Jump to content

ଡାଇସାଇକ୍ଲୋଭେରିନ

ଉଇକିପିଡ଼ିଆ‌ରୁ
ଡାଇସାଇକ୍ଲୋଭେରିନ
Clinical data
Trade namesByclomine, Bentyl, Dibent, others
AHFS/Drugs.commonograph
MedlinePlusa684007
Pregnancy
category
  • AU: B1
  • US: B (No risk in non-human studies)
    ATC code
    Legal status
    Legal status
    Pharmacokinetic data
    Protein binding>99%
    Elimination half-life5 h
    Identifiers
    • 2-(Diethylamino)ethyl 1-cyclohexylcyclohexane-1-carboxylate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.919 Edit this at Wikidata
    Chemical and physical data
    FormulaC19H35NO2
    Molar mass୩୦୯.୪୯ g·mol−1
    3D model (JSmol)
    • O=C(OCCN(CC)CC)C1(CCCCC1)C2CCCCC2
    • InChI=1S/C19H35NO2/c1-3-20(4-2)15-16-22-18(21)19(13-9-6-10-14-19)17-11-7-5-8-12-17/h17H,3-16H2,1-2H3 checkY
    • Key:CURUTKGFNZGFSE-UHFFFAOYSA-N checkY
      (verify)

    ଡାଇସାଇକ୍ଲୋଭେରିନ (ଇଂରାଜୀ ଭାଷାରେ Dicycloverine, ଅନ୍ୟ ଏକ ନାମ ଡାଇସାକ୍ଲୋମିନ/ dicyclomine ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ରୋଗ ଭଳି ଅନ୍ତନଳୀର ସଙ୍କୋଚନ ହେଉଥିବା ରୋଗରେ ଦିଆଯାଏ ।[][] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ । [] ଏହା ବେବି କଲିକଏଣ୍ଟେରୋକୋଲାଇଟିସ (enterocolitis) ରୋଗମାନଙ୍କରେ ଦିଆଯାଉଥିଲେ ମଧ୍ୟ ଏହାର ଉପକାର ବିଷୟରେ କୌଣସି ସମର୍ଥନ ମିଳୁନି ।[]

    ଡାଇସାଇକ୍ଲୋଭେରିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାପସା ଦୃଷ୍ଟି, ଦୁର୍ବଳତା, ନିଦ୍ରାଳୁ ଭାବ ଓ ହାଲୁକା ମୁଣ୍ଡ ଅନୁଭବ ହୁଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଶିଶୁଙ୍କର ଶ୍ୱାସ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ କିନ୍ତୁ ସ୍ତନ୍ୟପାନ ସମୟରେ ଦେବାକୁ ମନାକରାଯାଏ ।[] ଏହାର କାର୍ଯ୍ୟବିଧି ସ୍ପଷ୍ଟ ହୋଇନାହିଁ ।[] {{^| ଡାଇସାଇକ୍ଲୋଭେରିନ ସନ ୧୯୫୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୧.୮୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୧୫ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୩ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୭୮ତମ ସ୍ଥାନରେ ଥଲା ।[]

    1. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 759. ISBN 9780857113382.
    2. 1 2 3 4 5 6 7 "Dicyclomine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    3. "Dicyclomine Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]