ନାଡୋଲୋଲ

ଉଇକିପିଡ଼ିଆ‌ରୁ
ନାଡୋଲୋଲ
Clinical data
Trade namesCorgard, others
AHFS/Drugs.commonograph
MedlinePlusa682666
Pregnancy
category
  • US: C (Risk not ruled out)
Routes of
administration
Oral
ATC code
Legal status
Legal status
Pharmacokinetic data
Protein binding30%
MetabolismNot metabolised
Elimination half-life14-24 hours
ExcretionRenal and fecal (unchanged)
Identifiers
  • * rel-(2R,3S)-5-{[(2R)-3-(tert-butylamino)-2-hydroxypropyl]oxy}-1,2,3,4-tetrahydronaphthalene-2,3-diol
    • (2R*,3S*)-5-{[(2R*)-3-(tert-butylamino)-2-hydroxypropyl]oxy}-1,2,3,4-tetrahydronaphthalene-2,3-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.050.625 Edit this at Wikidata
Chemical and physical data
FormulaC17H27NO4
Molar mass309.401 g/mol
3D model (JSmol)
  • OC(CNC(C)(C)C)COc1cccc2c1C[C@H](O)[C@H](O)C2
  • InChI=1S/C17H27NO4/c1-17(2,3)18-9-12(19)10-22-16-6-4-5-11-7-14(20)15(21)8-13(11)16/h4-6,12,14-15,18-21H,7-10H2,1-3H3/t12?,14-,15+/m1/s1 checkY
  • Key:VWPOSFSPZNDTMJ-UCWKZMIHSA-N checkY
  (verify)

ନାଡୋଲୋଲ (ଇଂରାଜୀ ଭାଷାରେ Nadolol) ଏକ ବିକ୍ରୟ ନାମ କୋରଗାର୍ଡ଼/ Corgard) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ଆଞ୍ଜାଇନା ପେକ୍ଟୋରିସ (heart pain) ଓ ଆଟ୍ରିଆଲ ଫିବ୍ରିଲେସନ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ପ୍ରତିଷେଧକ ଭାବରେ ଅଧକପାଳିସିରୋସିସ୍ ରୋଗରେ ଦିଆଯାଏ ।[୨][୩] ଏହି ଔଷଧ ପାଟିରେ ଦିଆଯାଏ । [୨]

ନାଡୋଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ଥକ୍କା ଅନୁଭବ, ଧୀର ହୃଦ୍‌ଗତି (slow heart rate) ଓ ରେନ‌ଡ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍‌ପାତବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ କରେଇବା ସମୟରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି ।[୪] ଏହା ଏକ ନନ୍-ସିଲେକ୍ଟିଭ ବିଟା ବ୍ଲକର (beta blocker) ଓ ହୃତ୍‌ପିଣ୍ଡରେ ଥିବା ବିଟା୧-ଆଡ୍ରେନର୍ଜିକ ରିସେପ୍ଟର (β1-adrenergic receptors) ତ‌ଥା ରକ୍ତ ନଳୀରେ ଥିବା ବିଟା୨-ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ (β2-adrenergic receptors) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ନାଡୋଲୋଲ ସନ ୧୯୭୦ରେ ପେଟେଣ୍ଟ ହେବା ପରେ ସନ ୧୯୭୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୮୩ତମ ସ୍ଥାନରେ ଥଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Nadolol Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 148. ISBN 9780857113382.
  3. Giannelli, V; Lattanzi, B; Thalheimer, U; Merli, M (2014). "Beta-blockers in liver cirrhosis". Annals of gastroenterology. 27 (1): 20–26. PMID 24714633.
  4. "Nadolol Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 460. ISBN 9783527607495.
  6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  7. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]