Jump to content

ଆମୋକ୍ସିସିଲିନ

ଉଇକିପିଡ଼ିଆ‌ରୁ
(Amoxicillinରୁ ଲେଉଟି ଆସିଛି)
ଆମୋକ୍ସିସିଲିନ
Clinical data
AHFS/Drugs.commonograph
MedlinePlusa685001
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    Oral, intravenous
    ATC code
    Legal status
    Legal status
    Identifiers
    • (2S,5R,6R)-6-{[(2R)-2-amino-2-(4-hydroxyphenyl)-acetyl]amino}-3,3-dimethyl-7-oxo-4-thia-1-azabicyclo[3.2.0]heptane-24-carboxylic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.043.625 Edit this at Wikidata
    Chemical and physical data
    FormulaC16H19N3O5S
    Molar mass365.4 g/mol
    3D model (JSmol)
    • O=C(O)[C@@H]2N3C(=O)[C@@H](NC(=O)[C@@H](c1ccc(O)cc1)N)[C@H]3SC2(C)C
    • InChI=1S/C16H19N3O5S/c1-16(2)11(15(23)24)19-13(22)10(14(19)25-16)18-12(21)9(17)7-3-5-8(20)6-4-7/h3-6,9-11,14,20H,17H2,1-2H3,(H,18,21)(H,23,24)/t9-,10-,11+,14-/m1/s1 checkY
    • Key:LSQZJLSUYDQPKJ-NJBDSQKTSA-N checkY
      (verify)

    ଆମୋକ୍ସିସିଲିନ (ଆମୋକ୍ସ) ଔଷଧ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ଜନିତ ସଂକ୍ରମଣ ରୋଗରେ ବ୍ୟବ‌ହାର କରାଯାଏ । [] ମଝି କାନ ସଂକ୍ରମଣରେ ଏହା ପ୍ରଥମ ଧାଡ଼ି ଚିକିତ୍ସା ରୂପେ ଦିଆଯାଏ । ତଣ୍ଟି ସଂକ୍ରମଣ, ନିମୋନିଆ, ଚର୍ମ ସଂକ୍ରମଣ ଓ ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ଏହା ବ୍ୟବ‌ହାର କରାଯାଏ । ଏହା ପାଟିବାଟେ ଦିଆଯାଏ । []

    ଆମୋକ୍ସିସିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଲା ଅଇ ଓ ରାସ । [] ଏହା ଯୋଗୁ ତରଳ ଝାଡ଼ାଇଷ୍ଟ ସଂକ୍ରମଣ ସଙ୍କଟ ଅଧିକ ହୁଏ ବିଶେଷତଃ କ୍ଲାଭୁଲାନିକ ଏସିଡ ସାଥିରେ ଦିଆଗଲେ । [] ପେନିସିଲିନ ପ୍ରତି ଆଲର୍ଜି ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ବୃକ୍‌କ ସମସ୍ୟାରେ ଏହା କମ ମାତ୍ରାରେ ଦିଆଯାଏ । ଗର୍ଭାବସ୍ଥାରେସ୍ତନ୍ୟପାନ ସମୟରେ ଏହା ନିରାପଦ । []

    ସନ ୧୯୭୨ରେ ପ୍ରଥମେ ଆମୋକ୍ସିସିଲିନ ମିଳିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ପିଲାମାନଙ୍କ ନିମନ୍ତେ ଏହା ଏକ ଅତି ସାଧାରଣ ଆଣ୍ଟିବାୟୋଟିକ ପ୍ରେସକ୍ରିପସନ । [] ଏହା ଜେନେରିକ ଔଷଧ ଭାବରେ ମିଳେ । [] ଗୋଟିଏ ବଟିକାର ଦାମ 0.0୨ରୁ 0.0୫ ଆମେରିକୀୟ ଡଲାର । [] ଆମେରିକାରେ ଏହାର ଦଶ ଦିନର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୬ ଆମେରିକୀୟ ଡଲାର । []

    1. 1 2 3 4 5 6 "Amoxicillin". The American Society of Health-System Pharmacists. Retrieved 1 August 2015.
    2. Gillies, M; Ranakusuma, A; Hoffmann, T; Thorning, S; McGuire, T; Glasziou, P; Del Mar, C (17 November 2014). "Common harms from amoxicillin: a systematic review and meta-analysis of randomized placebo-controlled trials for any indication". CMAJ : Canadian Medical Association journal = journal de l'Association medicale canadienne. 187: E21-31. doi:10.1503/cmaj.140848. PMID 25404399. {{cite journal}}: Missing pipe in: |journal= (help)
    3. Roy, Jiben (2012). An introduction to pharmaceutical sciences production, chemistry, techniques and technology. Cambridge: Woodhead Pub. p. 239. ISBN 9781908818041.
    4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. Kelly, Deirdre (2008). Diseases of the liver and biliary system in children (3 ed.). Chichester, UK: Wiley-Blackwell. p. 217. ISBN 9781444300543.
    6. "Amoxicillin". International Drug Price Indicator Guide. Retrieved 1 August 2015.[permanent dead link]