ସୋଡ଼ିଅମ ନାଇଟ୍ରାଇଟ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Sodium nitrite (Medical use)ରୁ ଲେଉଟି ଆସିଛି)
ସୋଡ଼ିଅମ ନାଇଟ୍ରାଇଟ
Chemical structure
Clinical data
AHFS/Drugs.comFDA Professional Drug Information
Pregnancy
category
  • US: C (Risk not ruled out)
ATC code
Identifiers
CAS Number
PubChem CID
DrugBank
ChemSpider
UNII
KEGG
Chemical and physical data
FormulaNaNO2
Molar mass68.9953
3D model (JSmol)
  • N(=O)[O-].[Na+]
  • InChI=1S/HNO2.Na/c2-1-3;/h(H,2,3);/q;+1/p-1
  • Key:LPXPTNMVRIOKMN-UHFFFAOYSA-M

ସୋଡ଼ିଅମ ନାଇଟ୍ରାଇଟ (ଇଂରାଜୀ ଭାଷାରେSodium nitrite) ଏକ ଔଷଧ ଭାବରେ ସାଇନାଇଡ ବିଷକ୍ରିୟାର ଚିକିତ୍ସାରେ ସୋଡ଼ିଅମ ଥାୟୋସଲଫେଟ ସ‌ହିତ ଦିଆଯାଏ ।[୧] କେବଳ ସାଂଘାତିକ ସାଇନାଇଡ ବିଷକ୍ରିୟାରେ ଏହା ଦିଆଯାଏ ।[୨] ଉଭୟ ସାଇନାଇଡ ବିଷକ୍ରିୟା ଓ କାର୍ବନ ମୋନୋକ୍ସାଇଡ ବିଷକ୍ରିୟା (carbon monoxide poisoning) ବିଷକ୍ରିୟା ଥିଲେ କେବଳ ସୋଡ଼ିଅମ ଥାୟୋସଲଫେଟ ଦିଆଯାଏ ।[୩] ଶିରାଭ୍ୟନ୍ତର ଇଞ୍ଜେକସନ (slow injection into a vein) ଆକାରରେ ସୋଡ଼ିଅମ ନାଇଟ୍ରାଇଟ ଦିଆଯାଏ ।[୧]

ସୋଡ଼ିଅମ ନାଇଟ୍ରାଇଟର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ମୁଣ୍ଡବଥା, ଅଣନିଶ୍ୱାସୀ (shortness of breath), ଅଚେତନ (loss of consciousness) ଓ ବାନ୍ତି ହୋଇପାରେ ।[୧] ଅନ୍ତର୍ନିହିତ ଦୃଦ୍‌ରୋଗ ଥିଲେ ସତର୍କ ହୋଇ ଏହି ଔଷଧ ଦିଆଯାଏ ।[୧] ଚିକିତ୍ସା ଅବଧିରେ ମେଥେମୋଗ୍ଲୋବିନ (methemoglobin) ସ୍ତର ନିୟମିତ ଯାଞ୍ଚ କରିବାକୁ ହୁଏ ।[୧] ଗର୍ଭାବସ୍ଥାରେ କିଛି ସମ୍ଭାବ୍ୟ କ୍ଷତି ଜଣାଯାଇନଥିଲେ ମଧ୍ୟ ଶିଶୁର କ୍ଷତି ହୋଇପାରେ ।[୪] ସୋଡ଼ିଅମ ନାଇଟ୍ରାଇଟ ପ୍ରଥମେ ମେଥେମୋଗ୍ଲୋବିନ ସୃଷ୍ଟି କରେ ଯାହା ସାଇନାଇଡ ସ‌ହା ଅନୁବନ୍ଧିତ ହୋଇଯାଏ ଓ ଏହାକୁ ମାଇଟୋକଣ୍ଡ୍ରିଆରୁ (mitochondria) ବାହାର କରିଦିଏ ।[୪]

୧୯୨୦ ଓ ୧୯୩୦ ଶତକରୁ ସୋଡ଼ିଅମ ନାଇଟ୍ରାଇଟ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ହୋଇଆସୁଛି ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସୋଡ଼ିଅମ ଯୁକ୍ତରାଷ୍ଟ୍ର ଆମେରିକାରେ ଥାୟୋସଲଫେଟ ଓ ସୋଡ଼ିଅମ ନାଇଟ୍ରାଇଟର ମୂଲ୍ୟ ୧୧୦ ଆମେରିକୀୟ ଡଲାର ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ WHO Model Formulary 2008 (PDF). World Health Organization. 2009. p. 65. ISBN 9789241547659. Retrieved 8 January 2017.
  2. "Sodium Nitrite Solution for Injection - Summary of Product Characteristics (SPC) - (eMC)". www.medicines.org.uk. Retrieved 15 January 2017.
  3. Baren, Jill M. (2008). Pediatric Emergency Medicine (in ଇଂରାଜୀ). Elsevier Health Sciences. p. 1018. ISBN 1416000879.
  4. ୪.୦ ୪.୧ "Sodium Nitrite Injection - FDA prescribing information, side effects and uses". www.drugs.com.
  5. Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. p. 172. ISBN 9780781728454.
  6. Bryan, Nathan S.; Loscalzo, Joseph (2011). Nitrite and Nitrate in Human Health and Disease (in ଇଂରାଜୀ). Springer Science & Business Media. p. 226. ISBN 9781607616160.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. Gasco, L; Rosbolt, MB; Bebarta, VS (April 2013). "Insufficient stocking of cyanide antidotes in US hospitals that provide emergency care". Journal of pharmacology & pharmacotherapeutics. 4 (2): 95–102. PMID 23761707.