]

ସାଧାରଣତଃ ପ୍ରଥମ ସଙ୍ଗମ ପୂର୍ବରୁ ମହିଳାମାନଙ୍କ ମନରେ ଲିଙ୍ଗର ପ୍ରବେଶ ଜନିତ ଅହେତୁକ ଯନ୍ତ୍ରଣା ହେବାର ଭୟ ଥିବା ଯୋଗୁ ଭାଜିନିସମସ ହୁଏ ।[୩] ଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy) ଇତ୍ୟାଦି ଏହି ଅବସ୍ଥାର ସଙ୍କଟ କାରକ ବିବେଚିତ ହୋଇଥାଆନ୍ତି । [୨] ଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହି ନିର୍ଣ୍ଣୟ ନିମନ୍ତେ କୌଣସି ଗଠନ (anatomical) ବା ଶାରୀରିକ ସମସ୍ୟା ନଥିବା ଓ ମହିଳା ମନରେ ଲିଙ୍ଗ ପ୍ରବେଶ ଇଚ୍ଛା ଥିବା ଆବଶ୍ୟକ । [୩][୬]

ବ୍ୟବ‌ହାରିକ ଥେରାପି (Behavior therapy) ଯେପରିକି ଗ୍ରାଜୁଏଟେଡ ଏକ୍ସପୋଜର ଥେରାପି (graduated exposure therapy) ଓ କ୍ରମିକ ଯୋନୀ ପ୍ରସାରଣ vaginal dilatation ଉପାୟ ଅବଲମ୍ବନ କରାଯାଏ ।[୨][୩] ସାଧାରଣତଃ ଅପରେଶନ ଆବଶ୍ୟକ ହୁଏନାହିଁ ।[୫] ବୋଟୁଲିନମ ଟକ୍ସିନର (Botulinum toxin) ଉପକାରୀତା ଉପରେ ଅନୁଶୀଳନ ଚାଲିଛି ।[୨] ପ୍ରାୟ ୦.୫% ମହିଳାଙ୍କର ଏହି ସମସ୍ୟା ହୁଏ ।[୨] ଚିକିତ୍ସାର ଫଳାଫଳ ବ‌ହୁତ ଭଲ ।[୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Maddux, James E.; Winstead, Barbara A. (2012). Psychopathology: Foundations for a Contemporary Understanding (in ଇଂରାଜୀ). Taylor & Francis. p. 332. ISBN 9781136482847.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1330. ISBN 9780323448383.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Vaginismus". Merck Manuals Professional Edition. April 2013. Archived from the original on 18 January 2021. Retrieved 15 October 2018.
  4. Domino, Frank J. (2010). The 5-Minute Clinical Consult 2011 (in ଇଂରାଜୀ). Lippincott Williams & Wilkins. p. 1394. ISBN 9781608312597.
  5. ୫.୦ ୫.୧ ୫.୨ "Vaginismus". NHS. Retrieved 15 October 2018.
  6. Braddom, Randall L. (2010). Physical Medicine and Rehabilitation E-Book (in ଇଂରାଜୀ). Elsevier Health Sciences. p. 665. ISBN 1437735630.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ