Jump to content

ଡାରୁନାଭିର

ଉଇକିପିଡ଼ିଆ‌ରୁ
(Darunavirରୁ ଲେଉଟି ଆସିଛି)
ଡାରୁନାଭିର
Clinical data
Trade namesPrezista, Prezcobix, others[]
SynonymsTMC114
AHFS/Drugs.commonograph
MedlinePlusa607042
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    by mouth
    ATC code
    Legal status
    Legal status
    Pharmacokinetic data
    Bioavailability37% (without ritonavir), 82% (with ritonavir)
    Protein binding95%
    Metabolismhepatic (CYP3A4)
    Elimination half-life15 hours
    ExcretionFaeces (80%), urine (14%)
    Identifiers
    • [(1R,5S,6R)-2,8-dioxabicyclo[3.3.0]oct-6-yl] N-[(2S,3R)-4- [(4-aminophenyl)sulfonyl- (2-methylpropyl)amino]-3-hydroxy-1-phenyl- butan-2-yl] carbamate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.111.730 Edit this at Wikidata
    Chemical and physical data
    FormulaC27H37N3O7S
    Molar mass547.665 g/mol
    3D model (JSmol)
    • O=S(=O)(c1ccc(N)cc1)N(CC(C)C)C[C@@H](O)[C@@H](NC(=O)O[C@H]2CO[C@H]3OCC[C@@H]23)Cc4ccccc4
    • InChI=1S/C27H37N3O7S/c1-18(2)15-30(38(33,34)21-10-8-20(28)9-11-21)16-24(31)23(14-19-6-4-3-5-7-19)29-27(32)37-25-17-36-26-22(25)12-13-35-26/h3-11,18,22-26,31H,12-17,28H2,1-2H3,(H,29,32)/t22-,23-,24+,25-,26+/m0/s1 checkY
    • Key:CJBJHOAVZSMMDJ-HEXNFIEUSA-N checkY
     ☒NcheckY (what is this?)  (verify)

    ଡାରୁନାଭିର (ଇଂରାଜୀ ଭାଷାରେ Darunavir ବା DRV, ବିକ୍ରୟ ନାମ ପ୍ରେଜିସ୍ଟା, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ଏହା ଦିଆଯାଏ । ଡାରୁନାଭିର ସ୍ତର ବୃଦ୍ଧି କରିବା ନମନ୍ତେ ଅଳ୍ପ ମାତ୍ରାର ରିଟୋନାଭିର ବା କୋବିସିସ୍ଟାଟ (cobicistat) ଦିଆଯାଏ । ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ସଂଭାବ୍ୟ ସଂସ୍ପର୍ଶ ନିମନ୍ତେ ଏହା ଦିଆଯାଇପାରେ । ଦିନ‌କୁ ଦୁଇ ଥର ପାଟିରେ ଏହି ଔଷଧ ଦିଆଯାଏ । []

    ଏହାର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ (nausea), ପେଟ ଯନ୍ତ୍ରଣା (abdominal pain), ମୁଣ୍ଡବଥା ଓ ରାସ (rash) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି, ଯକୃତ ସମସ୍ୟା (liver problems) ଓ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis) ଆଦି ଲକ୍ଷଣ ଦେଖାଯାଏ [] ଉପ‌ଯୁକ୍ତ ଅନୁଧ୍ୟାନ କରାଯାଇନଥିଲେ ମଧ୍ୟ ଏହା ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଏ ।[]ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଏକ ଔଷଧ ଯାହା ଏଚଆଇଭି ପ୍ରୋଟିଏଜକୁ (HIV protease) ଅବରୋଧ କରି କାମ କରେ ।[]

    ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୫ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ।[] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୬୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ୨୦୦ଆମେରିକୀୟ ଡଲାର ।[]

    1. 1 2 3 4 5 "Darunavir". The American Society of Health-System Pharmacists. Retrieved 28 November 2016.
    2. "Darunavir (Prezista) Use During Pregnancy". www.drugs.com. Retrieved 4 December 2016.
    3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    4. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 69. ISBN 9781284057560.
    5. "Darunavir". International Drug Price Indicator Guide. Retrieved 28 November 2016.[permanent dead link]