Jump to content

ରିଟୋନାଭିର

ଉଇକିପିଡ଼ିଆ‌ରୁ
(Ritonavirରୁ ଲେଉଟି ଆସିଛି)
ରିଟୋନାଭିର
Clinical data
Trade namesNorvir
AHFS/Drugs.commonograph
MedlinePlusa696029
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    oral
    ATC code
    Legal status
    Legal status
    Pharmacokinetic data
    Protein binding98-99%
    MetabolismHepatic
    Elimination half-life3-5 hours
    Excretionmostly fecal
    Identifiers
    • 1,3-thiazol-5-ylmethyl N-[(2S,3S,5S)-3-hydroxy-5-[(2S)-3-methyl-2-{[methyl({[2-(propan-2-yl)-1,3-thiazol-4-yl]methyl})carbamoyl]amino}butanamido]-1,6-diphenylhexan-2-yl]carbamate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.125.710 Edit this at Wikidata
    Chemical and physical data
    FormulaC37H48N6O5S2
    Molar mass720.946 g/mol
    3D model (JSmol)
    • CC(C)c4nc(CN(C)C(=O)N[C@@H](C(C)C)C(=O)N[C@@H](Cc1ccccc1)C[C@H](O)[C@H](Cc2ccccc2)NC(=O)OCc3cncs3)cs4
    • InChI=1S/C37H48N6O5S2/c1-24(2)33(42-36(46)43(5)20-29-22-49-35(40-29)25(3)4)34(45)39-28(16-26-12-8-6-9-13-26)18-32(44)31(17-27-14-10-7-11-15-27)41-37(47)48-21-30-19-38-23-50-30/h6-15,19,22-25,28,31-33,44H,16-18,20-21H2,1-5H3,(H,39,45)(H,41,47)(H,42,46)/t28-,31-,32-,33-/m0/s1 checkY
    • Key:NCDNCNXCDXHOMX-XGKFQTDJSA-N checkY
     ☒NcheckY (what is this?)  (verify)

    ରିଟୋନାଭିର, ବିକ୍ରୟ ନାମ ନର୍‌ଭିର, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ କେତେକ ଔଷଧ ସ‌ହିତ ମିଶେଇ ଏଚଆଇଭି/ଏଡସ ରୋଗରେ ଦିଆଯାଏ ।[] ଏହି ମିଶ୍ରିତ ଚିକିତ୍ସାକୁ ହାଇ ଆକ୍ଟିଭ ଆଣ୍ଟିରେଟ୍ରୋଭାଇରାଲ ଥେରାପି (ଏଚଏଏଆରଟି) ନାମରେ ଜଣାଶୁଣା । ଅଧିକାଂଶ ସମୟରେ ଏହା ସ୍ୱଳ୍ପ ଡୋଜ ସ‌ହିତ ଅନ୍ୟ ପ୍ରୋଟିଏଜ ଇନହିବିଟର ଔଷଧ ମିଶେଇ ଦିଆଯାଏ । ଏହା ପାଟିରେ ଦିଆଯାଏ । []

    ଅଇ, ବାନ୍ତି, କ୍ଷୁଧାହାନୀ, ତରଳ ଝାଡ଼ା ଓ ହାତ ତ‌ଥା ପାଦ କାଲୁଆ ହେବା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ଆଲର୍ଜିଆରିଦମିଆ ଇତ୍ୟାଦି ଉଲ୍ଲେଖ‌ଯୋଗ୍ୟ । ଅନ୍ୟ କେତେକ ଔଷଧ ଯେପରିକି ଆମୋଓଡାରୋନସିମ‌ଭାସ୍ଟାଟିନ ସାଥିରେ ଦେଲେ ଏହାର ସାଙ୍ଘାତିକ ପ୍ରତିକ୍ରିୟା ହୁଏ ।[] ଗର୍ଭାବସ୍ଥାରେ ଅଳ୍ପ ଡିଜ ଦେଲେ ଏହା ନିରାପଦ ହୁଏ ।[] ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଔଷଧ ।[] କେତେକ ଅନ୍ୟ ପ୍ରୋଟିଏଜ ଇନହିବିଟର ମେଟାବୋଲାଇଜ କରୁଥିବା ଏନ‌ଜାଇମକୁ ଅବରୋଧ କରିବାକୁ ଏହା ଅନେକ ସମୟରେ ଦିଆଯାଏ । ତେଣୁ ଉକ୍ତ ଔଷଧ ସ୍ତର ଏହାଦ୍ୱାରା ବଢ଼ିଯାଏ ।[]

    ରିଟୋନାଭିର ସନ ୧୯୯୬ରେ ପ୍ରଥମେ ବ୍ୟବ‌ହାର କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] କ୍ୟାପସୁଲ ଓ ବଟିକାର କାର୍ଯ୍ୟକ୍ଷମତା ସମାନ ନୁହେଁ ।[] ପୃଥିବୀରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୦୭ରୁ ୨.୨୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଦୈନିକ ପ୍ରାୟ ୯.୨୦ରୁ ୫୫ ଡଲାର ।[]

    1. 1 2 3 4 5 6 "Ritonavir". The American Society of Health-System Pharmacists. Retrieved Oct 23, 2015.
    2. "Ritonavir Pregnancy and Breastfeeding Warnings". drugs.com. Retrieved 23 October 2015.
    3. British National Formulary 69 (69 ed.). Pharmaceutical Pr. March 31, 2015. p. 426. ISBN 9780857111562.
    4. Hacker, Miles (2009). Pharmacology principles and practice. Amsterdam: Academic Press/Elsevier. p. 550. ISBN 9780080919225.
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. "Ritonavir". International Drug Price Indicator Guide. Archived from the original on 10 May 2017. Retrieved 23 October 2015.