Jump to content

ଆସାଇକ୍ଲୋଭିର

ଉଇକିପିଡ଼ିଆ‌ରୁ
ଆସାଇକ୍ଲୋଭିର (INN)
Clinical data
Pronunciation/ˈskl[invalid input: 'ɵ']vɪər/
Trade namesZovirax, others[]
Synonymsacycloguanosine
AHFS/Drugs.commonograph
MedlinePlusa681045
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    Intravenous, oral, topical (including eye ointment)
    ATC code
    Legal status
    Legal status
    • AU: S4 (Prescription only) for tablet and injection. Unscheduled for cream form under 10 g.
    • CA: ℞-only
    • UK: POM (Prescription only) for tablet and injection. GSL (OTC) for cream form under 2 g.
    • US: ℞-only
    Pharmacokinetic data
    Bioavailability15–20% (oral)[]
    Protein binding9–33%[]
    MetabolismHepatic
    Elimination half-life2-4 hours
    ExcretionRenal (62-90% as unchanged drug)
    Identifiers
    • 2-Amino-1,9-dihydro-9-((2-hydroxyethoxy)methyl)-6H-purin-6-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.056.059 Edit this at Wikidata
    Chemical and physical data
    FormulaC8H11N5O3
    Molar mass୨୨୫.୨୧ g·mol−1
    3D model (JSmol)
    Melting point256.5 °C (493.7 °F)
    • O=C2/N=C(\Nc1n(cnc12)COCCO)N
    • InChI=1S/C8H11N5O3/c9-8-11-6-5(7(15)12-8)10-3-13(6)4-16-2-1-14/h3,14H,1-2,4H2,(H3,9,11,12,15) checkY
    • Key:MKUXAQIIEYXACX-UHFFFAOYSA-N checkY
      (verify)

    ଆସାଇକ୍ଲୋଭିର, ଅନ୍ୟ ନାମ ଏସିକ୍ଲୋଭିର ବା ଆସାଇକ୍ଲୋଗୁଆନୋସିନ ଏକ ପ୍ରକାର ଭୁତାଣୁନିରୋଧି ଔଷଧ[] ପ୍ରଥମିକ ଭାବରେ ଏହା ସାମାନ୍ୟ ହର୍ପିସ ଭୁତାଣୁ (herpes simplex virus), ହାଡ଼ଫୁଟି, ଓ ହର୍ପିସ ଜୋସ୍ଟର ସଂକ୍ରମଣ ନିମନ୍ତେ ବ୍ୟବ‌ହୃତ ହେଉଥିଲା । ଅନ୍ୟାନ୍ୟ ବ୍ୟବ‌ହାର ମଧ୍ୟରେ ପ୍ରତିରୋପ ପରବର୍ତ୍ତୀ ସାଇଟୋମେଗାଲୋଭୁତାଣୁଏପସ୍ଟେନ-ବାର ଭୁତାଣୁ ସଂକ୍ରମଣ ମୂଖ୍ୟ । ଏହା ପାଟି ନିମନ୍ତେ ଓ ଶୀରାରେ ଦେବା ନିମନ୍ତେ ଥାଏ । []

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ ଓ ତରଳ ଝାଡ଼ା ମୂଖ୍ୟ । ସାଂଘାତିକ ସଂଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବୃକ୍‌କ ସମସ୍ୟା ଓ ଥ୍ରୋମ୍ବୋସାଇଟୋପେନିଆ ଉଲ୍ଲେଖ‌ଯୋଗ୍ୟ । ବୃକ୍‌କ ଓ ଯକୃତ ସମସ୍ୟା ଥିଲେ ସାବଧାନତା ସ‌ହ ଏହି ଔଷଧ ଦିଆଯାଏ ।[] ଗର୍ଭାବସ୍ଥାରେ କୌଣସି ସମସ୍ୟା ଦେଖାନଥିବାଲୁ ଏହା ନିରାପଦ ମନେ କରାଯାଏ । [][] ସ୍ତନ୍ୟପାନ ସମ‌ୟରେ ଏହ ନିରାପଦ । [] ଆସାଇକ୍ଲୋଭିର ଏକ ନ୍ୟୁକ୍ଲିକଏସିଡ ଆନାଲଗ ଯାହା ଗୁଅନୋସିନରୁ ପ୍ରସ୍ତୁତ ହୋଇଥାଏ । ଭୁତାଣୁର ଡିଏନଏ ପ୍ରସ୍ତୁତି କମେଇ ଏହା କାର୍ଯ୍ୟକାରୀ ହୁଏ ।[]

    ସନ ୧୯୭୭ରେ ଏହି ଔଷଧର ଆବିଷ୍କାର କଥା ପ୍ରଚାରିତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ବଜାରରେ ଅନେକ ବ୍ରାଣ୍ଡ ନାମରେ ମିଳେ । [] ଏହାର ଡୋଜ ପିଛା ମୂଲ୍ୟ ୦.୦୩ରୁ ୦.୧୨ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ମୂଲ୍ୟ ୦.୫୦ ଡଲାର । [][]

    1. 1 2 "Aciclovir". Drugs.com. Retrieved 6 September 2015.
    2. 1 2 "Zovirax (acyclovir) dosing, indications, interactions, adverse effects, and more". Medscape Reference. WebMD. Retrieved 5 February 2014.
    3. de Clercq, Erik; Field, Hugh J (5 October 2005). "Antiviral prodrugs – the development of successful prodrug strategies for antiviral chemotherapy". British Journal of Pharmacology. Vol. 147, no. 1. Wiley-Blackwell (published January 2006). pp. 1–11. doi:10.1038/sj.bjp.0706446. PMC 1615839. PMID 16284630.
    4. 1 2 3 4 5 "Acyclovir". The American Society of Health-System Pharmacists. Retrieved Jan 1, 2015.
    5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    6. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 59. ISBN 9781284057560.
    7. Clercq, edited by Erik De (2013). Anti-viral agents (1 ed.). San Diego, CA: Academic Press. p. 5. ISBN 9780124055377. {{cite book}}: |first1= has generic name (help)
    8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    9. "Aciclovir". International Drug Price Indicator Guide. Archived from the original on 5 March 2017. Retrieved 6 September 2015.