Jump to content

କୋଡିନ

ଉଇକିପିଡ଼ିଆ‌ରୁ
କୋଡିନ
Clinical data
AHFS/Drugs.commonograph
MedlinePlusa682065
Pregnancy
category
  • AU: A
  • US: C (Risk not ruled out)
    Dependence
    liability
    High
    Routes of
    administration
    Oral, rectal, SC, IM
    ATC code
    Legal status
    Legal status
    Pharmacokinetic data
    Bioavailability~90% Oral
    MetabolismLiver, via CYP2D6 (cytochrome P450 2D6)Active Metabolite Morphine []
    Onset of action15 to 30 min[]
    Elimination half-life2.5–3 h
    Duration of action4 to 6 hrs[]
    Identifiers
    • (5α,6α)-7,8-didehydro-4,5-epoxy-3-methoxy-17-methylmorphinan-6-ol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.882 Edit this at Wikidata
    Chemical and physical data
    FormulaC18H21NO3
    Molar mass299.364 g/mol
    3D model (JSmol)
    • CN1CC[C@]23C4=C5C=CC(OC)=C4O[C@H]2[C@@H](O)C=C[C@H]3[C@H]1C5
    • InChI=1S/C18H21NO3/c1-19-8-7-18-11-4-5-13(20)17(18)22-16-14(21-2)6-3-10(15(16)18)9-12(11)19/h3-6,11-13,17, checkY
    • Key:OROGSEYTTFOCAN-DNJOTXNNSA-N checkY
      (verify)

    କୋଡିନ, ରାସାୟନିକ ନାମ ୩-ମିଥାଇଲମର୍ଫିନ, ଏକ ଅଫିମ ସମ୍ପର୍କୀୟ ଔଷଧ ଯାହା ଯନ୍ତ୍ରଣା ନିବାରକ, କାଶ ଔଷଧତରଳ ଝାଡ଼ା ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[][] ମଧ୍ୟମ ଓ ସାମାନ୍ୟ ଧରଣର ଯନ୍ତ୍ରଣା ନିମନ୍ତେ ଏହା ଦିଆଯାଏ । ପାରାସେଟାମୋଲ ବା ଆସ୍ପିରିନ ସ‌ହିତ ମିଶେଇଲେ ଏହା ଅଧିକ ଉପକାର କରେ ।[] କାଶ ଉପଶମ ନିମନ୍ତେ ଦିଆଯା‌ଥିଲେ ମଧ୍ୟ ଅନିଶ୍ଚତ ଫଳ ମିଳେ । [][] ୧୨ ବର୍ଷ ବୟସରୁ କମ ପିଲାଙ୍କୁ ୟୁରୋଗରେ ଏହି ଔଷଧ ଦିଆଯାଏ ନାହିଁ । ଏହା ପାଟିରେ ଦିଆଯାଏ । ଏହା ଖାଇବାର ୧/୨ ଘଣ୍ଟା ପରେ କାର୍ଯ୍ୟକାରୀ ହୁଏ ଓ ସର୍ଭାଧିକ ପ୍ରଭାବ ୨ ଘଣ୍ଟା ପରେ ଦେଖାଏ । ଛଅ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । []

    ବାନ୍ତି, କୋଷ୍ଠକାଠିନ୍ୟ, ଗଲୁ, ଓ ମୁଣ୍ଡ ହାଲୁକା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ବ୍ୟବ‌ହର କଲେ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱାସକ୍ରିୟ କମିଯିବା ଓ ନିଶାଗ୍ରସ୍ତ ହେବା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେବା ନିରାପଦ ବୋଲି ଜଣାଯାଇ ନାହିଁ । ସ୍ତନ୍ୟପାନ କରେଇଲେ ଶିଶୁକୁ ଅଫିମ ବିଷାକ୍ତ‌ତା ହୋଇପାରେ । କୋଡିନ ଯକୃତରେ ମର୍ଫିନରେ ପରିଣତ ହୋଇ କାମ କରେ । ଏହି ପ୍ରକ୍ରିୟା କେତେ ସମୟରେ ସଂଘଠିତ ହେବ ତାହା ଲୋକର ଜେନେଟିକ ଉପରେ ନିର୍ଭର କରେ ।[]

    ସନ ୧୮୩୨ରେ କୋଡିନ ଆବିଷ୍କୃତ ହୋଇଥିଲା ।[] ସନ ୨୦୧୩ରେ ୩୬୧,୦୦୦ କିଗ୍ରା କୋଡିନ ପ୍ରସ୍ତୁତ ହୋଇଥିଲା ଓ ୨୪୯,୦୦୦ କିଗ୍ରା ବ୍ୟବ‌ହାର କରାଯାଇଥିଲା । ଅଫିମ ସମ୍ବନ୍ଧୀୟ ଜିନିଷ ମଧ୍ୟରୁ ଏହା ସବୁଠାରୁ ଅଧିକ ବ୍ୟବ‌ହାର କରାଯାଏ । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୦୪ରୁ ୦.୨୯ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ପ୍ରାୟ ଏକ ଡଲାର । [] କୋଡିନ ପ୍ରାକୃତିକ ଅବସ୍ଥାରେ ଓ ଅଫିମର  % ହିସାବରେ ଥାଏ ।[]

    1. Shen H, He MM, Liu H; et al. (August 2007). "Comparative metabolic capabilities and inhibitory profiles of CYP2D6.1, CYP2D6.10, and CYP2D6.17". Drug Metab. Dispos. 35 (8): 1292–300. doi:10.1124/dmd.107.015354. PMID 17470523.{{cite journal}}: CS1 maint: multiple names: authors list (link)
    2. 1 2 3 4 5 6 7 "Codeine". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    3. Prommer, E (2010). "Role of codeine in palliative care". Journal of opioid management. 7 (5): 401–6. PMID 22165039.
    4. Paul, IM (February 2012). "Therapeutic options for acute cough due to upper respiratory infections in children". Lung. 190 (1): 41–4. PMID 21892785.
    5. Schroeder, K; Fahey, T (2001). "Over-the-counter medications for acute cough in children and adults in ambulatory settings". The Cochrane database of systematic reviews (3): CD001831. PMID 11686998.
    6. 1 2 Newton, David (2015). Prescription Drug Abuse: A Reference Handbook. ABC-CLIO. p. 20. ISBN 9781440839795.
    7. Narcotic Drugs 2014 (pdf). INTERNATIONAL NARCOTICS CONTROL BOARD. 2015. p. 21. ISBN 9789210481571.
    8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    9. "Codeine". Retrieved 10 January 2016.[permanent dead link]