ଡୋକୁସେଟ

ଉଇକିପିଡ଼ିଆ‌ରୁ
(Docusateରୁ ଲେଉଟି ଆସିଛି)
ଡୋକୁସେଟ
Clinical data
Trade namesColace, Ex-Lax, Senokot
AHFS/Drugs.commonograph
MedlinePlusa601113
Pregnancy
category
  • US: C (Risk not ruled out) [୧]
ATC code
Pharmacokinetic data
Onset of action12hrs to 5days[୨]
Duration of action3 days[୨]
Identifiers
  • Sodium 1,4-bis(2-ethylhexoxy)-1,4-dioxobutane-2-sulfonate
CAS Number
PubChem CID
ChemSpider
UNII
E numberE480 (thickeners, ...) Edit this at Wikidata
ECHA InfoCard100.008.553 Edit this at Wikidata
Chemical and physical data
FormulaC20H37NaO7S
Molar mass444.56 g/mol
3D model (JSmol)
Density1.1 g/cm3 g/cm3
Melting point153 to 157 °C (307 to 315 °F)
Solubility in water1 in 70 parts, yes mg/mL (20 °C)
  • [Na+].[O-]S(=O)(=O)C(C(=O)OCC(CC)CCCC)CC(=O)OCC(CC)CCCC
  • InChI=1S/C20H38O7S.Na/c1-5-9-11-16(7-3)14-26-19(21)13-18(28(23,24)25)20(22)27-15-17(8-4)12-10-6-2;/h16-18H,5-15H2,1-4H3,(H,23,24,25);/q;+1/p-1
  • Key:APSBXTVYXVQYAB-UHFFFAOYSA-M

ଡୋକୁସେଟ, ଅନ୍ୟ ନାମ ଡୋକୁସେଟ ଲବଣ, ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ, ଓ ଡାୟୋକ୍ଟିଲ କ୍ୟାଲସିଅମ ସଲଫୋସକସିନେଟ,[୩] ଏକ ପ୍ରକାର ରେଚକ ଯାହା କୋଷ୍ଠକାଠିନ୍ୟ ନିମନ୍ତେ ବ୍ୟବ‌ହାର ହୁଏ । [୨] ପିଲାଙ୍କପାଇଁ ଏହା ଉପ‌ଯୁକ୍ତ ଯାହାର କଠିନ ମଳ ହୁଏ । [୨] ଅଫିମ ଯୋଗୁ କୋଷ୍ଠକାଠିନ୍ୟ ହେଉଥିଲେ ଡୋକୁସେଟ ସ‌ହିତ ଅନ୍ୟ ଉତ୍ତେଜକ ରେଚକ ଦିଆଯାଏ । [୨] ଏହା ପାଟିବାଟେ ଦିଆଯାଏ ବା ମଳାଶୟରେ ଭର୍ତ୍ତି କରିଦିଆଯାଏ । [୨] ଏହି ଔଷଧ ୧ରୁ ୩ ଦିନ ମଧ୍ୟରେ କାମ କରେ । [୨]

ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ହୁଏ ନାହିଁ । [୨] କ୍ୱଚିତ ତରଳ ଝାଡ଼ା ଓ ପେଟରେ କ୍ରାମ୍ପ ହୁଏ । [୨] ଦୀର୍ଘକାଳୀନ ବ୍ୟବ‌ହାରରେ ଖାଦ୍ୟନଳୀ କାର୍ଯ୍ୟରେ ବ୍ୟାଘାତ ହୁଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେଲେ କୌଣସି ଅସୁବିଧା ହୁଏ ନାହିଁ । [୪] ଏହା ମଳ ନରମକାରୀ କରିବା ଶ୍ରେଣୀର ଔଷଧ ଓ ଅଧିକ ଜଳ ମଳରେ ମିଶେଇବାରେ ସାହାଯ୍ୟ କରେ । [୫]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୫]ଆମେରିକାରେ ଏହି ଔଷଧର ୧୦୦୦ ମାତ୍ରାର ମୂଲ୍ୟ ୧୪ ଆମେରିକୀୟ ଡଲାର । [୨] ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ ଔଷଧର ଅନ୍ୟ ବ୍ୟବ‌ହାର ଅଛି ଯଥା: ଖାଦ୍ୟ ମିଶ୍ରଣ, ଇମଲସନ‌କାରକ, ବିସ୍ତାରକାରକଓଦାକାରକ[୭]

ଆଧାର[ସମ୍ପାଦନା]

  1. 2013 Nurse's Drug Handbook. Burlington, MA: Jones & Bartlett Learning. 2013. p. 366. ISBN 9781449642846.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Docusate Salts". The American Society of Health-System Pharmacists. Retrieved Aug 11, 2015.
  3. American Society of Health-System Pharmacists (2011-08-15). "Stool Softeners".
  4. Yaffe, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9 ed.). Philadelphia: Wolters Kluwer Health/Lippincott Williams & Wilkins. p. 1651. ISBN 9781608317080.
  5. ୫.୦ ୫.୧ Hamilton, Richard J. (2013). Tarascon pocket pharmacopoeia : 2013 classic shirt-pocket edition (27 ed.). Burlington, Ma.: Jones & Bartlett Learning. p. 112. ISBN 9781449665869.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. Michael, fcompiled by; Ash, Irene (2004). Handbook of preservatives. Endicott, N.Y.: Synapse information resources. p. 375. ISBN 9781890595661.