Jump to content

ଆମ୍ଫେଟାମିନ

ଉଇକିପିଡ଼ିଆ‌ରୁ
ଆମ୍ଫେଟାମିନ
INN: Amfetamine
An image of the amphetamine compound
A 3d image of the D-amphetamine compound
Clinical data
Pronunciation/æmˈfɛtəmn/ (listen)
Trade namesAdderall, Adzenys XR-ODT, Dyanavel XR, Evekeo, others
Synonymsα-methylphenethylamine
AHFS/Drugs.comentry
Pregnancy
category
  • US: C (Risk not ruled out)
    Dependence
    liability
    Physical: none Psychological: moderate
    Addiction
    liability
    Moderate
    Routes of
    administration
    Medical: oral, intravenous
    Recreational: oral, insufflation, rectal, intravenous, intramuscular
    Drug classCNS stimulant
    ATC code
    Legal status
    Legal status
    Pharmacokinetic data
    BioavailabilityOral: 75–100%
    Protein binding15–40%
    MetabolismCYP2D6, DBH, FMO3
    Metabolites4-hydroxyamphetamine, 4-hydroxynorephedrine, 4-hydroxyphenylacetone, benzoic acid, hippuric acid, norephedrine, phenylacetone
    Onset of actionIR dosing: 30–60 minutes[]
    XR dosing: 1.5–2 hours[][]
    Elimination half-lifeD-amph: 9–11 hours []
    L-amph: 11–14 hours >
    pH-dependent: 7–34 hours
    Duration of actionIR dosing: 3–6 hours [][]
    XR dosing: 8–12 hours [][]
    ExcretionPrimarily renal;
    pH-dependent range: 1–75%
    Identifiers
    • (RS)-1-phenylpropan-2-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.005.543 Edit this at Wikidata
    Chemical and physical data
    FormulaC9H13N
    Molar mass135.20622 g/mol
    3D model (JSmol)
    ChiralityRacemic mixture
    Density.936 g/cm3 at 25 °C[]
    Melting point11.3 °C (52.3 °F) (predicted)[]
    Boiling point203 °C (397 °F) at 760 mmHg
    • NC(CC1=CC=CC=C1)C
    • InChI=1S/C9H13N/c1-8(10)7-9-5-3-2-4-6-9/h2-6,8H,7,10H2,1H3 checkY
    • Key:KWTSXDURSIMDCE-UHFFFAOYSA-N checkY
      (verify)

    ଆମ୍ଫେଟାମିନ (ଇଂରାଜୀ ଭାଷାରେ Amphetamine, Amphetamine, amfetamine and speed ଏକ ଶକ୍ତିଶାଳୀ (potent) କେନ୍ଦ୍ରୀୟ ସ୍ନାୟୁମଣ୍ଡଳ (central nervous system ବା CNS) ଉତ୍ତେଜକ (stimulant) ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ନିଦ୍ରାବେଶ, ଓ ମେଦ ବହୁଳତା ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ସନ ୧୮୮୭ରେ ଆମ୍ଫେଟାମିନ ଆବିଷ୍କୃତ ହୋଇଥିଲା ଓ ଏହା ଲେଭୋଆମ୍ଫେଟାମିନ (levoamphetamine) ଓ ଡେକ୍ସଟ୍ରୋଆମ୍ଫେଟାମିନ (dextroamphetamine) ନାମକ ଦୁଇଟି ଏନାଣ୍ଟୋମର (enantiomer) []
    ଆମ୍ଫେଟାମିନ ଏକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ, ରାସେମିକ (racemic) ଫ୍ରିବେସ (free base), ଯାହା ଦୁଇଟି ସମାନ ଭାଗର ଶୁଦ୍ଧ ଏନାଣ୍ଟିଓମର, ଲେଭୋଆମ୍ଫେଟାମିନ ଓ ଡେକ୍ସଟ୍ରୋଆମ୍ଫେଟାମିନ ନାମରେ ଥାଏ । ଇତିହାସ ଅନୁସାରେ ଏହି ଔଷଧ ନାକ ରକ୍ତ ବ‌ହୁଳତା ଓ ଅବସାଦ ରୋଗରେ ଦିଆଯାଏ । ଖେଳାଳିମାନଙ୍କର ଦକ୍ଷତା ବୃଦ୍ଧି (athletic performance enhancer), କାମୋଦ୍ଦିପକ (aphrodisiac) ଓ ବୋଧଶକ୍ତି ବୃଦ୍ଧି (cognitive enhancer) ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର କରାଯାଏ । ଏହି ଔଷଧ ପ୍ରେସକ୍ରିପସନରେ ମିଳେ ଓ ଅନେକ ଦେଶମାନଙ୍କରେ ସ୍ୱାସ୍ଥ୍ୟସଙ୍କଟ ରୋକିବା ନିମନ୍ତେ ଏହା ଗଚ୍ଛିତ ରଖିବା ଓ ବଣ୍ଟନ କରିବା ଉପରେ ନିୟନ୍ତ୍ରଣ କରାଯାଏ ।

    ପ୍ରଥମ ଆମ୍ଫେଟାମିନ ବେଞ୍ଜିଡ୍ରିନ (Benzedrine) ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିଲା ଯାହା ଅନେକ ରକମର ବେମାରୀ ପାଇଁ ଦିଆଯାଉଥିଲା । ଅଧୁନା ଫର୍ମାସିଉଟିକାଲ ଆମ୍ଫେଟାମିନ ପ୍ରେସକ୍ରିପସନରେ ରାସେମିକ ଆମ୍ଫେଟାମିନ ଆଡେରାଲ (Adderall) ନାମରେ ମିଳୁଛି ଯାହା ଡେକ୍ସଟ୍ରୋଆମ୍ଫେଟାମିନ, ଆମ୍ଫେଟାମିନ ସଲଫେଟ ଓ ଆମ୍ଫେଟାମିନ ଆସ୍ପାର୍ଟେଟ ଇତ୍ୟାଦିମାନଙ୍କଠାରୁ ପୃଥକ୍ । []) ଓ ଏହା ଅତ୍ୟଧିକ ଦୀର୍ଘ ଏକ ଆମ୍ଫେଟାମିନ ମିକ୍ସଚର ଯାହା ଆଡେରାଲ ନାମରେ ମିଳୁଛି । ଆମ୍ଫେଟାମିନ ସକ୍ରିୟ ହୁଏ ଟିଏଏଆର୧ରେ (trace amine receptor) ପରିଣତ ହୋଇଯାଏ । ଏହା ମସ୍ତିଷ୍କରେ ଥିବା ମୋନୋଆମିନ (monoamine) ଓ ଏକସାଇଟୋରି ନିଉରୋଟ୍ରାନ୍ସମିଟରମାନଙ୍କୁ (excitatory neurotransmitter) ଅଧିକ ସକ୍ରିୟ କରିଦିଏ ଯାହା ନରଏପିନେଫ୍ରିନ (norepinephrine) ଓ ଡୋପାମିନ (dopamine) ଭଳି କାଟେକୋଲାମିନମାନଙ୍କର (catecholamine) ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ ।

    ଔଷଧ ମାତ୍ରାରେ ଏହା ଇଉଫୋରିଆ (euphoria), ଯୌନ ପ୍ରବୃତ୍ତିରେ (desire for sex) ପରିବର୍ତ୍ତନ, ଅଧିକ ଜାଗ୍ରତ (wakefulness) ଅବସ୍ଥା ଓ ଅଧିକ ବୋଧଶକ୍ତି (cognitive control) ସୃଷ୍ଟି କରେ । ପ୍ରତିକ୍ରିୟା ସମୟରେ ଉନ୍ନତି, ଥକ୍କାଣ ପ୍ରତିରୋଧ ଓ ଅଧିକ ମାଂସପେଶୀ ଶକ୍ତି ଆସିଯାଏ । ଆମ୍ଫେଟାମିନ ମାତ୍ରା ଅଧିକ ହେଲେ ବୋଧଶକ୍ତି କମିଯାଏ ଓ ଦୃତ ମାଂସପେଶୀ କ୍ଷୟ (rapid muscle breakdown) ହୁଏ । ଅଧିକ ମାତ୍ରାରେ ସେବନ କଲେ ନିଶାଗ୍ରସ୍ତ (Drug addiction ) ସମ୍ଭାବନା ରହେ, କିନ୍ତୁ ଦୀର୍ଘକାଳୀନ ଔଷଧ ମାତ୍ରାରେ କିଛି ଅସୁବିଧା ହୁଏନି । ଅତ୍ୟଧିକ ମାତ୍ରାରେ ସେବନ କଲେ ଡିଲ୍ୟୁଜନ (delusion ଓ ପାରାନୋଇଆ ((paranoia)) ଭଳି ମାନସିକ ରୋଗ ହୋଇପାରେ । ଚିତ୍ତବିନୋଦନ ନିମନ୍ତେ ଅତି ଅଧିକ ମାତ୍ରାରେ ସେବନ କରୁଥିଲେ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ରହେ ।

    ଆମ୍ଫେଟାମିନ ଏକ ପ୍ରତିସ୍ଥାପିତ ଫିନେଥିଲାମିନ ଶ୍ରେଣୀୟ (phenethylamine class) ଔଷଧ । ଏହା ସମ ଗଠନ ଶ୍ରେଣୀର ପ୍ରଥମ ଯୌଗିକ ପଦାର୍ଥ, ଏକ ପ୍ରତିସ୍ଥାପିତ ଆମ୍ଫେଟାମିନ । ଆମ୍ଫେଟାମିନ ଅକ ରାସାୟନିକ ଶ୍ରେଣୀରେ ଗଣାଯାଏ କିନ୍ତୁ ପ୍ରତିସ୍ଥାପିତ ଅମ୍ଫେଟାମିନ (substituted amphetamine) ଶ୍ରେଣୀରେ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନଥାଏ । ଏହା ସ୍ୱଗଠିତ ଶ୍ରେଣୀର ମୂଖ୍ୟ ପଦାର୍ଥ । ଆମ୍ଫେଟାମିନ ଓ ଆମ୍ଫେଟାମିନସ ଶ୍ରେଣୀରେ ରାସେମିକ ଆମ୍ଫେଟାମିନ, ଲେଭୋଆମ୍ଫେଟାମିନ ଓ ଡେକ୍ସଟ୍ରୋଆମ୍ଫେଟାମିନ ରଖାଯାଏ ଓ ପ୍ରତିସ୍ଥାପିତ ଦଳରେ ବୁପ୍ରୋପିଅନ (bupropion), କାଥିନୋନ (cathinone), ଏମଡିଏମଏ (MDMA), ଓ ମେଥଆମ୍ଫେଟାମିନ (methamphetamine) ଅନ୍ତର୍ଭୁକ୍ତ ।[୧୦]

    1. "Pharmacology". amphetamine/dextroamphetamine. WebMD. Retrieved 21 January 2016. Onset of action: 30–60 min {{cite encyclopedia}}: |website= ignored (help)
    2. 1 2 3 Millichap JG (2010). "Chapter 9: Medications for ADHD". In Millichap JG (ed.). Attention Deficit Hyperactivity Disorder Handbook: A Physician's Guide to ADHD (2nd ed.). New York, USA: Springer. p. 112. ISBN 9781441913968.
      Table 9.2 Dextroamphetamine formulations of stimulant medication
      Dexedrine [Peak:2–3 h] [Duration:5–6 h] ...
      Adderall [Peak:2–3 h] [Duration:5–7 h]
      Dexedrine spansules [Peak:7–8 h] [Duration:12 h] ...
      Adderall XR [Peak:7–8 h] [Duration:12 h]
      Vyvanse [Peak:3–4 h] [Duration:12 h]
    3. Brams M, Mao AR, Doyle RL (September 2008). "Onset of efficacy of long-acting psychostimulants in pediatric attention-deficit/hyperactivity disorder". Postgrad. Med. 120 (3): 69–88. doi:10.3810/pgm.2008.09.1909. PMID 18824827.
    4. "Adderall IR Prescribing Information" (PDF). United States Food and Drug Administration. Teva Pharmaceuticals USA, Inc. October 2015. pp. 1–6. Retrieved 18 May 2016.
    5. 1 2 Mignot EJ (October 2012). "A practical guide to the therapy of narcolepsy and hypersomnia syndromes". Neurotherapeutics. 9 (4): 739–752. doi:10.1007/s13311-012-0150-9. PMC 3480574. PMID 23065655.
    6. "Density". Amphetamine. United States National Library of Medicine – National Center for Biotechnology Information. 5 November 2016. Retrieved 9 November 2016. {{cite encyclopedia}}: |work= ignored (help)
    7. "Properties: Predicted – EPISuite". Amphetamine. Royal Society of Chemistry. Retrieved 6 November 2013. {{cite encyclopedia}}: |work= ignored (help)
    8. "Enantiomer". IUPAC Goldbook. International Union of Pure and Applied Chemistry. doi:10.1351/goldbook.E02069. Archived from the original on 17 March 2013. Retrieved 14 March 2014. One of a pair of molecular entities which are mirror images of each other and non-superposable.
    9. "National Drug Code Amphetamine Search Results". National Drug Code Directory. United States Food and Drug Administration. Archived from the original on 16 December 2013. Retrieved 16 December 2013.
    10. "Amphetamine". European Monitoring Centre for Drugs and Drug Addiction. Retrieved 19 October 2013.