ଆମୋଡିଆକୁଇନ

ଉଇକିପିଡ଼ିଆ‌ରୁ
ଆମୋଡିଆକୁଇନ
Clinical data
Trade namesAmdaquine, Amobin, others[୧]
AHFS/Drugs.comInternational Drug Names
ATC code
Identifiers
  • 4-[(7-chloroquinolin-4-yl)amino]-2-[(diethylamino)methyl]phenol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.518 Edit this at Wikidata
Chemical and physical data
FormulaC20H22ClN3O
Molar mass355.861 g/mol
3D model (JSmol)
  • Clc1cc2nccc(c2cc1)Nc3cc(c(O)cc3)CN(CC)CC
  • InChI=1S/C20H22ClN3O/c1-3-24(4-2)13-14-11-16(6-8-20(14)25)23-18-9-10-22-19-12-15(21)5-7-17(18)19/h5-12,25H,3-4,13H2,1-2H3,(H,22,23) checkY
  • Key:OVCDSSHSILBFBN-UHFFFAOYSA-N checkY
  (verify)

ଆମୋଡିଆକୁଇନ ବା ଏକ୍ୟୁଡି (ଇଂରାଜୀ ଭାଷାରେ Amodiaquine ବା ADQ) ଔଷଧ ସମସ୍ତ ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ କେବଳ ଜଟିଳ ପ୍ଲାଜମୋଡିଅମ ଫାଲସିପ୍ୟାରମ ବ୍ୟତୀତ ।[୨][୩] ପ୍ରତିରୋଧ ସଙ୍କଟ ନ ଆସିବା ନିମନ୍ତେ ଏହା ଆର୍ଟେସୁନେଟ (artesunate) ସ‌ହିତ ଦିଆଯାଏ । ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ବିରଳ ହେଲେ ମଧ୍ୟ ସାଧାରଣତଃ ଦେବାକୁ ସୁପାରିସ କରାଯାଏ ନାହିଁ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣରୁ ମଧ୍ୟମ ଧରଣର ହୁଏ ଓ କ୍ଲୋରୋକୁଇନ (chloroquine) ଅନୁରୂପ ହୁଏ ।[୩] ଯକୃତ ସମସ୍ୟା (liver problems) ଓ ଆଗ୍ରାନୁଲୋସାଇଟୋସିସ (low blood cell levels) ଦେଖାଯାଇପାରେ । ଔଷଧ ଅଧିକ ହୋଇଗଲେ ମୁଣ୍ଡବଥା, ଦୃଷ୍ଟି ସମସ୍ୟା, ବାତ (seizures) ଓ ହୃଦ୍‌ରୋଧ ହୋଇପାରେ ।[୨] ଅଧିକ ଅନୁଶୀଳନ ହୋଇନଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ।[୪]ଏହା ୪-ଆମିନୋକୁଇନୋଲିନ (4-aminoquinoline) ଶ୍ରେଣୀର ଔଷଧ ଯାହାର ଅନ୍ୟ ଏକ ଔଷଧର ନାମ କ୍ଲୋରୋକୁଇନ ।[୨]

ସନ ୧୯୪୮ରେ ପ୍ରଥମେ ଆମୋଡିଆକୁଇନ ପ୍ରସ୍ତୁତ କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ୦.୦୧ ଆମେରିକୀୟ ଡଲାର ଥିଲା ।[୭] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଉପଲବ୍ଧ ନୁହେଁ,[୮] କିନ୍ତୁ ଆଫ୍ରିକାରେ ବ‌ହୁଳ ଭାବରେ ଉପଲବ୍ଧ ।[୨][୯]

ଆଧାର[ସମ୍ପାଦନା]

  1. "Amodiaquine". drugs.com. Retrieved 27 November 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Nair, A; Abrahamsson, B; Barends, DM; Groot, DW; Kopp, S; Polli, JE; Shah, VP; Dressman, JB (December 2012). "Biowaiver monographs for immediate release solid oral dosage forms: amodiaquine hydrochloride". Journal of pharmaceutical sciences. 101 (12): 4390–401. PMID 22949374.
  3. ୩.୦ ୩.୧ Olliaro, P; Mussano, P (2003). "Amodiaquine for treating malaria". The Cochrane database of systematic reviews (2): CD000016. PMID 12804382.
  4. Tagbor, HK; Chandramohan, D; Greenwood, B (November 2007). "The safety of amodiaquine use in pregnant women". Expert opinion on drug safety. 6 (6): 631–5. PMID 17967151.
  5. Profiles of Drug Substances, Excipients and Related Methodology (in ଇଂରାଜୀ). Academic Press. 1992. p. 45. ISBN 9780080861166.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Amodiaquine". International Drug Price Indicator Guide. Retrieved 4 December 2015.[permanent dead link]
  8. "Amodiaquine". Livertox. Retrieved 27 November 2016.
  9. Centers for Disease Control, (CDC). (12 April 1985). "Revised recommendations for preventing malaria in travelers to areas with chloroquine-resistant Plasmodium falciparum". MMWR. Morbidity and mortality weekly report. 34 (14): 185–90, 195. PMID 3156271.