ଆଜାଥାଇଓପ୍ରିନ

ଉଇକିପିଡ଼ିଆ‌ରୁ
ଆଜାଥାଇଓପ୍ରିନ
Clinical data
Pronunciation/ˌæzəˈθəˌprn/[୧]
Trade namesAzasan, Imuran and others
AHFS/Drugs.commonograph
MedlinePlusa682167
data
Pregnancy
category
  • AU: D
  • US: D (Evidence of risk)
Routes of
administration
Mainly by mouth (sometimes initially intravenous)
ATC code
Legal status
Legal status
Pharmacokinetic data
Bioavailability60±31%
Protein binding20–30%
MetabolismActivated non-enzymatically, deactivated mainly by xanthine oxidase
Elimination half-life26–80 minutes (azathioprine)
3–5 hours (drug plus metabolites)
ExcretionKidney, 98% as metabolites
Identifiers
  • 6-[(1-Methyl-4-nitro-1H-imidazol-5-yl)sulfanyl]-7H-purine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.525 Edit this at Wikidata
Chemical and physical data
FormulaC9H7N7O2S
Molar mass277.263 g/mol
3D model (JSmol)
Melting point238 to 245 °C (460 to 473 °F)
  • [O-][N+](=O)c3ncn(c3Sc1ncnc2ncnc12)C
  • InChI=1S/C9H7N7O2S/c1-15-4-14-7(16(17)18)9(15)19-8-5-6(11-2-10-5)12-3-13-8/h2-4H,1H3,(H,10,11,12,13) checkY
  • Key:LMEKQMALGUDUQG-UHFFFAOYSA-N checkY
  (verify)

ଆଜାଥାଇଓପ୍ରିନ (ଇଂରାଜୀ ଭାଷାରେ Azathioprine ବା AZA), ବିକ୍ରୟ ନାମ ଇମୁରାନ/Imuran) ଏକ ଇମ୍ମ୍ୟୁନୋସପ୍ରେସାଣ୍ଟ ଔସଧ (immunosuppressive medication) ରିଉମାଟଏଡ ଆର୍ଥ୍ରାଇଟିସ, କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ ରୋଗମାନଙ୍କ ଚିକିତ୍ସାରେ ଓ ବୃକ୍‌କ ପ୍ରତିରୋପଣ (kidney transplant) ପରେ ପ୍ରତିରୋପଣ ପରିତ୍ୟାଗ (rejection) ନ‌କରିବା ନିମନ୍ତେ ଏହି ଔଷଧ ଦିଆଯାଏ ।[୨][୩] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ ।[୩]

ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ ବାନ୍ତି (vomiting) ହୋଇପାରେ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜର (thiopurine S-methyltransferase) ଜେନେଟିକ ଅଭାବ (genetic) ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ । ଅଧିକ ଲିମ୍ଫୋମା ରୋଗ ସଙ୍କଟ ମଧ୍ୟ ରହିପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ ।[୩] ଏହା ଏକ ପ୍ୟୁରିନ ଆନାଲଗ (purine analogue) ଓ ଆଣ୍ଟିମେଟାବୋଲାଇଟର (antimetabolite) ଔଷଧ । ଜୀବକୋଷରେ ଡିଏନଏ (DNA) ଓ ଆରଏନଏ (RNA) ତିଆରିକୁ ଏହି ଔଷଧ ୬-ଥାଇଓଗୁଆନିନ (6-thioguanine) ମାଧ୍ୟମରେ ଭାଙ୍ଗିଦିଏ ।[୩][୪]

ଆଜାଥାଇଓପ୍ରିନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୭.୬୩ରୁ ୧୭.୧୯ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୩୫.୩୪ ଆମେରିକୀୟ ଡଲାର ।[୭]

ଆଧାର[ସମ୍ପାଦନା]

  1. "Azathioprine". Merriam-Webster Dictionary.
  2. Axelrad, JE; Lichtiger, S; Yajnik, V (28 May 2016). "Inflammatory bowel disease and cancer: The role of inflammation, immunosuppression, and cancer treatment". World journal of gastroenterology (Review). 22 (20): 4794–801. doi:10.3748/wjg.v22.i20.4794. PMC 4873872. PMID 27239106.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ "Azathioprine". The American Society of Health-System Pharmacists. Retrieved 8 December 2016.
  4. ୪.୦ ୪.୧ Sami, Naveed (2016). Autoimmune Bullous Diseases: Approach and Management (in ଇଂରାଜୀ). Springer. p. 83. ISBN 9783319267289.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Azathioprine". International Drug Price Indicator Guide. Retrieved 8 December 2016.[permanent dead link]
  7. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 20 December 2016.