Jump to content

ସକ୍ସାମେଥୋନିଅମ କ୍ଲୋରାଇଡ

ଉଇକିପିଡ଼ିଆ‌ରୁ
ସକ୍ସାମେଥୋନିଅମ କ୍ଲୋରାଇଡ
Clinical data
Pronunciation/ˌsʌksɪnɪlˈklin/
Trade namesQuelicin, Anectine
AHFS/Drugs.commonograph
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    intravenous, intramuscular
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityNA
    MetabolismBy pseudocholinesterase, to succinylmonocholine and choline
    Onset of action30-60 sec (IV), 2-3 min (IM)
    Duration of action< 10 min (IV), 10-30 min (IM)
    ExcretionKidney (10%)
    Identifiers
    • 2,2'-[(1,4-dioxobutane-1,4-diyl)bis(oxy)]bis
      (N,N,N-trimethylethanaminium)
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    Chemical and physical data
    FormulaC14H30N2O4
    Molar mass290.399 g/mol
    3D model (JSmol)
    • [Cl-].[Cl-].O=C(OCC[N+](C)(C)C)CCC(=O)OCC[N+](C)(C)C
    • InChI=1S/C14H30N2O4.2ClH/c1-15(2,3)9-11-19-13(17)7-8-14(18)20-12-10-16(4,5)6;;/h7-12H2,1-6H3;2*1H/q+2;;/p-2 checkY
    • Key:YOEWQQVKRJEPAE-UHFFFAOYSA-L checkY
     ☒NcheckY (what is this?)  (verify)

    ସକ୍ସାମେଥୋନିଅମ କ୍ଲୋରାଇଡ (ଇଂରାଜୀ ଭାଷାରେ Suxamethonium chloride, ଡାକ ନାମ ସକ୍ସାମେଥୋନିଅମ/suxamethonium ବା ସକସିନିଲ କୋଲିନ/ succinylcholine) ଏକ ଔଷଧ ଯାହା ଶାରୀରିକ ନିଶ୍ଚେତନ (general anesthesia) କରିବା ପୂର୍ବରୁ ସ୍ୱଳ୍ପକାଳୀନ ପାରାଲିସିସ (paralysis) ନିମନ୍ତେ ଦିଆଯାଏ ଓ ସେହି ସମୟ ମଧ୍ୟରେ ଟ୍ରାକିଆଲ ଇନଟ୍ୟୁବେସନ (tracheal intubation) ବା ଇଲେକ୍ଟ୍ରୋକନଭଲସିଭ ଥେରାପି (electroconvulsive therapy) ଦିଆଯାଏ ।[] ଏହା ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ୧ମିନିଟ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ କାମ କରେ []

    ସକ୍ସାମେଥୋନିଅମ କ୍ଲୋରାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ଅଧିକ ଲାଳ (saliva) ତିଆରି, ମାଂସପେଶୀ ଯନ୍ତ୍ରଣା (muscle pain) ଓ ରାସ ଆଦି ଲକ୍ଷଣ ଦେଖାଯାଇପାରେ ।[] ସାଂଘାତିକ ପ୍ରତିକ୍ରିୟାରେ ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ଅଧିକ ରକ୍ତ ପଟାସିଅମ (high blood potassium) ସଙ୍କଟ ଥିଲେ ବା ମାୟୋପାଥି (myopathy) ରୋଗ ଇତିହାସ ଥିଲେ ଏହି ଔଷଧ ଦିଆଯାଏନାହିଁ ।[] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁପ୍ରତି ନିରାପଦ ହେବା ଜଣାଯାଏ ।[] ନିଉରୋମସ୍କୁଲାର ବ୍ଲକର (neuromuscular blocker) ଶ୍ରେଣୀର ସକ୍ସାମେଥୋନିଅମ ଏକ ଡିପୋଲାରାଇଜିଙ୍ଗ (depolarizing) ଔଷଧ । କଙ୍କାଳୀୟ ମାଂସପେଶୀ (skeletal muscles) ଉପରେ କାମ କରୁଥିବା ଆସେଟାଇଲକୋଲିନ‌କୁ (acetylcholine) ଏହି ଔଷଧ ଅବରୋଧ କରି କାର୍ଯ୍ୟକାରୀ ହୁଏ ।[]

    ସନ ୧୯୦୬ରେ ସକ୍ସାମେଥୋନିଅମ ବିଷୟର ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୫୧ରେ ଏହାର ଡାକ୍ତରୀ ବ୍ୟବ‌ହାର ଆରମ୍ଭ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୪୫ରୁ ୧.୩୧ ଆମେରିକୀୟ ଡଲାର ।[] କଥାବାର୍ତ୍ତାରେ ଏହାକୁ ସକ୍ସ ନାମ ଦେଇ କ‌ହନ୍ତି ।[]

    1. 1 2 WHO Model Formulary 2008 (PDF). World Health Organization. 2009. pp. 426–428. ISBN 9789241547659. Retrieved 8 December 2016.
    2. 1 2 3 4 "Succinylcholine Chloride". The American Society of Health-System Pharmacists. Retrieved 8 December 2016.
    3. "Anectine Injection - Summary of Product Characteristics (SPC) - (eMC)". www.medicines.org.uk. 12 January 2016. Archived from the original on 20 December 2016. Retrieved 16 December 2016.
    4. "Prescribing medicines in pregnancy database". Therapeutic Goods Administration (TGA) (in ଇଂରାଜୀ). 16 December 2016. Archived from the original on 20 December 2016. Retrieved 16 December 2016.
    5. 1 2 Lee, C; Katz R. (2009). "Clinical implications of new neuromuscular concepts and agents: So long, neostigmine! So long, sux!". J Crit Care. 24 (1): 43–9. doi:10.1016/j.jcrc.2008.08.009. PMID 19272538.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. "Suxamethonium Cl". International Drug Price Indicator Guide. Retrieved 8 December 2016.[permanent dead link]