ସେଫୋଟାକ୍ସିମ

ଉଇକିପିଡ଼ିଆ‌ରୁ
(Cefotaximeରୁ ଲେଉଟି ଆସିଛି)
ସେଫୋଟାକ୍ସିମ
Clinical data
Trade namesClaforan, others
Synonymscefotaxime sodium
AHFS/Drugs.commonograph
MedlinePlusa682765
Pregnancy
category
  • AU: B1
  • US: B (No risk in non-human studies)
Routes of
administration
Intravenous and intramuscular
ATC code
Legal status
Legal status
  • AU: S4 (Prescription only)
Pharmacokinetic data
Bioavailabilityn/a
Metabolismliver
Elimination half-life0.8–1.4 hours
Excretion50–85% kidney
Identifiers
  • (6R,7R,Z)-3-(Acetoxymethyl)-7-(2-(2-aminothiazol-4-yl)-2-(methoxyimino)acetamido)-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.058.436 Edit this at Wikidata
Chemical and physical data
FormulaC16H17N5O7S2
Molar mass455.47 g/mol
3D model (JSmol)
  • O=C2N1/C(=C(\CS[C@@H]1[C@@H]2NC(=O)C(=N\OC)\c3nc(sc3)N)COC(=O)C)C(=O)O
  • InChI=1S/C16H17N5O7S2/c1-6(22)28-3-7-4-29-14-10(13(24)21(14)11(7)15(25)26)19-12(23)9(20-27-2)8-5-30-16(17)18-8/h5,10,14H,3-4H2,1-2H3,(H2,17,18)(H,19,23)(H,25,26)/b20-9+/t10-,14-/m1/s1 checkY
  • Key:GPRBEKHLDVQUJE-VINNURBNSA-N checkY
  (verify)

ସେଫୋଟାକ୍ସିମ (ଇଂରାଜୀ ଭାଷାରେ Cefotaxime) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଣ୍ଠି ସଂକ୍ରମଣ (joint infections), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), ମେନିଞ୍ଜାଇଟିସ, ନିମୋନିଆ, ମୁତ୍ରନଳୀ ସଂକ୍ରମଣ (urinary tract infections), ସେପ୍ସିସ, ଗନରିଆ, ଓ ସେଲ୍ୟୁଲାଇଟିସ୍ ଇତ୍ୟାଦି ରୋଗମାନଙ୍କର ନିମନ୍ତେ ଦିଆଯାଏ । ସେଫୋଟାକ୍ସିମ ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେବା ସ୍ଥଳରେ ପ୍ରଦାହ ଆଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲସ୍ଟ୍ରିଡିଅମ ଡିଫିସିଓ ତରଳ ଝାଡ଼ା ହୋଇପାରେ । ପେନିସିଲିନ penicillin ପ୍ରତି ଆନାଫାଇଲାକ୍ସିସ ଥିବା ଲୋକମାନଙ୍କୁ ଏହି ଇଞ୍ଜେକସନ ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୧][୨] ଏହା ତୃତୀୟ ପିଢ଼ିର ସେଫାଲୋସ୍ପୋରିନ third-generation cephalosporin ପରିବାରର ଔଷଧ ଯାହା ଜୀବାଣୁର ଜୀବକୋଷ ଆବରଣରେ ବାଧା ସୃଷ୍ଟି କରେ ।[୧]

ସେଫୋଟାକ୍ସିମ ସନ ୧୯୭୬ରେ ଆବିଷ୍କୃତ ହେବାପରେ ବ୍ୟବସାୟ ନିମନ୍ତେ ସନ ସନ ୧୯୮୦ରେ ବ୍ୟବ‌ହାର କରାଗଲା । [୩][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ମୂଲ୍ୟ ପ୍ରତି ଡୋଜ ପିଛା ପ୍ରାୟ ୦.୨୩ରୁ ୪.୭୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Cefotaxime Sodium". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 87. ISBN 9781284057560.
  3. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 494. ISBN 9783527607495.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Cefotaxime". International Drug Price Indicator Guide. Retrieved 8 December 2016.[permanent dead link]