Jump to content

ଟାମସୁଲୋସିନ

ଉଇକିପିଡ଼ିଆ‌ରୁ
ଟାମସୁଲୋସିନ
Clinical data
Pronunciation/tæmˈsləsən/[]
Trade namesFlomax, others
AHFS/Drugs.commonograph
MedlinePlusa698012
data
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability100% (by mouth)
    MetabolismLiver
    Elimination half-life9–13 hours
    Excretion76% Kidney
    Identifiers
    • (R)-5-(2-{[2-(2-Ethoxyphenoxy)ethyl]amino}propyl)-2-methoxybenzene-1-sulfonamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.109.780 Edit this at Wikidata
    Chemical and physical data
    FormulaC20H28N2O5S
    Molar mass408.51
    3D model (JSmol)
    • CCOc1ccccc1OCCN[C@@H](C)Cc1ccc(OC)c(c1)S(=O)(=O)N
    • InChI=1S/C20H28N2O5S/c1-4-26-17-7-5-6-8-18(17)27-12-11-22-15(2)13-16-9-10-19(25-3)20(14-16)28(21,23)24/h5-10,14-15,22H,4,11-13H2,1-3H3,(H2,21,23,24)/t15-/m1/s1 checkY
    • Key:DRHKJLXJIQTDTD-OAHLLOKOSA-N checkY
      (verify)

    ଟାମସୁଲୋସିନ (ଇଂରାଜୀ ଭାଷାରେ Tamsulosin, ଏକ ବିକ୍ରୟ ନାମ ଫ୍ଲୋମାକ୍ସ/ Flomax) ଏକ ଔଷଧ ଯାହା ଲକ୍ଷଣ‌ଯୁକ୍ତ ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia/ BPH), କ୍ରନିକ ପ୍ରୋସ୍ଟାଟାଇଟିସ (chronic prostatitis) ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ଓ ବୃକ୍‌କ ପଥର (kidney stones) ବାହାରିଯିବାରେ ସାହାଯ୍ୟ କରେ ।[][][] ବଡ଼ ଆକାରର ବୃକ୍‌କ ପଥର ହୋଇଥିଲେ ଅଧିକ ଉପକାର ମିଳେ ।[] ଏହି ଔଷଧକୁ ପାଟିରେ ଦିଆଯାଏ ।[]

    ଟାମସୁଲୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ନିଦ୍ରାଳୁ ଭାବ, ଅଇ, ଝାପସା ଦୃଷ୍ଟି, ଓ ଯୌନ ସମସ୍ୟା ହୋଇପାରେ । [][] ଠିଆ ହେଲେ ମୁଣ୍ଡ ହାଲୁକା ଲାଗେ (feeling lightheaded with standing) ଓ ଆଞ୍ଜିଓଇଡିମା (angioedema) ମଧ୍ୟ ହୋଇପାରେ ।[] ଟାମସୁଲୋସିନ ଏକ ଆଲଫା ବ୍ଲକର (alpha blocker) ଓ ଏହା ପ୍ରୋସ୍ଟେଟର ମାଂସପେଶୀକୁ ଶିଥିଳ କରିଦିଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଏକ ଆଲଫା-୧ ଆଡ୍ରେନର୍ଜିକ ରିସେପ୍ଟର (α1 adrenergic receptor) ବ୍ଲକର । []

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟାମସୁଲୋସିନ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଟାମସୁଲୋସିନର ଏକ ଡୋଜର ହୋଲସେଲ ମୂଲ୍ୟ ୦.୧୦ ଡଲାରରୁ କମ୍ ।[] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ ଆଇଏନଏଚ (NHS) ଏହାର ମୂଲ୍ୟ ବାବଦକୁ ୦.୦୪ ପାଉଣ୍ଡ ଖର୍ଚ୍ଚ କରେ । [] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ୨୨ ନିୟୁତ ପ୍ରେସକ୍ରିପସନ ହୋଇ ୩୨ତମ ସର୍ବାଧିକ ପ୍ରେସକ୍ରିପସନ ମାନ୍ୟତା ପାଇଥିଲା । []

    1. "Tamsulosin". Merriam-Webster Dictionary.
    2. 1 2 3 4 5 "Tamsulosin Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
    3. "Prostatitis". NHS (in ଇଂରାଜୀ). 19 October 2017. Retrieved 24 December 2018.
    4. 1 2 Wang, RC; Smith-Bindman, R; Whitaker, E; Neilson, J; Allen, IE; Stoller, ML; Fahimi, J (7 September 2016). "Effect of Tamsulosin on Stone Passage for Ureteral Stones: A Systematic Review and Meta-analysis". Annals of Emergency Medicine. 69 (3): 353–361.e3. doi:10.1016/j.annemergmed.2016.06.044. PMID 27616037.
    5. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. p. 767. ISBN 9780857113382.
    6. Hutchison, Lisa C.; Sleeper, Rebecca B. (2010). Fundamentals of Geriatric Pharmacotherapy: An Evidence-Based Approach (in ଇଂରାଜୀ). ASHP. p. 209. ISBN 9781585283057.
    7. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    8. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]