ମେଥୋକ୍ସିଫ୍ଲୁରେନ

ଉଇକିପିଡ଼ିଆ‌ରୁ
ମେଥୋକ୍ସିଫ୍ଲୁରେନ
Clinical data
Trade namesPenthrane, Metofane, Penthrox, others
Synonyms2,2-dichloro-1,1-difluoroethyl methyl ether
Pregnancy
category
  • AU: C
  • US: C (Risk not ruled out)
Routes of
administration
Inhaled
Drug classVolatile anesthetic
ATC code
Legal status
Legal status
  • AU: S4 (Prescription only)
Pharmacokinetic data
Metabolism70%
Onset of actionRapid[୧]
Duration of actionSeveral minutes[୧]
Identifiers
  • 2,2-dichloro-1,1-difluoro-1-methoxyethane
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.870 Edit this at Wikidata
Chemical and physical data
FormulaC3H4Cl2F2O
Molar mass164.966 g/mol
3D model (JSmol)
  • ClC(Cl)C(F)(F)OC
  • InChI=1S/C3H4Cl2F2O/c1-8-3(6,7)2(4)5/h2H,1H3 checkY
  • Key:RFKMCNOHBTXSMU-UHFFFAOYSA-N checkY
 ☒NcheckY (what is this?)  (verify)

ମେଥୋକ୍ସିଫ୍ଲୁରେନ (ଇଂରାଜୀ ଭାଷାରେ Methoxyflurane, ଏକ ବ୍ୟବସାୟୀକ ନାମ ପେନଥ୍ରକ୍ସ/ Penthrox) ଏକ ପ୍ରଶ୍ୱାସବାହୀ ଔଷଧ ଯାହା ଆଘାତର ଯନ୍ତ୍ରଣା ଲାଘବ କରେ ।[୨][୩] ଚିକିତ୍ସା ଜନିତ ସ୍ୱଳ୍ପକାଳୀନ ଯନ୍ତ୍ରଣାରେ ମଧ୍ୟ ଏହା ଦିଆଯାଇପାରେ ।[୧] ଯନ୍ତ୍ରଣା ଲାଘବ ଦୃତ ଗତିରେ ଆରମ୍ଭ ହୋଇ ଅଳ୍ପ ସମୟ ପର୍ଯ୍ୟନ୍ତ ରହେ ।[୧] ସାଧାରଣତଃ ଡାକ୍ତରୀ ବର୍ଯ୍ୟବେକ୍ଷଣରେ ଏହି ଔଷଧ ଦିଆଯାଏ ।[୨]

ମେଥୋକ୍ସିଫ୍ଲୁରେନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଉଦ୍‌ବେଗ, ନିଦ୍ରାବେଶ (sleepiness), କାଶ (cough) ଓ ଅଇ ଆସିପାରେ । anxiety [୨] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା (kidney problems), ଯକୃତ ସମସ୍ୟା (liver problems), ସ୍ୱଳ୍ପ ରକ୍ତଚାପ (low blood pressure) ଓ ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia) ହୋଇପାରେ ।[୨][୧] ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୨] ରୋଗୀର ସାଧାରଣ ଚେତନା (level of consciousness) ଥିଲେ, ରକ୍ତଚାପ ଓ ହୃତ୍‌ପିଣ୍ଡ ଗତିହାର ସ୍ଥିର ଥିଲେ ଏହି ଔଷଧ ଦିଆଯାଇପାରେ ।[୧] ଏହାକୁ ଭୋଲାଟାଇଲ ନିଶ୍ଚେତକ (volatile anaesthetic) ଶ୍ରେଣୀରେ ରଖାଯାଏ ।[୧]

ସନ ୧୯୪୮ରେ ଏହା ପ୍ରଥମେ ଉଇଲିଅମଟି ମିଲରଙ୍କଦ୍ୱାରା ପ୍ରସ୍ତୁତ (made) ହେବାପରେ ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ୧୯୬୦ରୁ ପ୍ରଥମେ ଏହା ପରିଚିତ ହୋଇ ସନ ୧୯୭୦ ଦଶକର ଶେଷ ପର୍ଯ୍ୟନ୍ତ ଶାରୀରିକ ନିଶ୍ଚେତକ (general anesthetic) ଭାବରେ ବ୍ୟବ‌ହୃତ ହୋଇଥିଲା ।[୫] ସନ ୧୯୯୦ରେ ଯୁକ୍ତରାଷ୍ଟ୍ର ଆମେରିକାର ଏହାର ପ୍ରସ୍ତୁତିକୁ ନିର୍ମାତା ବନ୍ଦ କଲେ ଓ ସନ ୨୦୦୫ରେ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନ (Food and Drug Administration) ଏହାକୁ ମାର୍କେଟରୁ ବାହାର କରିଦେଲେ । [୫] ଯନ୍ତ୍ରଣା ଲାଘବ ନିମନ୍ତେ ଏହ ତ‌ଥାପି ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ ଓ ସଂଯୁକ୍ତ ରାଷ୍ଟ୍ରରେ ବ୍ୟବ‌ହୃତ ହେଉଛି । [୧][୬][୨][୭] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୧୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ National Prescribing Service (2010). "Methoxyflurane (Penthrox) for analgesia (doctor's bag listing)". NPS RADAR. Canberra, Australia: National Prescribing Service, Department of Health and Ageing. Archived from the original on 2011-07-27. Retrieved 2011-06-12.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ British national formulary : BNF 76 (76 ed.). Pharmaceutical Press. 2018. pp. X. ISBN 9780857113382.
  3. Jephcott, C; Grummet, J; Nguyen, N; Spruyt, O (May 2018). "A review of the safety and efficacy of inhaled methoxyflurane as an analgesic for outpatient procedures". British Journal of Anaesthesia. 120 (5): 1040–1048. doi:10.1016/j.bja.2018.01.011. PMID 29661381.
  4. Hardman, Jonathan G.; Hopkins, Philip M.; Struys, Michel M. R. F. (2017). Oxford Textbook of Anaesthesia (in ଇଂରାଜୀ). Oxford University Press. p. 553. ISBN 9780199642045.
  5. ୫.୦ ୫.୧ Mazze Richard I (2006). "Methoxyflurane Revisited: Tale of an Anesthetic from Cradle to Grave". Anesthesiology. 105 (4): 843–846. doi:10.1097/00000542-200610000-00031. PMID 17006084.
  6. PHECC Clinical Practice Guidelines (6 ed.). Pre-Hospital Emergency Care Council. March 2017. p. 100. ISBN 978-0-9929363-6-5. Retrieved 7 January 2019.
  7. Porter, KM; Siddiqui, MK; Sharma, I; Dickerson, S; Eberhardt, A (2018). "Management of trauma pain in the emergency setting: low-dose methoxyflurane or nitrous oxide? A systematic review and indirect treatment comparison". Journal of pain research. 11: 11–21. doi:10.2147/JPR.S150600. PMID 29302193.{{cite journal}}: CS1 maint: unflagged free DOI (link)

ବାହ୍ୟ ଲିଙ୍କ[ସମ୍ପାଦନା]