ଟ୍ରାଇକ୍ଲାବେଣ୍ଡାଜୋଲ

ଉଇକିପିଡ଼ିଆ‌ରୁ
ଟ୍ରାଇକ୍ଲାବେଣ୍ଡାଜୋଲ
Clinical data
Trade namesFasinex, Egaten, others
AHFS/Drugs.comInternational Drug Names
Routes of
administration
by mouth
ATC code
Pharmacokinetic data
MetabolismOxidation to the sulfone and sulfoxide parent compound
Elimination half-life22–24 hs
ExcretionFeces (>95%), urine (2%), milk (<1%)
Identifiers
  • 5-Chloro-6-(2,3-dichlorophenoxy)-2-(methylthio)-1H-benzimidazole
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.127.414 Edit this at Wikidata
Chemical and physical data
FormulaC14H9Cl3N2OS
Molar mass359.658
3D model (JSmol)
  • Clc3cccc(Oc2c(Cl)cc1c(nc(SC)n1)c2)c3Cl
  • InChI=1S/C14H9Cl3N2OS/c1-21-14-18-9-5-8(16)12(6-10(9)19-14)20-11-4-2-3-7(15)13(11)17/h2-6H,1H3,(H,18,19) checkY
  • Key:NQPDXQQQCQDHHW-UHFFFAOYSA-N checkY
 ☒NcheckY (what is this?)  (verify)

ଟ୍ରାଇକ୍ଲାବେଣ୍ଡାଜୋଲ (ଇଂରାଜୀ ଭାଷାରେ Triclabendazole, ବିକ୍ରୟ ନାମ ଏଗାଟେନ/Egaten) ଏକ ଔଷଧ ଯାହା ଯକୃତ ଫ୍ଲୁକ୍‌ସରେ (liver flukes) ବିଶେଷତଃ ଫାସିଓଲାଏସିସ (fascioliasis) ଓ ପାରାଗୋନିମିଆସିସ (paragonimiasis) ରୋଗମାନଙ୍କରେ ଦିଆଯାଏ । ଏହି ରୋଗଦ୍ୱୟରେ ଟ୍ରାଇକ୍ଲାବେଣ୍ଡାଜୋଲ ଅତ୍ୟନ୍ତ ପ୍ରଭାବଶାଳୀ ହୁଏ । ଡାକ୍ତରଖାନା ଚିକିତ୍ସା ଆବଶ୍ୟକ ହୋଇପାରେ । ଏହି ଔଷଧର ଏକ ବା ଦୁଇ ଡୋଜ ପାଟିରେ ଦେବା ଆବଶ୍ୟକ ହୁଏ ।[୧]

ଟ୍ରାଇକ୍ଲାବେଣ୍ଡାଜୋଲର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ବ‌ହୁତ କମ, କିନ୍ତୁ ପେଟ ମରା ଓ ମୁଣ୍ଡବଥା ହୋଇପାରେ । [୧] ମଲା ୱର୍ମ ବା ପୋକ ଯୋଗୁ ପିତ୍ତୀୟ ଶୂଳ ବା ବିଲିଆରି କଲିକ (Biliary colic) ହୋଇପାରେ । ଗର୍ଭାବସ୍ଥାରେ କୌଣସି ହାନୀ ନ ହେଉଥିଲେ ମଧ୍ୟ ଏହା ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[୨] ଏହା ବେଞ୍ଜିମିଡାଜୋଲ (benzimidazole) ପରିବାରରରଏକ ଆନ୍ଥେଲମିଣ୍ଟିକ (medications for worms) ଔଷଧ ।[୧]

ଟ୍ରାଇକ୍ଲାବେଣ୍ଡାଜୋଲର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ଏହା ବ୍ୟବସାୟୀକ ଭିତ୍ତିରେ ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୪] ମାନବ ବ୍ୟବ‌ହାର ନିମନ୍ତେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ (ଡବ୍ଲ୍ୟୁ.ଏଚ.ଓ) ମିଳିପାରିବ । [୨] ଅନ୍ୟାନ୍ୟ ପ୍ରାଣୀମାନଙ୍କ ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. pp. 94, 96. ISBN 9789241547659. Retrieved 8 December 2016.
  2. ୨.୦ ୨.୧ Wolfe, M. Michael; Lowe, Robert C. (2014). "Benzimidazoles". Pocket Guide to GastrointestinaI Drugs (in ଇଂରାଜୀ). John Wiley & Sons. p. PT173. ISBN 9781118481554.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Praziquantel Monograph for Professionals - Drugs.com". www.drugs.com. Retrieved 10 December 2016.
  5. "Triclabendazole - Drugs.com". www.drugs.com. Retrieved 10 December 2016.