ଡୋକୁସେଟ
Clinical data | |
---|---|
Trade names | Colace, Ex-Lax, Senokot |
AHFS/Drugs.com | monograph |
MedlinePlus | a601113 |
Pregnancy category | |
ATC code | |
Pharmacokinetic data | |
Onset of action | 12hrs to 5days[୨] |
Duration of action | 3 days[୨] |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
E number | E480 (thickeners, ...) |
ECHA InfoCard | 100.008.553 |
Chemical and physical data | |
Formula | C20H37NaO7S |
Molar mass | 444.56 g/mol |
3D model (JSmol) | |
Density | 1.1 g/cm3 g/cm3 |
Melting point | 153 to 157 °C (307 to 315 °F) |
Solubility in water | 1 in 70 parts, yes mg/mL (20 °C) |
| |
|
ଡୋକୁସେଟ, ଅନ୍ୟ ନାମ ଡୋକୁସେଟ ଲବଣ, ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ, ଓ ଡାୟୋକ୍ଟିଲ କ୍ୟାଲସିଅମ ସଲଫୋସକସିନେଟ,[୩] ଏକ ପ୍ରକାର ରେଚକ ଯାହା କୋଷ୍ଠକାଠିନ୍ୟ ନିମନ୍ତେ ବ୍ୟବହାର ହୁଏ । [୨] ପିଲାଙ୍କପାଇଁ ଏହା ଉପଯୁକ୍ତ ଯାହାର କଠିନ ମଳ ହୁଏ । [୨] ଅଫିମ ଯୋଗୁ କୋଷ୍ଠକାଠିନ୍ୟ ହେଉଥିଲେ ଡୋକୁସେଟ ସହିତ ଅନ୍ୟ ଉତ୍ତେଜକ ରେଚକ ଦିଆଯାଏ । [୨] ଏହା ପାଟିବାଟେ ଦିଆଯାଏ ବା ମଳାଶୟରେ ଭର୍ତ୍ତି କରିଦିଆଯାଏ । [୨] ଏହି ଔଷଧ ୧ରୁ ୩ ଦିନ ମଧ୍ୟରେ କାମ କରେ । [୨]
ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ହୁଏ ନାହିଁ । [୨] କ୍ୱଚିତ ତରଳ ଝାଡ଼ା ଓ ପେଟରେ କ୍ରାମ୍ପ ହୁଏ । [୨] ଦୀର୍ଘକାଳୀନ ବ୍ୟବହାରରେ ଖାଦ୍ୟନଳୀ କାର୍ଯ୍ୟରେ ବ୍ୟାଘାତ ହୁଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦେଲେ କୌଣସି ଅସୁବିଧା ହୁଏ ନାହିଁ । [୪] ଏହା ମଳ ନରମକାରୀ କରିବା ଶ୍ରେଣୀର ଔଷଧ ଓ ଅଧିକ ଜଳ ମଳରେ ମିଶେଇବାରେ ସାହାଯ୍ୟ କରେ । [୫]
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [୫]ଆମେରିକାରେ ଏହି ଔଷଧର ୧୦୦୦ ମାତ୍ରାର ମୂଲ୍ୟ ୧୪ ଆମେରିକୀୟ ଡଲାର । [୨] ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ ଔଷଧର ଅନ୍ୟ ବ୍ୟବହାର ଅଛି ଯଥା: ଖାଦ୍ୟ ମିଶ୍ରଣ, ଇମଲସନକାରକ, ବିସ୍ତାରକାରକ ଓ ଓଦାକାରକ । [୭]
ଆଧାର
[ସମ୍ପାଦନା]- ↑ 2013 Nurse's Drug Handbook. Burlington, MA: Jones & Bartlett Learning. 2013. p. 366. ISBN 9781449642846.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Docusate Salts". The American Society of Health-System Pharmacists. Retrieved Aug 11, 2015.
- ↑ American Society of Health-System Pharmacists (2011-08-15). "Stool Softeners".
- ↑ Yaffe, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9 ed.). Philadelphia: Wolters Kluwer Health/Lippincott Williams & Wilkins. p. 1651. ISBN 9781608317080.
- ↑ ୫.୦ ୫.୧ Hamilton, Richard J. (2013). Tarascon pocket pharmacopoeia : 2013 classic shirt-pocket edition (27 ed.). Burlington, Ma.: Jones & Bartlett Learning. p. 112. ISBN 9781449665869.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Michael, fcompiled by; Ash, Irene (2004). Handbook of preservatives. Endicott, N.Y.: Synapse information resources. p. 375. ISBN 9781890595661.