ମଙ୍ଗଳପୁର

ଉଇକିପିଡ଼ିଆ ରୁ
Jump to navigation Jump to search

ଏହି ବିଷୟଟି ଏକ ନିର୍ଦ୍ଦିଷ୍ଟ ଗ୍ରାମ ମଙ୍ଗଳପୁର ନାମରେ ଲେଖାଥିଲେ ମଧ୍ୟ ମଙ୍ଗଳପୁର ନାମରେ ଓଡ଼ିଶାରେ ଅନେକ ଗ୍ରାମ ଅଛି ।

ମଙ୍ଗଳପୁର
ଗାଁ
ମଙ୍ଗଳପୁର is located in ଓଡ଼ିଶା
ମଙ୍ଗଳପୁର
ମଙ୍ଗଳପୁର
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°57′35.05″N 85°52′6.34″E / 20.9597361°N 85.8684278°E / 20.9597361; 85.8684278Coordinates: 20°57′35.05″N 85°52′6.34″E / 20.9597361°N 85.8684278°E / 20.9597361; 85.8684278
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ
ପଞ୍ଚାୟତ ସମିତିଓଡାପଡା
ଗ୍ରାମ ପଞ୍ଚାୟତମଙ୍ଗଳପୁର
ତହସିଲଓଡାପଡା
IST (+୫.୩୦)
ପିନ କୋଡ଼୭୫୯୧୨୧[୧]
Area code(s)+୦୬xxx
ଗାଡ଼ି ପଞ୍ଜିକରଣOD/06

ମଙ୍ଗଳପୁର ଗାଁ - ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏକ ଗାଆଁ । ଏହି ଗାଆଁଟି ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଢେଙ୍କାନାଳ ଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏଠାରେ ଗୋଟିଏ ପ୍ରାଥମିକ ଓ ଏହାର ଅନତି ଦୂରରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁରେ ଗୋଟିଏ ଶିବ ମନ୍ଦିର ଓ ବ୍ରାହ୍ମଣୀଦେଇ ନାମରେ ଗୋଟିଏ ଠାକୁରାଣୀ ମନ୍ଦିର ଅଛି ।

ଆଧାର[ସମ୍ପାଦନା]