Jump to content

ପେଣ୍ଟାସୋମି ଏକ୍ସ

ଉଇକିପିଡ଼ିଆ‌ରୁ
(Pentasomy Xରୁ ଲେଉଟି ଆସିଛି)
ପେଣ୍ଟାସୋମି ଏକ୍ସ (Pentasomy X)
49,XXXXX, penta X, XXXXX syndrome[]
ଲକ୍ଷଣବୌଦ୍ଧିକ ଅକ୍ଷମତା (Intellectual disability), କମ୍ ଉଚ୍ଚତା, (low-set ears), କମିଥିବା ପେଶୀ ଟୋନ (decreased muscle tone), ବିଳମ୍ବିତ ବିକାଶ (developmental delay)[][]
କାରଣ5 (X chromosomes)[]
ବିପଦ କାରକବୟସ୍କ ପିତମାତା[]
ରୋଗ ନିର୍ଣ୍ଣୟ ପଦ୍ଧତିକ୍ରୋମିଜୋମାଲ ଆନାଲିସିସ (Chromosomal analysis)[]
ସଠିକ ରୋଗ ନିର୍ଣ୍ଣୟଡାଉନ ସିଣ୍ଡ୍ରୋମ, ଟ୍ରିପଲ ଏକ୍ସ ସିଣ୍ଡ୍ରୋମ, ଟେଟ୍ରାସୋମି ଏକ୍ସ (tetrasomy X), ଟର୍ନର ସିଣ୍ଡ୍ରୋମ[]
ଚିକିତ୍ସାଲକ୍ଷଣ ଅନୁସାରେ[]
ପୁନଃପୌନିକଅତି ବିରଳ[]

ପେଣ୍ଟାସୋମି ଏକ୍ସ (ଇଂରାଜୀ ଭାଷାରେ Pentasomy X, ଅନ୍ୟ ନାମ 49,XXXXX) ଏକ ପ୍ରକାର କ୍ରୋମୋଜୋମାଲ ତୃଟି (chromosomal abnormality) ଯେଉଁଥିରେ ମହିଳାଙ୍କର (female) ଦୁଇଟି ଏକ୍ସ (X) କ୍ରୋମୋଜୋମ (X chromosome ) ନଥାଇ ୫ଟି ଥାଏ ।[] ଏଥିରେ ବୌଦ୍ଧିକ ଅକ୍ଷମତା (Intellectual disability), କମ୍ ଉଚ୍ଚତା, (low-set ears), କମିଥିବା ପେଶୀ ଟୋନ (decreased muscle tone), ବିଳମ୍ବିତ ବିକାଶ (developmental delay) ଆଦି ଚିହ୍ନ ଓ ଲକ୍ଷଣ ଦେଖାଯାଏ ।[][] ରୋଗ ଜଟିଳ ହେଲେ ଜନ୍ମଗତ ହୃତ୍‌ପିଣ୍ଡ ରୋଗ (Congenital heart disease) ଦେଖାଯାଇପାରେ ।[]

ପିତାମାତାଙ୍କର ପ୍ରଜନନ‌କାରୀ ଜୀବକୋଷରେ (reproductive cell) ସମସ୍ୟା ହେଲେ ଏହି ବେମାରୀ ହୁଏ ।[] ବୟସ୍କ ପିତମାତାଙ୍କର ଗର୍ଭ (conception) ରହିଲେ ଏହି ସମ୍ଭାବନା ଥାଏ ।[] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କ୍ରୋମିଜୋମାଲ ଆନାଲିସିସ (Chromosomal analysis) କରି ନିଶ୍ଚିତ କରାଯାଏ []

ଲକ୍ଷଣ ଅନୁସାରେ ଚିକିତ୍ସ କରାଯାଏ ।[] ଏହା ଏକ ଅତି ବିରଳ ରୋଗ; ସନ ୨୦୧୧ ପର୍ଯ୍ୟନ୍ତ ମାତ୍ର ୪୦ଟି କେଶ୍ ଚିହ୍ନଟ ହୋଇଛି । [][] ସନ ୧୯୬୩ରେ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 "49,XXXXX syndrome". GARD (in ଇଂରାଜୀ). Archived from the original on 27 May 2019. Retrieved 22 January 2018.
  2. 1 2 3 4 5 6 7 8 9 10 11 12 13 14 15 "Penta X Syndrome". NORD (National Organization for Rare Disorders). 2003. Retrieved 22 January 2018.
  3. 1 2 Beery, Theresa A.; Workman, M. Linda (2011). Genetics and Genomics in Nursing and Health Care (in ଇଂରାଜୀ). F.A. Davis. p. 105. ISBN 9780803629967.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ