ଆର ମାସରେ ଓଡ଼ିଆ ଉଇକିପିଡ଼ିଆର ଜନ୍ମ ତିଥି ଅଛି।
ପ୍ରାୟ ଦୁଇ ବର୍ଷ ହେଲା ଆମ ଉଇକିରେ କିଛି ଇଭେଣ୍ଟ ହେଇନି । ପରସ୍ପର ଦେଖା ବି ହେଇନି । ଯେହେତୁ କରୋନାର ପ୍ରଭାବ ବି କମିଲାଣି, ଆମେ ଗୋଟେ ମେଳଣ କଲେ ଭଲ ହୁଅନ୍ତା ।
ଆପଣଙ୍କ ମତାମତ ଦିଅନ୍ତୁ । କଣ କଲେ ଭଲ ହେବ ଜଣେଇଲେ ଭଲ ହେବ ।
ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକି ଭିତ୍ତିକ ଆଲୋଚନା ହୋଇଥାଏ ।
![]() ସଞ୍ଚିତ ସଂସ୍କରଣ |
---|
ଅଭିଲେଖ ୧ · ୨ · ୩ · ୪ · ୫ · ୬ · ୭ · ୮ · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · [[ଉଇକିପିଡ଼ି ଆ:ଆଲୋଚନା ସଭା/ଅଭିଲେଖ ୨୩|୨୩]] |
ଶେଷଥର ଅଲୋଚନାଗୁଡିକ ୨୦୧୮-୦୭-୧୯ ଦିନ ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୩ରେ ସାଇତା ଯାଇଛି ।
ଏହି ଲେଖା କ୍ରିଏଟିଭ କମନ୍ସ ଆଟ୍ରିବୁସନ/ସେଆର ଏଲାଇକ ଲାଇସେନ୍ସରେ ରଖାଯାଇଛି; ଆହୁରି କିଛି ନୀତି ମଧ୍ୟ ଥାଇପାରେ । ଅଧିକ ଜାଣିବା ପାଇଁ ବ୍ୟବହାର କରିବାର ନିୟମ ସବୁ ଦେଖନ୍ତୁ ।
ଆର ମାସରେ ଓଡ଼ିଆ ଉଇକିପିଡ଼ିଆର ଜନ୍ମ ତିଥି ଅଛି।
ପ୍ରାୟ ଦୁଇ ବର୍ଷ ହେଲା ଆମ ଉଇକିରେ କିଛି ଇଭେଣ୍ଟ ହେଇନି । ପରସ୍ପର ଦେଖା ବି ହେଇନି । ଯେହେତୁ କରୋନାର ପ୍ରଭାବ ବି କମିଲାଣି, ଆମେ ଗୋଟେ ମେଳଣ କଲେ ଭଲ ହୁଅନ୍ତା ।
ଆପଣଙ୍କ ମତାମତ ଦିଅନ୍ତୁ । କଣ କଲେ ଭଲ ହେବ ଜଣେଇଲେ ଭଲ ହେବ ।
ଓଡ଼ିଆ ଉଇକିପିଡ଼ିଆ ବର୍ତ୍ତମାନ ୧୬ ହଜାର ପ୍ରସଙ୍ଗରେ ପହଞ୍ଚିବାକୁ ଯାଉଛି । ଯଦିଓ ଇଏ ଖୁସିର ବିଷୟ ମୁଁ ଭାବୁଛି ଏ ଆମ ପାଇଁ ସ୍ୱ-ବିଶ୍ଳେଷଣ କରିବାର ମଧ୍ୟ ସମୟ । ମୁଁ କେବଳ ନିମ୍ନମାନର ପ୍ରସଙ୍ଗ ଓ ତା'ର ପୃଷ୍ଠଭୂମି ଜାଣିବାକୁ ଚେଷ୍ଟା କରୁଥିଲି । ଯାହା ଜଣାଯାଉଛି ଆମକୁ ୧୬ ହଜାର ପ୍ରସଙ୍ଗର ଖୁସି ପାଳନ କରିବା ଆଗରୁ ପାଖାପାଖି ୪ ହଜାର ନିମ୍ନମାନର ପ୍ରସଙ୍ଗ କଥା ଭାବିବାକୁ ପଡ଼ିବ । ତେବେ ଏ ୪ ହଜାର ଭିତରୁ ୬୦୦ ପାଖାପାଖି ଉଇକିଆଳିଙ୍କ ତିଆରି ଓ ସେସବୁର ମାନ ଉନ୍ନତ କରିବା ସମୟସାପେକ୍ଷ ହେଲେ ହେଁ ସମ୍ଭବ । ବାକି ୩,୬୦୦ ଖଣ୍ଡେ ବଟଦ୍ୱାରା ୨୦୧୪-୨୦୧୫ ମସିହାରେ ତିଆରି । ଏଥି ଭିତରୁ ୧,୨୫୬ କେବଳ ଡାଇନୋସର ବାବଦରେ ଆଉ ଥରୁଟିଏ ମଧ୍ୟ କୌଣସି ଅଣ-ବଟ ଉଇକିଆଳିଙ୍କଦ୍ୱାରା ସମ୍ପାଦନା କରାଯାଇନାହିଁ । ଯଦି ୬ ବର୍ଷ ଭିତରେ ପ୍ରସଙ୍ଗଟିଏ ଜଣେ ଉଇକିଆଳିଙ୍କ ଦ୍ୱାରା ସମ୍ପାଦନା ହୋଇନାହିଁ ଆଉ ପୂରା ପ୍ରସଙ୍ଗରେ କେବଳ ୪ଟି ଛାଞ୍ଚ ଭଳି ବାକ୍ୟ (୧୦୦ ଶବ୍ଦରୁ ମଧ୍ୟ କମ) ରହିଛି ମୋ ମତରେ ସେ ପ୍ରସଙ୍ଗ ରଖିବାର କୌଣସି କାରଣ ନାହିଁ । ଉଇକିପିଡ଼ିଆର ମୂଳ ଉଦ୍ଦେଶ୍ୟ ଲୋକଙ୍କ ପାଇଁ ତାଙ୍କ ଭାଷାରେ ଜ୍ଞାନ ବିତରଣ କରିବା । ପ୍ରସଙ୍ଗ ସଂଖ୍ୟା ନାଁକୁ ମାତ୍ର ବଢ଼ାଇବା ନୁହେଁ । ତେବେ ତଥ୍ୟ ଉପଲବ୍ଧ ନ ଥିଲେ ଅଧାଗଢ଼ା ପ୍ରସଙ୍ଗ କରିବାରେ ଅସୁବିଧା ନାହିଁ । ଆମ କମୁନିଟି ଏବେ ଛୋଟ । ତେଣୁ ନୂଆ ଉଇକିଆଳିଙ୍କ ଦ୍ୱାରା ଲେଖା ଆଉ ଆଗରୁ ଥିବା ଅଣ-ବଟତିଆରି ନିମ୍ନମାନର ଲେଖାର ମାନ ଉନ୍ନତ କରିବା ମଧ୍ୟ ଅତି ସମୟ ସାପେକ୍ଷ । ତା' ଉପରେ ବଟତିଆରି ଲେଖା ସୁଧାରିବା ବୋଝ ଉପରେ ନଳିତା ବିଡ଼ା ଭଳି । ମୁଁ ଥରେ ଦୁଇଥର ଡାଇନୋସର ଲେଖା ଗୋଟେ ଯୋଡ଼େ ସୁଧାରିବାକୁ ଯାଇ ଅସଫଳ ହୋଇଛି କାରଣ ଡାଇନୋସର ସମ୍ବନ୍ଧିତ ଶବ୍ଦାବଳୀ ଓଡ଼ିଆରେ ନାହିଁ । ଇଂରାଜୀରୁ ଅକ୍ଷରାନ୍ତର କରିବା କଷ୍ଟ । ଏ ବିଷୟରେ କାହାର ନିହାତି ଆଗ୍ରହ ନ ଥିଲେ ଜଣେ କରିବ ନାହିଁ ।
ତେଣୁ ଡାଇନୋସର ସମ୍ବନ୍ଧିତ ସବୁ ଅଧାଗଢ଼ା ପ୍ରସଙ୍ଗ ଲିଭାଇବା ପାଇଁ ମୁଁ ସମସ୍ତଙ୍କ ମତ ଲୋଡ଼ୁଛି । ଦୟାକରି ତଳେ ନିଜ ନିଜର ମତ ଦେବେ । ଯଦି କୌଣସି କାରଣରୁ ନ ଲିଭେଇ ଅନ୍ୟ କୌଣସି ବାଟରେ ପ୍ରସଙ୍ଗ ଉନ୍ନତ କରିବା କଥା ଭାବୁଛନ୍ତି ତାହେଲେ ତାହା ମଧ୍ୟ ଜଣାଇବେ । ସହମତ, ବିରୋଧ, ଭିନ୍ନମତ ସବୁପ୍ରକାର ମତକୁ ସ୍ୱାଗତ । ଏସବୁକୁ ଭିତ୍ତି କରି ଆଜିଠୁ ମାସେ ପରେ (ଅକ୍ଟୋବର ୧୦ ତାରିଖ) କୌଣସି ସିଦ୍ଧାନ୍ତ ନିଆଯିବ ।
କେବଳ ଡାଇନୋସର କାହିଁକି ! ଏ ସଂଖ୍ୟା ପ୍ରସଙ୍ଗଗୁଡିକରେ ବି କିଛି ତଥ୍ୟ ନାହିଁ । ରଖିକି ଲାଭ କଣ ? ଆଛା, ଡାଇନୋସର ପ୍ରସଙ୍ଗ ଅଜନସିଙ୍ଗେନିଆରେ ତ ତଥ୍ୟ ଅଛି, ଉଇକିଆଳିମାନେ କିଛି ସମ୍ପାଦନା ବି କରିଛନ୍ତି । ଏହାକୁ କାହିଁକି ଡିଲିଟ କରାଯିବ ! ପୁଣି ଏମିତି ଗୁଡିଏ ପ୍ରସଙ୍ଗ ବି ଅଛି । ଏଗୁଡିକୁ କଣ କରାଯିବ ?
@Hellohappy ପୂରା ଏକମତ । ଅତି କମରେ ୨୦୦ ଶବ୍ଦରୁ କମ ବା ୧୦ଟି ବାକ୍ୟରୁ କମ (ପୂର୍ଣ୍ଣଚ୍ଛେଦ "।" ଗଣି) ଥିବା ପ୍ରସଙ୍ଗର ଗୋଟେ ତାଲିକା କରିହେବ କି @Jnanaranjan sahu @Soumendrak ବଟ ଚଳେଇ? ଆମେ ହୁଏତ ସେଇ ତାଲିକାକୁ ଧରି ସଫାସଫି କାମ ଆରମ୍ଭ କରିପାରିବା ।
"ଡାଇନୋସର ସମ୍ବନ୍ଧିତ ସବୁ ଅଧାଗଢ଼ା ପ୍ରସଙ୍ଗ ଲିଭାଇବା" ବାବଦରେ ମୋ ଲିଭାଇବା ପ୍ରସ୍ତାବ ସମର୍ଥନ କରୁଛି । ବିଶେଷ:ଛୋଟପୃଷ୍ଠା ଏଇଠି ଯାଇ ସବୁ ଛୋଟ ପୃଷ୍ଠା ଦେଖିପାରିବା ।
ଏହି ଅଲୋଚନାଟି ପ୍ରାୟ ଦୁଇ ମାସ ହେଲାଣି ଆରମ୍ଭ ହେଲାଣି । ଏହି ଆଲୋଚନାକୁ ଆଧାର କରି ଡାଇନୋସର ଏବଂ ସଂଖ୍ୟା ପ୍ରସଙ୍ଗ ଧିରେ ଧିରେ ଲିଭାଯିବ । କିଛି ମତାମତ କିମ୍ବା ଯୋଜନା ଥିଲେ ଜଣାନ୍ତୁ ।
ଗତ ବର୍ଷ ପଞ୍ଚାବୀ ଉଇକିପିଡ଼ିଆରେ ୧୫ ଦିନ ଧରି ଉଇକି ଲଭ୍ସ୍ ଲିଟେରେଚର୍ ନାମରେ ଏକ ଗଣ-ସମ୍ପାଦନା କରାଯାଇଥିଲା, ଯେଉଁଥିରେ ପଞ୍ଚାବୀ ସାହିତ୍ୟିକ ତଥା ପୁସ୍ତକଗୁଡ଼ିକ ବିଷୟରେ ପ୍ରସଙ୍ଗ ଲେଖାଯାଇଥିଲା । ଏଥର ଏହାକୁ ଅନ୍ୟ କମ୍ୟୁନିଟି ସହ ମିଶି କରିବାକୁ ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ଏହି ବିଷୟରେ ମୁଁ ପ୍ରୀତି ଭାଇଙ୍କ ସହିତ କଥା ହେଇଥିଲି । ସେ ବି ଏହି ପ୍ରସ୍ତାବରେ ରାଜି ଥିଲେ । ଏଥର ସାନ୍ତାଳୀ ଓ ଆସାମୀ ଉଇକିଆଳୀମାନେ ମଧ୍ୟ ଯୋଗ ଦେଉଛନ୍ତି । ଏହି ଗଣ-ସମ୍ପାଦନା ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଯୋଜନା କରାଯାଇଛି । ସମ୍ଭବତଃ ଏହି ଗଣ-ସମ୍ପାଦନାରେ ପୁରସ୍କାର କିଛି ରହିପାରେ ।
ଏହି ଗଣ-ସମ୍ପାଦନା ଉପରେ ଆପଣମାନଙ୍କର ମତ ଆଶା କରୁଛି ।
ଧନ୍ୟବାଦ ।
ଭଲ ପ୍ରସ୍ତାବ । ଆମେ ଅନ୍ୟ ଭାଷାର ସାହିତ୍ୟ ଓ ସେମାନେ ଆମ ଭାଷାର ସାହିତ୍ୟ ବିଷୟରେ ଲେଖିଲେ ଏପରି ଗଣ ସମ୍ପାଦନାର ମର୍ଯ୍ୟଦା ବଢ଼ନ୍ତା। ଏମିତି ବି ହେଇପାରନ୍ତା ଯେ, ଜଣେ ଉଇକିଆଳି ନିଜ ମାତୃଭାଷା କଥା ନଲେଖି କେବଳ ଅନ୍ୟ ଭାଷାର ସାହିତ୍ୟି କଥା ଲେଖନ୍ତା । ଏମିତିରେ ଭାଷାର ଭଲ ଆଦାନ-ପ୍ରଦାନ ହେଇପାରନ୍ତା ।
ଏହା ଏକ ଉତ୍ତମ ପ୍ରସ୍ତାବ । ଯଦିଓ ଏଥର ଏହି ନିୟମ ଲାଗୁ ହେବନି । ହେଲେ ଯେ କୌଣସି ଭାଷାର ସାହିତ୍ୟ ବିଷୟରେ ଲେଖି ପାରିବା ଆମେ ।
The Movement Strategy and Governance team is looking for community members to serve as election volunteers in the upcoming Board of Trustees election.
The idea of the Election Volunteer Program came up during the 2021 Wikimedia Board of Trustees Election. This program turned out to be successful. With the help of Election Volunteers we were able to increase outreach and participation in the election by 1,753 voters over 2017. Overall turnout was 10.13%, 1.1 percentage points more, and 214 wikis were represented in the election.
There were a total of 74 wikis that did not participate in 2017 that produced voters in the 2021 election. Can you help increase the participation even more?
Election volunteers will help in the following areas:
Volunteers should:
Do you want to be an election volunteer and ensure your community is represented in the vote? Sign up here to receive updates. You can use the talk page for questions about translation.
Dear Wikimedians,
I hope you are doing well. As you know CIS-A2K updated the communities every month about their previous work through the Newsletter. This message is about April 2022 Newsletter. In this newsletter, we have mentioned our conducted events, ongoing events and upcoming events.
Please find the Newsletter link here. Thank you Nitesh (CIS-A2K) (talk) 15:47, 11 May 2022 (UTC)
On behalf of User:Nitesh (CIS-A2K)
Dear community members,
The 2022 Board of Trustees elections process has begun. The Call for Candidates has been announced.
The Board of Trustees oversees the operations of the Wikimedia Foundation. Community-and-affiliate selected trustees and Board-appointed trustees make up the Board of Trustees. Each trustee serves a three year term. The Wikimedia community has the opportunity to vote for community-and-affiliate selected trustees.
The Wikimedia community will vote to elect two seats on the Board of Trustees in 2022. This is an opportunity to improve the representation, diversity, and expertise of the Board of Trustees.
Kindly submit your candidacy to join the Board of Trustees.
Dear community members,
In continuation of Maryana Iskander's listening tour, the Movement Communications and Movement Strategy and Governance teams invite you to discuss the 2022-23 Wikimedia Foundation Annual Plan.
The conversations are about these questions:
Date and Time
The meeting will happen via Zoom on 24 April (Sunday) at 07:00 UTC (local time). Kindly add the event to your calendar. Live interpretation will be available for some languages.
Regards,
Dear Wikimedians,
As you already know, Pune Nadi Darshan is a campaign cum photography contest on Wikimedia Commons organised jointly by Rotary Water Olympiad and CIS-A2K. The contest started on 16 March on the occasion of World Water Week and received a good response from citizens as well as organisations working on river issues.
Taking into consideration the feedback from the volunteers and organisations about extending the deadline of 16 April, the organisers have decided to extend the contest till 16 May 2022. Some leading organisations have also shown interest in donating their archive and need a sufficient time period for the process.
We are still mainly using these topics which are mentioned below.
Anyone can participate still now, so, we appeal to all Wikimedians to contribute to this campaign to enrich river-related content on Wikimedia Commons. For more information, you can visit the event page.
Regards Nitesh (CIS-A2K) (talk) 04:58, 17 April 2022 (UTC)
On behalf of User:Nitesh (CIS-A2K)
Wikimedia Summit 2022ରେ ଉଇକିମିଡ଼ିଆ ଆଫିଲିଏଟସବୁ ଓ ଉଇକିମିଡ଼ିଆ ଫାଉଣ୍ଡେସନ ଏକାଠି ମିଶି ଉଇକିମିଡ଼ିଆ ଅଭିଯାନର ଭବିଷ୍ୟତ ବାବଦରେ ଆଲୋଚନା କରିବେ । ଆସନ୍ତା ସେପ୍ଟେମ୍ବରରେ ଏହା ବର୍ଲିନରେ ହେବ ଏବଂ ଆଲୋଚନାସବୁ '2030 Movement Strategy' ବିଷୟରେ ହେବ । ଦୟାକରି ତଳ ଫର୍ମରୁ ଏପ୍ରିଲ ୧୨ ତାରିଖ ସୁଦ୍ଧା ଜଣେ ଓଡ଼ିଆ ଉଇକିଆଳିଙ୍କୁ ଏଥିରେ ଭାଗ ନେବା ପାଇଁ ବାଛିବେ । ନିଜକୁ ମଧ୍ୟ ବାଛିପାରିବେ । ବିଦ୍ର: ନାମତାଲିକାରେ ନିକଟରେ ସକ୍ରିୟଥିବା ଓ ଉଇକି ସମୁଦାୟ ଗଠନରେ ନିକଟରେ ଭାଗନେଇଥିବା ଉଇକିଆଳିଙ୍କ ନାମ କେବଳ ରହିଛି । ଯଦି କାହାରି ନାମ ଭୁଲରେ ନଥାଏ ଦୟାକରି ଜଣାଇବେ ।
ଯେଉଁମାନେ ଏ ସମୟ ଭିତରେ ନିଜ ନିଜ ମତ ଦେଇପାରିଲେ ସମସ୍ତଙ୍କୁ ଧନ୍ୟବାଦ । ମିଳିଥିବା ମତ, ଆଗରୁ ହୋଇଥିବା ଆଲୋଚନା ଓ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁରେ ଦଖଲ ଆଦି ସମସ୍ତ ବିଷୟକୁ ଭିତ୍ତି କରି @MKarଙ୍କୁ ବଛାଗଲା । ସେ ଆମ ୟୁଜର ଗ୍ରୁପର ପ୍ରତିନିଧି ଭାବେ ଏହି କାର୍ଯ୍ୟକ୍ରମରେ ଭାଗନେବେ ।
Dear Wikimedians,
Hope you are doing well. As you know CIS-A2K updated the communities every month about their previous work through the Newsletter. This message is about March 2022 Newsletter. In this newsletter, we have mentioned our conducted events and ongoing events.
Please find the Newsletter link here. Thank you Nitesh (CIS-A2K) (talk) 09:33, 16 April 2022 (UTC)
On behalf of User:Nitesh (CIS-A2K)