Jump to content

ଆଟେନୋଲୋଲ

ଉଇକିପିଡ଼ିଆ‌ରୁ
(Atenololରୁ ଲେଉଟି ଆସିଛି)
ଆଟେନୋଲୋଲ
Clinical data
Trade namesTenormin, others
AHFS/Drugs.commonograph
MedlinePlusa684031
data
Pregnancy
category
  • AU: C
  • US: D (Evidence of risk)
    Routes of
    administration
    By mouth, IV
    Drug classSelective β1 receptor antagonist
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability40–50%
    Protein binding6–16%
    MetabolismLiver <10%
    Elimination half-life6–7 hours
    ExcretionKidney
    Identifiers
    • (RS)-2-{4-[2-Hydroxy-3-(propan-2-ylamino)propoxy]phenyl}acetamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.044.941 Edit this at Wikidata
    Chemical and physical data
    FormulaC14H22N2O3
    Molar mass266.336 g/mol
    3D model (JSmol)
    ChiralityRacemic mixture
    • O=C(N)Cc1ccc(cc1)OCC(O)CNC(C)C
    • InChI=1S/C14H22N2O3/c1-10(2)16-8-12(17)9-19-13-5-3-11(4-6-13)7-14(15)18/h3-6,10,12,16-17H,7-9H2,1-2H3,(H2,15,18) checkY
    • Key:METKIMKYRPQLGS-UHFFFAOYSA-N checkY
      (verify)

    ଆଟେନୋଲୋଲ (ଇଂରାଜୀ ଭାଷାରେ Atenolol) ଏକ ପ୍ରକାର ବିଟା ବ୍ଲକର (beta blocker) ଔଷଧ ଯାହା ପ୍ରାଥମିକ ଭାବରେ ଉଚ୍ଚ ରକ୍ତଚାପଆଞ୍ଜିନା (angina) ରୋଗମାନଙ୍କ ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏହା ବ୍ୟତୀତ ଅଧକପାଳି ପ୍ରତିଷେଧ ଓ କେତେକ ଆରିଦମିଆ (irregular heart beat) ବା ଅନିୟମିତ ହୃତ୍‌ସ୍ପନ୍ଦନ ରୋଗ ନିମନ୍ତେ ଦିଆଯାଇପାରେ । [][] ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[][] ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medication) ସାଥିରେ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ।[]

    ଆଟେନୋଲୋଲ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ହୃଦ୍‌ପାତ, ମୁଣ୍ଡ ଓଜନିଆ, ଅବସାଦ ଓ ଅଣନିଶ୍ୱାସୀ (shortness of breath) ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । [] ସ୍ତନ୍ୟପାନ (breastfeeding) କରେଇବା ସମୟରେ ମଧ୍ୟ ଏହା ନ‌ଦେଇ ଅନ୍ୟ ଔଷଧ ଦେବାକୁ ପସନ୍ଦ କରାଯାଏ ।[] ହୃତ୍‌ପିଣ୍ଡରେ ଏହା ବିଟା୧-ଆଡ୍ରେନର୍ଜିକ ରିସେପ୍ଟରକୁ (β1-adrenergic receptor) ଅବରୋଧ କରି ହୃଦ୍‌ଗତି ହାର ଓ ଚାପ କମେଇଦିଏ ।[]

    ସନ ୧୯୬୯ରେ ଆଟେନୋଲୋଲ ପେଟେଣ୍ଟ ହୋଇ ସନ ୧୯୭୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ (generic medication ନାମରେ ମିଳେ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ମାସର ହୋଲସେଲ ଖର୍ଚ୍ଚ ୧୫ ଡଲାରରୁ କମ୍ ଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ମୂଲ୍ୟ ୫ ପାଉଣ୍ଡରୁ କମ୍ ଥିଲା ।[] ସନ ୨୦୧୬ରେ ପ୍ରାୟ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୦ତମ ସର୍ବାଧିକ ମାନ୍ୟତା ପାଇଥିଲା । []

    1. 1 2 3 4 5 6 7 8 "Atenolol Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
    2. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. pp. 151–153. ISBN 9780857113382.
    3. "Atenolol use while Breastfeeding". Drugs.com (in ଇଂରାଜୀ). Retrieved 23 December 2018.
    4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495.
    5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    6. "The Top 300 of 2019". clincalc.com. Retrieved 22 December 2018.