ଏରିଥ୍ରୋମାଇସିନ

ଉଇକିପିଡ଼ିଆ‌ରୁ
ଏରିଥ୍ରୋମାଇସିନ
Erythromycin A.svg
Erythromycin 3d structure.png
Clinical data
Trade namesEryc, Erythrocin, others[୨]
AHFS/Drugs.commonograph
MedlinePlusa682381
Pregnancy
category
Routes of
administration
oral, iv, im, topical, eye drops
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityDepends on the ester type between 30% - 65%
Protein binding90%
Metabolismliver (under 5% excreted unchanged)
Elimination half-life1.5 hours
Excretionbile
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.003.673 Edit this at Wikidata
Chemical and physical data
FormulaC37H67NO13
Molar mass୭୩୩.୯୪ g·mol−1
3D model (JSmol)
  (verify)

ଏରିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୨] ଶ୍ୱାସନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ, କ୍ଲାମିଡିଆ ସଂକ୍ରମଣସିଫିଲିସ ଆଦି ରୋଗ ଚିକିତ୍ସା ନିମନ୍ତେ ଏରିଥ୍ରୋମାଇସିନ ଦିଆଯାଏ । ଗର୍ଭାବସ୍ଥାରେ ଏହା ଭବିଷ୍ୟତ ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ।[୨] ପାକସ୍ଥଳୀରୁ ଖାଦ୍ୟ ନିଷ୍କାସନ ବିଳମ୍ବ ହେଉଥିଲେ ଏରିଥ୍ରୋମାଇସିନ ଦିଆଯାଏ । [୩] ଏହା ଶୀରାରେ ଓ ପାଟିବାଟେ ଦିଆଯାଏ । [୨] ନବଜାତ ଶିଶୁର ଆଖି ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଏରିଥ୍ରୋମାଇସିନ ଥିବା ଏକ ଆଖି-ମଲମ ରୁଟିନ ହିସାବରେ ଦେବାକୁ ସୁପାରିସ କରାଯାଏ । [୪]

ଏରିଥ୍ରୋମାଇସିନ ଔଷଧର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ: ପେଟ କ୍ରାମ୍ପ, ବାନ୍ତି ଓ ତରଳ ଝାଡ଼ା । ଗମ୍ଭୀର ପାର୍ଶ୍ୱା ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅନ ଡିଫିସିଲ କୋଲାଇଟିସ, ଯକୃତ ସମସ୍ୟା, ଲମ୍ବା କ୍ୟୁଟିଆଲର୍ଜି ଇତ୍ୟାଦି ପ୍ରଧାନ । ପେନିସିଲିନ ଆଲର୍ଜି ଥିବା ଲୋକଙ୍କନମନ୍ତେ ଏହା ବିପଦମୁକ୍ତ ।[୨] ଏରିଥ୍ରୋମାଇସିନ ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ମଧ୍ୟ ଏରିଥ୍ରୋମାଇସିନ ବିପଦମୁକ୍ତ ।[୧][୫] ମାକ୍ରୋଲାଇଡ଼ ପରିବାରର ସଦସ୍ୟ ଏରିଥ୍ରୋମାଇସିନ ଜୀବାଣୁର ପ୍ରୋଟିନ ତିଆରି କମେଇଦିଏ ।[୨]

ସାକାରୋପଲିସ୍ପୋରେ ଏରିଥ୍ରି ଜୀବାଣୁରୁ ଏରିଥ୍ରୋମାଇସିନ ସନ ୧୯୫୨ରେ ପ୍ରଥମେ ପୃଥକ କରାଯାଇଥିଲା ।[୨][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୫] ବଟିକା ପିଛା ହୋଲସେଲ ମୂଲ୍ୟ ୦.୦୩ରୁ ୦.୦୬ ଆମେରିକୀୟ ଡଲାର[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Prescribing medicines in pregnancy database". Australian Government. August 23, 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Erythromycin". The American Society of Health-System Pharmacists. Retrieved Aug 1, 2015.
  3. Camilleri M, Parkman HP, Shafi MA, Abell TL, Gerson L (Jan 2013). "Clinical guideline: management of gastroparesis". The American Journal of Gastroenterology. 108 (1): 18–37, quiz 38. doi:10.1038/ajg.2012.373. PMID 23147521.{{cite journal}}: CS1 maint: uses authors parameter (link)
  4. Matejcek A, Goldman RD (Nov 2013). "Treatment and prevention of ophthalmia neonatorum". Canadian Family Physician Médecin De Famille Canadien. 59 (11): 1187–90. PMID 24235191.{{cite journal}}: CS1 maint: uses authors parameter (link)
  5. ୫.୦ ୫.୧ Hamilton, Richard J. (2013). Tarascon pocket pharmacopoeia (2013 delux lab-coat ed., 14th ed. ed.). [Sudbury, Mass.]: Jones & Bartlett Learning. p. 72. ISBN 9781449673611. {{cite book}}: |edition= has extra text (help); Unknown parameter |name-list-format= ignored (|name-list-style= suggested) (help)
  6. Vedas, J. C. (2000). Biosynthesis : polyketides and vitamins. Berlin [u.a.]: Springer. p. 52. ISBN 9783540669692. {{cite book}}: Unknown parameter |name-list-format= ignored (|name-list-style= suggested) (help)
  7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  8. "Erythromycin". International Drug Price Indicator Guide. Retrieved 23 August 2015.