Jump to content

ମେମାଣ୍ଟିନ

ଉଇକିପିଡ଼ିଆ‌ରୁ
ମେମାଣ୍ଟିନ
Clinical data
Trade namesAxura, Ebixa, Namenda, others[]
AHFS/Drugs.commonograph
MedlinePlusa604006
data
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability~100%
    MetabolismLiver (<10%)
    Elimination half-life60–100 hours
    ExcretionKidney
    Identifiers
    • 3,5-dimethyltricyclo[3.3.1.13,7]decan-1amine
      or
      3,5-dimethyladamantan-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    Chemical and physical data
    FormulaC12H21N
    Molar mass179.3 g/mol
    3D model (JSmol)
    • NC12CC3(CC(C1)(CC(C2)C3)C)C
    • InChI=1S/C12H21N/c1-10-3-9-4-11(2,6-10)8-12(13,5-9)7-10/h9H,3-8,13H2,1-2H3 checkY
    • Key:BUGYDGFZZOZRHP-UHFFFAOYSA-N checkY
      (verify)

    ମେମାଣ୍ଟିନ (ଇଂରାଜୀ ଭାଷାରେ Memantine) ଏକ ଔଷଧ ଯାହା ମଧ୍ୟମରୁ ସାଂଘାତିକ ଧରଣର ଆଲଜିମର ରୋଗ ରୋଗର ଚିକିତ୍ସାରେ ଦିଆଯାଏ ।[][] ଡୋନେପେଜିଲ ଭଳି ଆସେଟାଇଲକୋଲିନ ଇନହିବିଟର (acetylcholinesterase inhibitors) ଅପେକ୍ଷା ମେମାଣ୍ଟିନ କମ୍ ପସନ୍ଦ କରାଯାଏ । [] କିଛି ଉପଶମ ହେବା ଲକ୍ଷ କରାଗଲେ ଏହି ଔଷଧ ଚାଲୁ ରଖାଯାଏ ।[] ପାଟିରେ ଏହି ଔଷଧ ଦିଆଯାଏ ।[]

    ମେମାଣ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ ଓ ମୁଣ୍ଡ ଓଜନିଆ ଲାଗେ । [][] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ଜମାଟ, ସାଇକୋସିସ [] ଏହା ଏନଏମଡିଏ ରିସେପ୍ଟରକୁ (NMDA receptors) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ସନ ୨୦୦୩ରେ ମେମାଣ୍ଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧.୬୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର । [] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୭ତମ ସ୍ଥାନରେ ଥଲା ।[]

    1. "International brands for memantine". Drugs.com. Retrieved 7 August 2017.
    2. 1 2 3 4 5 "Memantine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    3. 1 2 3 4 5 6 7 British national formulary : BNF 76 (76 ed.). Pharmaceutical Press. 2018. pp. 303–304. ISBN 9780857113382.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.

    ଅଧିକ ପଢ଼ନ୍ତୁ

    [ସମ୍ପାଦନା]

    ବାହ୍ୟ ଲିଙ୍କ

    [ସମ୍ପାଦନା]