Jump to content

କୁଇନାଇନ୍

ଉଇକିପିଡ଼ିଆ‌ରୁ
କୁଇନାଇନ୍
Clinical data
PronunciationUS: /ˈkwaɪnaɪn/, /kwɪˈniːn/ or UK: /ˈkwɪniːn/ KWIN-een
Trade namesQualaquin, Quinate, Quinbisul
AHFS/Drugs.commonograph
MedlinePlusa682322
data
Pregnancy
category
  • AU: D
  • US: C (Risk not ruled out)
    Routes of
    administration
    By mouth, intramuscular, intravenous, rectal
    ATC code
    Legal status
    Legal status
    Pharmacokinetic data
    Protein binding70-95%[୧]
    MetabolismLiver (mostly CYP3A4 and CYP2C19-mediated)
    Elimination half-life8-14 hours (adults), 6-12 hours (children)[୧]
    ExcretionKidney (20%)
    Identifiers
    • (R)-(6-Methoxyquinolin-4-yl)((2S,4S,8R)-8-vinylquinuclidin-2-yl)methanol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.004.550 Edit this at Wikidata
    Chemical and physical data
    FormulaC20H24N2O2
    Molar mass୩୨୪.୪୨ g·mol−1
    3D model (JSmol)
    Melting point177 °C (351 °F)
    • O(c4cc1c(nccc1[C@@H](O)[C@H]2N3CC[C@@H](C2)[C@@H](/C=C)C3)cc4)C
    • InChI=1S/C20H24N2O2/c1-3-13-12-22-9-7-14(13)10-19(22)20(23)16-6-8-21-18-5-4-15(24-2)11-17(16)18/h3-6,8,11,13-14,19-20,23H,1,7,9-10,12H2,2H3/t13-,14-,19-,20+/m0/s1 checkY
    • Key:LOUPRKONTZGTKE-WZBLMQSHSA-N checkY
     ☒NcheckY (what is this?)  (verify)

    କୁଇନାଇନ୍ ଔଷଧ ମ୍ୟଲେରିଆ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହାର କରାଯାଏ ତ‌ଥା ବାବେସିଓସିସ୍ (babesiosis) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୨] ପ୍ଲାଜମୋଡିଅମ୍ ଫାଲସିପେରମ୍ ଯୋଗୁ ହେଉଥିବା ମ୍ୟାଲେରିଆ ଯଦି କ୍ଲୋରୋକୁଇନ ପ୍ରତିରୋଧୀ ଥାଏ ଓ ଆର୍ଟେସୁନେଟ ନ ମିଳିଲେ କୁଇନାଇନ୍ ଦିଆଯାଏ ।[୨][୩] ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ରୋଗରେ ଏହା ବ୍ୟବ‌ହୃତ ହେଉଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । କୁଇନାଇନ୍ ପ୍ରତିରୋଧୀ ମ୍ୟଲେରିଆ ମଧ୍ୟ ପୃଥିବୀରେ କେତେକ ସ୍ଥାନରେ ଦେଖାଯାଏ ।[୨]

    କୁଇନାଇନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଟିନିଟସ୍, ଦୃଷ୍ଟି ସମସ୍ୟା ଓ ଝାଳ ବୁହା ଆଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବଧିରତା, ଅଳ୍ପ ରକ୍ତ ପ୍ଲାଟେଲେଟ ଓ ଅନିୟମିତ ହୃତ୍‌ସ୍ପନ୍ଦନ ଦେଖାଯାଏ । ଏହି ଔଷଧ ବ୍ୟବ‌ହାର କଲେ ଆତପଦାହ (sunburn) ହେବା ସମ୍ଭାବନା ରହେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ବିପଦଜନ‌କ କି ନୁହେଁ ସ୍ପଷ୍ଟ ଜଣାନଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ । ଏହାର କାର୍ଯ୍ୟକଳାପ ସ୍ପଷ୍ଟ ଜଣାଯାଇ ନାହିଁ ।[୨]

    ସନ ୧୮୨୦ରେ ସିଙ୍କୋନା ଗଛର ଛାଲିରୁ ପ୍ରଥମେ କୁଇନାଇନ୍ ପୃଥକ୍ କରାଯାଇଥିଲା ।[୨][୪] ପ୍ରାୟ ସନ ୧୬୩୨ ପରଠାରୁ ମ୍ୟଲେରିଆ ଚିକିତ୍ସା ନିମନ୍ତେ ଏହି ଗଛ ଛାଲି ବ୍ୟବ‌ହାର କରାଯାଉଛି । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏକ କୋର୍ସ କୁଇନାଇନ୍‌ର ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୩.୪୦ ଆମେରିକୀୟ ଡଲାର । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ସର ମୂଲ୍ୟ ପ୍ରାୟ ୨୫୦ ଡଲାର । [୨]

    1. 1 2 "Qualaquin (quinine) dosing, indications, interactions, adverse effects, and more". Medscape Reference. WebMD. Retrieved 29 January 2014.
    2. 1 2 3 4 5 6 "Quinine Sulfate". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    3. ↑ Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews. 9: CD010678. PMID 25209020.
    4. ↑ Cechinel-Filho, edited by Valdir (2012). Plant bioactives and drug discovery : principles, practice, and perspectives. Hoboken, N.J.: John Wiley & Sons. p. 2. ISBN 9780470582268. {{cite book}}: |first1= has generic name (help)
    5. ↑ editors, Henry M. Staines, Sanjeev Krishna, (2011). Treatment and Prevention of Malaria : Antimalarial Drug Chemistry, Action and Use. [S.l.]: Springer Verlag. p. 45. ISBN 9783034604796. {{cite book}}: |last1= has generic name (help)CS1 maint: extra punctuation (link) CS1 maint: multiple names: authors list (link)
    6. ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    7. ↑ "Quinine Sulfate". International Drug Price Indicator Guide. Retrieved 12 January 2016.[permanent dead link]