Jump to content

ଭାଇଲାଜୋଡନ

ଉଇକିପିଡ଼ିଆ‌ରୁ
ଭାଇଲାଜୋଡନ
Clinical data
Pronunciation/ˈvbrɪd/ VY-brid
Trade namesViibryd
SynonymsEMD-68843; SB-659746A
AHFS/Drugs.commonograph
MedlinePlusa611020
data
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Drug classSerotonin modulator[]
    ATC code
    Legal status
    Legal status
    Pharmacokinetic data
    Bioavailability72% (oral, with food)[]
    MetabolismHepatic via CYP3A4[]
    Elimination half-life25 hours[]
    ExcretionFaecal and renal[]
    Identifiers
    • 5-(4-[4-(5-Cyano-1H-indol-3-yl)butyl]piperazin-1-yl)benzofuran-2-carboxamide
    CAS Number
    PubChem CID
    IUPHAR/BPS
    ChemSpider
    UNII
    KEGG
    ChEBI
    ChEMBL
    Chemical and physical data
    FormulaC26H27N5O2
    Molar mass441.524 g/mol
    3D model (JSmol)
    • N#Cc5ccc4[nH]cc(CCCCN3CCN(c2ccc1oc(C(N)=O)cc1c2)CC3)c4c5
    • InChI=1S/C26H27N5O2/c27-16-18-4-6-23-22(13-18)19(17-29-23)3-1-2-8-30-9-11-31(12-10-30)21-5-7-24-20(14-21)15-25(33-24)26(28)32/h4-7,13-15,17,29H,1-3,8-12H2,(H2,28,32) checkY
    • Key:SGEGOXDYSFKCPT-UHFFFAOYSA-N checkY
     ☒NcheckY (what is this?)  (verify)

    ଭାଇଲାଜୋଡନ Vilazodone, ଏକ ବିକ୍ରୟ ନାମ ଭାଇବ୍ରିଡ/ Viibryd) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[] ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder) ରୋଗର ଚିକିତ୍ସା ନିମନ୍ତେ ହେଉଥିବା ଏହାର ଅନୁଶୀଳନ ସନ ୧୯୧୭ରେ ବନ୍ଦ କରିଦିଆଗଲା ।[] ପାଟିରେ ଏହି ଔଷଧ ଦିଆଯାଏ ।[]

    ଭାଇଲାଜୋଡନର ସାଧାରଣ ପ୍ରତିକ୍ରିୟରେ ଅଇ ତରଳ ଝାଡ଼ା ଓ ନିଦ୍ରା ସମସ୍ୟା ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନଙ୍କର ଆତ୍ମହତ୍ୟା ପ୍ରବଣ, ମାନିଆ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ ଓ ଏସଆଇଡିଏଚ (SIADH) ହୋଇପାରେ ।[] ଏହାର ମାତ୍ରା ଦୃତ ଗତିରେ କମେଇଲେ ଅବସାଦରୋଧୀ ବିରତି ସିଣ୍ଡ୍ରୋମ ହୋଇପାରେ । [] ଗର୍ଭାବସ୍ଥାସ୍ତନ୍ୟପାନ କରେଇବା ସମୟରେ ଏହାର ସେବନ ନିଷେଧ । [] ଏହା ଏକ ସେରୋଟୋନିନ ମୋଡ୍ୟୁଲେଟର (serotonin modulator) ଶ୍ରେଣୀର ଔଷଧ ଯାହା ଏସଏସଆରଆଇ (SSRI) ଭାବରେ ଓ ୫-ଏଚଟି୧ଏ ରିସେପ୍ଟରକୁ (5-HT1A receptor|) ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[]

    ଭାଇଲାଜୋଡନ ସନ ୨୦୧୧ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ସନ ୨୦୧୬ ସୁଦ୍ଧା ଏହା ଅନ୍ୟାନ୍ୟ ଦେଶମାନଙ୍କରେ ସ୍ୱୀକୃତ ହୋଇନାହିଁ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୬୧ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୮ତମ ସ୍ଥାନରେ ଥଲା ।[]

    ଏହା ମଧ୍ୟ ଦେକନ୍ତୁ

    [ସମ୍ପାଦନା]
    1. 1 2 3 4 5 6 7 8 "Vilazodone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    2. 1 2 3 4 "VIIBRYD (vilazodone hydrochloride) tablet VIIBRYD (vilazodone hydrochloride) kit [Forest Laboratories, Inc.]". DailyMed. Forest Laboratories, Inc. December 2012. Archived from the original on 29 October 2013. Retrieved 28 October 2013.
    3. "New Medicines Newsletter" (PDF). NHS. Archived from the original (PDF) on 21 March 2019. Retrieved 21 March 2019.
    4. "Vilazodone (Viibryd) Use During Pregnancy". Drugs.com (in ଇଂରାଜୀ). Retrieved 21 March 2019.
    5. Song, Lin; Liu, Yao; Liu, Fang; Zhang, Ruoqi; Ji, Huanhuan; Jia, Yuntao (8 September 2016). "Vilazodone for major depressive disorder in adults". Cochrane Database of Systematic Reviews. doi:10.1002/14651858.CD012350.
    6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    7. "The Top 300 of 2019". clincalc.com. Retrieved 22 December 2018.