Jump to content

ଏର୍ଗୋକ୍ୟାଲସିଫେରଲ

ଉଇକିପିଡ଼ିଆ‌ରୁ
ଏର୍ଗୋକ୍ୟାଲସିଫେରଲ
Skeletal formula of ergocalciferol
Ball-and-stick model of the ergocalciferol molecule
Clinical data
Trade namesDrisdol, Calcidol, others
Synonymsviosterol
AHFS/Drugs.commonograph
Pregnancy
category
  • US: A (No risk in human studies) and C
    ATC code
    Legal status
    Legal status
    Identifiers
    • (3β,5Z,7E,22E)-9,10-secoergosta-5,7,10(19),22-tetraen-3-ol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.014 Edit this at Wikidata
    Chemical and physical data
    FormulaC28H44O
    Molar mass396.65 g/mol
    3D model (JSmol)
    Melting point114 to 118 °C (237 to 244 °F)
    • O[C@@H]1CC(\C(=C)CC1)=C\C=C2/CCC[C@]3([C@H]2CC[C@@H]3[C@@H](/C=C/[C@H](C)C(C)C)C)C
    • InChI=1S/C28H44O/c1-19(2)20(3)9-10-22(5)26-15-16-27-23(8-7-17-28(26,27)6)12-13-24-18-25(29)14-11-21(24)4/h9-10,12-13,19-20,22,25-27,29H,4,7-8,11,14-18H2,1-3,5-6H3/b10-9+,23-12+,24-13-/t20-,22+,25-,26+,27-,28+/m0/s1
       checkY
    • Key:MECHNRXZTMCUDQ-RKHKHRCZSA-N

    ଏର୍ଗୋକ୍ୟାଲସିଫେରଲ, ଅନ୍ୟାନ୍ୟ ନାମ ଭିଟାମିନ ଡିକ୍ୟାଲସିଫେରଲ (ଇଂରାଜୀ ଭାଷାରେ Ergocalciferol, ) also known as vitamin D2 and calciferol,) ଏକ ପ୍ରକାର ଜୀବସାର ଘ ବା ଭିଟାମିନ ଡି (vitamin D) ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ମଧ୍ୟ ଦିଆଯାଇଥାଏ ।[] ଭିଟାମିନ ଡି ଅଭାବର (vitamin D deficiency) ପ୍ରତିଷେଧ ଓ ଚିକିତ୍ସାରେ ଏହା ଏକ ଖାଦ୍ୟ ଅନୁପୂରକ ଭାବରେ ଦିଆଯାଏ ।[] ଅନ୍ତନଳୀରେ ଖାଦ୍ୟ ଅବଶୋଷଣ ଅଭାବ (poor absorption by the intestines) ବା ଯକୃତ ରୋଗ (liver disease) ଥିଲେ ଏହି ଭିଟାମିନ ଅଭାବ ହୋଇପାରେ ।[] ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହାଇପୋକ୍ୟାଲସେମିଆ (low blood calcium) ହୋଇଥିଲେ ମଧ୍ୟ ଏହା ଦିଆଯାଇପାରେ ।[] ଏହା ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[][]

    ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ଗ୍ରହଣ କଲେ ଅଧିକ ପରିସ୍ରା ତିଆରି ହୁଏ, ଉଚ୍ଚ ରକ୍ତଚାପ, ବୃକ୍‌କ ପଥର (kidney stones), ବୃକ୍‌କ ଫେଲ (kidney failure), ଦୁର୍ବଳତା ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ ।[] ଅନେକ ଦିନ ଧରି ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ନେଲେ ତନ୍ତୁ କ୍ୟାଲସିଫିକେସନ (tissue calcification) ହୋଇଯାଏ । [] ତେଣୁ ଅଧିକ ମାତ୍ରା ନେଉଥିଲେ ନିୟମିତ ରକ୍ତ କ୍ୟାଲସିଅମ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[] ଗର୍ଭାବସ୍ଥାରେ ସାଧାରଣ ଡୋଜ ଦେଲେ ବିପଦ ନ ଥାଏ ।[] ଅନ୍ତନଳୀ ଓ ବୃକ୍‌କଦ୍ୱାରା ଅବଶୋଷିତ ହେଉଥିବା କ୍ୟାଲସିଅମ (calcium) ପରିମାଣ ଏହା ବୃଦ୍ଧି କରେ ।[] କେତେକ ଛତୁରେ ଏହା ଥିବା ଦେଖାଯାଏ ।[]

    ସନ ୧୯୩୬ରେ ପ୍ରଥମେ ଏର୍ଗୋକ୍ୟାଲସିଫେରଲ ବିଷୟ ବର୍ଣ୍ଣନା କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ନୁହେଁ ।[] ଇଂଲଣ୍ଡରେ ଏକ ଡୋଜର ମୁଲ୍ୟ ୧୦ ପାଉଣ୍ଡରୁ କମ୍‌ରେ ମିଳେ ।[] ଅନେକ ଦେଶରେ କେତେକ ଖାଦ୍ୟ ଯେପରିକି ବ୍ରେକଫାସ୍ଟ ସେରିଆଲ ଓ ମାର୍ଗାରିନରେ ଏର୍ଗୋକ୍ୟାଲସିଫେରଲ ଯୋଗ କରାଯାଇଥାଏ ।[][୧୦]

    1. Coulston, Ann M.; Boushey, Carol; Ferruzzi, Mario (2013). Nutrition in the Prevention and Treatment of Disease (in ଇଂରାଜୀ). Academic Press. p. 818. ISBN 9780123918840.
    2. 1 2 3 4 British national formulary : BNF 69 (69 ed.). British Medical Association. 2015. pp. 703–704. ISBN 9780857111562.
    3. 1 2 3 4 WHO Model Formulary 2008 (PDF). World Health Organization. 2009. p. 498. ISBN 9789241547659. Retrieved 8 December 2016.
    4. 1 2 3 "Ergocalciferol". The American Society of Health-System Pharmacists. Retrieved 8 December 2016.
    5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 227. ISBN 9781284057560.
    6. "Office of Dietary Supplements - Vitamin D". ods.od.nih.gov. 11 February 2016. Retrieved 30 December 2016.
    7. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 451. ISBN 9783527607495.
    8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    9. Feral, Priscilla; Hall, Lee; Animals, Friends of (2005). Dining with Friends: The Art of North American Vegan Cuisine (in ଇଂରାଜୀ). Friends of Animals/Nectar Bat Press. p. 160. ISBN 9780976915904.
    10. Bennett, Beverly; Sammartano, Ray (2012). The Complete Idiot's Guide to Vegan Living, Second Edition (in ଇଂରାଜୀ). Penguin. p. Chapter 15. ISBN 9781615642793.