Jump to content

ଭାଲଗାନସାଇକ୍ଲୋଭିର

ଉଇକିପିଡ଼ିଆ‌ରୁ
ଭାଲଗାନସାଇକ୍ଲୋଭିର
Clinical data
Trade namesValcyte
AHFS/Drugs.commonograph
MedlinePlusa605021
Pregnancy
category
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability60%
    Protein binding1–2%
    MetabolismHydrolysed to ganciclovir
    Elimination half-life4 hours
    ExcretionKidney
    Identifiers
    • 2-[(2-amino-6-oxo-6,9-dihydro-3H-purin-9-yl)methoxy]-3-hydroxypropyl-(2S)-2-amino-3-methylbutanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    ChEMBL
    NIAID ChemDB
    Chemical and physical data
    FormulaC14H22N6O5
    Molar mass354.362 g/mol
    3D model (JSmol)
    • O=C(OCC(OCn1c2N\C(=N/C(=O)c2nc1)N)CO)[C@@H](N)C(C)C
    • InChI=1S/C14H22N6O5/c1-7(2)9(15)13(23)24-4-8(3-21)25-6-20-5-17-10-11(20)18-14(16)19-12(10)22/h5,7-9,21H,3-4,6,15H2,1-2H3,(H3,16,18,19,22)/t8?,9-/m0/s1 checkY
    • Key:WPVFJKSGQUFQAP-GKAPJAKFSA-N checkY
     ☒NcheckY (what is this?)  (verify)

    ଭାଲଗାନସାକ୍ଲୋଭିର (ଇଂରାଜୀ ଭାଷାରେ Valganciclovir), ବିକ୍ରୟ ବ୍ରାଣ୍ଡନାମ ଭାଲସାଇଟ, ଗୋଟିଏ ଭୁତାଣୁବିରୋଧୀ ଔଷଧ (antiviral medication) ଯାହା ଏଚଆଇଭି/ଏଡସ ରୋଗୀଙ୍କର ବା ଅଙ୍ଗ ପ୍ରତିରୋପଣ ପରେ ହେଉଥିବା ସାଇଟୋମେଗାଲୋଭୁତାଣୁ ସଂକ୍ରମଣର (cytomegalovirus (CMV) infection) ଚିକିତ୍ସା ନିମନ୍ତେ ଦିଆଯାଏ । ଏହି ଔଷଧ ରୋଗକୁ ଆରୋଗ୍ୟ ନ କରି କେବଳ ଦବେଇ ରଖୁଥିବାରୁ ଦୀର୍ଘକାଳୀନ ଭିତ୍ତିରେ ରୋଗୀକୁ ଦିଆଯାଏ । ଭାଲଗାନସାକ୍ଲୋଭିର ପାଟିରେ ଦିଆଯାଏ । []

    ସାଧାରଣ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା (abdominal pain), ମୁଣ୍ଡବଥା, ଶୋଇବା ସମସ୍ୟା, ଅଇ, ଜ୍ୱରଅଳ୍ପ ସଂଖ୍ୟକ ରକ୍ତ ଜୀବକୋଷ (low blood cell counts) ଇତ୍ୟାଦି ଦେଖାଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ବାଞ୍ଝଦୋଷ (infertility) ଓ ବୃକ୍‌କ ସମସ୍ୟା (kidney problems) ଦେଖାଯାଏ । ଗର୍ଭ ଥିବା ପଶୁଙ୍କୁ ଏହି ଔଷଧ ଦେଲେ ଜନ୍ମ ତୃଟି ହୁଏ । ଭାଲଗାନସାଇକ୍ଲୋଭିର, ଏକ ଛୋଟ ଏଲ ଭାଲିନ ଯୁକ୍ତ ଇଷ୍ଟର (valyl ester) ଯୁକ୍ତ ଗାନସାଇକ୍ଲୋଭିର (ganciclovir) ଯାହା ଅନ୍ତନଳୀ (intestine) ଓ ଯକୃତରେ ଭାଙ୍ଗିଯାଇ ଗାନସାଇକ୍ଲୋଭିର ହୋଇଯାଏ ଓ କାର୍ଯ୍ୟକ୍ଷମ ହୁଏ ।[]

    ସନ ୨୦୦୧ରେ ଭାଲଗାନସାଇକ୍ଲୋଭିର ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ସନ ୨୦୧୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ।[][] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଦୈନିକ ଖର୍ଚ୍ଚ ୩୦.୧୬ରୁ ୫୨.୧୪ ଆମେରିକୀୟ ଡଲାର । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୫୮.୫୪ ଆମେରିକୀୟ ଡଲାର ।[]

    1. 1 2 3 "Valganciclovir Hydrochloride". The American Society of Health-System Pharmacists. Retrieved 28 November 2016.
    2. Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 1437727026.
    3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 56. ISBN 9781284057560.
    5. "Valganciclovir". International Drug Price Indicator Guide. Retrieved 29 November 2016.[permanent dead link]
    6. "NADAC". Medicaid.gov. Archived from the original on 2016-11-30. Retrieved 29 November 2016.