କୁଇନାଇନ୍

ଉଇକିପିଡ଼ିଆ ରୁ
Jump to navigation Jump to search
କୁଇନାଇନ୍
Quinine.svg
Quinine-3D-balls.png
Clinical data
PronunciationUS /ˈkwnn/, /kwɪˈnn/ or UK /ˈkwɪnn/ KWIN-een
Trade namesQualaquin, Quinate, Quinbisul
AHFS/Drugs.commonograph
MedlinePlusa682322
data
Pregnancy
category
  • AU: D
  • US: C (Risk not ruled out)
Routes of
administration
By mouth, intramuscular, intravenous, rectal
ATC code
Legal status
Legal status
Pharmacokinetic data
Protein binding70-95%[୧]
MetabolismLiver (mostly CYP3A4 and CYP2C19-mediated)
Elimination half-life8-14 hours (adults), 6-12 hours (children)[୧]
ExcretionKidney (20%)
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.004.550 Edit this at Wikidata
Chemical and physical data
FormulaC20H24N2O2
Molar mass୩୨୪.୪୨ g·mol−1
3D model (JSmol)
Melting point୧୭୭ °C (୩୫୧ °F)
 NYesY (what is this?)  (verify)

କୁଇନାଇନ୍ ଔଷଧ ମ୍ୟଲେରିଆ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହାର କରାଯାଏ ତ‌ଥା ବାବେସିଓସିସ୍ (babesiosis) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୨] ପ୍ଲାଜମୋଡିଅମ୍ ଫାଲସିପେରମ୍ ଯୋଗୁ ହେଉଥିବା ମ୍ୟାଲେରିଆ ଯଦି କ୍ଲୋରୋକୁଇନ ପ୍ରତିରୋଧୀ ଥାଏ ଓ ଆର୍ଟେସୁନେଟ ନ ମିଳିଲେ କୁଇନାଇନ୍ ଦିଆଯାଏ ।[୨][୩] ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ରୋଗରେ ଏହା ବ୍ୟବ‌ହୃତ ହେଉଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । କୁଇନାଇନ୍ ପ୍ରତିରୋଧୀ ମ୍ୟଲେରିଆ ମଧ୍ୟ ପୃଥିବୀରେ କେତେକ ସ୍ଥାନରେ ଦେଖାଯାଏ ।[୨]

କୁଇନାଇନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଟିନିଟସ୍, ଦୃଷ୍ଟି ସମସ୍ୟା ଓ ଝାଳ ବୁହା ଆଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବଧିରତା, ଅଳ୍ପ ରକ୍ତ ପ୍ଲାଟେଲେଟଅନିୟମିତ ହୃତ୍‌ସ୍ପନ୍ଦନ ଦେଖାଯାଏ । ଏହି ଔଷଧ ବ୍ୟବ‌ହାର କଲେ ଆତପଦାହ (sunburn) ହେବା ସମ୍ଭାବନା ରହେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ବିପଦଜନ‌କ କି ନୁହେଁ ସ୍ପଷ୍ଟ ଜଣାନଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ । ଏହାର କାର୍ଯ୍ୟକଳାପ ସ୍ପଷ୍ଟ ଜଣାଯାଇ ନାହିଁ ।[୨]

ସନ ୧୮୨୦ରେ ସିଙ୍କୋନା ଗଛର ଛାଲିରୁ ପ୍ରଥମେ କୁଇନାଇନ୍ ପୃଥକ୍ କରାଯାଇଥିଲା ।[୨][୪] ପ୍ରାୟ ସନ ୧୬୩୨ ପରଠାରୁ ମ୍ୟଲେରିଆ ଚିକିତ୍ସା ନିମନ୍ତେ ଏହି ଗଛ ଛାଲି ବ୍ୟବ‌ହାର କରାଯାଉଛି । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏକ କୋର୍ସ କୁଇନାଇନ୍‌ର ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୩.୪୦ ଆମେରିକୀୟ ଡଲାର । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ସର ମୂଲ୍ୟ ପ୍ରାୟ ୨୫୦ ଡଲାର । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Qualaquin (quinine) dosing, indications, interactions, adverse effects, and more". Medscape Reference. WebMD. Retrieved 29 January 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Quinine Sulfate". The American Society of Health-System Pharmacists. Retrieved Jan 2016. Check date values in: |accessdate= (help)
  3. Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews. 9: CD010678. PMID 25209020.
  4. Cechinel-Filho, edited by Valdir (2012). Plant bioactives and drug discovery : principles, practice, and perspectives. Hoboken, N.J.: John Wiley & Sons. p. 2. ISBN 9780470582268.CS1 maint: Extra text: authors list (link)
  5. editors, Henry M. Staines, Sanjeev Krishna, (2011). Treatment and Prevention of Malaria : Antimalarial Drug Chemistry, Action and Use. [S.l.]: Springer Verlag. p. 45. ISBN 9783034604796.
  6. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  7. "Quinine Sulfate". International Drug Price Indicator Guide. Retrieved 12 January 2016.