Jump to content

କ୍ଲୋକ୍ସାସିଲିନ

ଉଇକିପିଡ଼ିଆ‌ରୁ
(Cloxacillinରୁ ଲେଉଟି ଆସିଛି)
କ୍ଲୋକ୍ସାସିଲିନ
Clinical data
Trade namesCloxapen, others
AHFS/Drugs.comMicromedex Detailed Consumer Information
Pregnancy
category
  • US: B (No risk in non-human studies)
    Routes of
    administration
    by mouth, IM
    ATC code
    Pharmacokinetic data
    Bioavailability37 to 90%
    Protein binding95%
    Elimination half-life30 minutes to 1 hour
    Excretionkidney and biliary
    Identifiers
    • (2S,5R,6R)-6-{[3-(2-chlorophenyl)-5-methyl-
      oxazole-4-carbonyl]amino}-3,3-dimethyl-7-oxo-
      4-thia-1-azabicyclo[3.2.0]heptane-2-carboxylic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.468 Edit this at Wikidata
    Chemical and physical data
    FormulaC19H18ClN3O5S
    Molar mass435.88 g/mol
    3D model (JSmol)
    • O=C(O)[C@@H]3N4C(=O)[C@@H](NC(=O)c2c(onc2c1ccccc1Cl)C)[C@H]4SC3(C)C
    • InChI=1S/C19H18ClN3O5S/c1-8-11(12(22-28-8)9-6-4-5-7-10(9)20)15(24)21-13-16(25)23-14(18(26)27)19(2,3)29-17(13)23/h4-7,13-14,17H,1-3H3,(H,21,24)(H,26,27)/t13-,14+,17-/m1/s1 checkY
    • Key:LQOLIRLGBULYKD-JKIFEVAISA-N checkY
      (verify)

    କ୍ଲୋକ୍ସାସିଲିନ (ଇଂରାଜୀ ଭାଷାରେCloxacillin) ଏକ ଆଣ୍ଟବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ଏହି ସଂକ୍ରମଣମାନଙ୍କର ନାମ ଇମ୍ପେଟିଗୋ (impetigo), ସେଲ୍ୟୁଲାଇଟିସ (cellulitis), ନିମୋନିଆ, ସେପ୍ଟିକ ଆର୍ଥ୍ରାଇଟିସ (septic arthritis) ଓ ବ‌ହିଃକର୍ଣ୍ଣ ପ୍ରଦାହ (otitis externa) ଇତ୍ୟାଦି ।[] ମେଥିସିଲିନ-ରୋଧୀ ସ୍ଟାଫିଲୋକୋକସ (Methicillin-resistant Staphylococcus aureus ବା MRSA) ଜୀବାଣୁ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ । [] ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

    କ୍ଲୋକ୍ସାସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ାଆନାଫାଇଲାକ୍ସିସ (anaphylaxis) ସ‌ହିତ ଆଲର୍ଜି (allergic reaction) ହୋଇପାରେ ।[] କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ ।[] ଅତୀତରେ ପେନିସିଲିନ ଆଲର୍ଜି (penicillin allergy) ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । [] ଏହା ପେନିସିଲିନ (penicillin) ପରିବାରର ଏକ ଔଷଧ । []

    ସନ ୧୯୬୦ରେ କ୍ଲୋକ୍ସାସିଲିନ ପେଟେଣ୍ଟ ହୋଇ ୧୯୬୫ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ ଏକ ଦିନର ଏହି ଔଷଧର ବଟିକା ଖର୍ଚ୍ଚ ପ୍ରାୟ ୦.୧୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବ୍ୟବସାୟୀକ ଭିତ୍ତିରେ ତିଆରି ହୁଏନାହିଁ । []

    1. 1 2 3 4 WHO Model Formulary 2008 (PDF). World Health Organization. 2009. pp. 110, 586. ISBN 9789241547659. Retrieved 8 December 2016.
    2. 1 2 3 4 "Cloxacillin (Professional Patient Advice)". www.drugs.com. Retrieved 10 December 2016.
    3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495.
    4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. "Cloxacillin Sodium". International Drug Price Indicator Guide. Retrieved 8 December 2016.[permanent dead link]