ମୋଡାଫିନିଲ

ଉଇକିପିଡ଼ିଆ ରୁ
Jump to navigation Jump to search
ମୋଡାଫିନିଲ
Modafinil.svg
Clinical data
Trade namesProvigil, Alertec, Modavigil, others
SynonymsCRL-40476; Diphenylmethylsulfinylacetamide
AHFS/Drugs.commonograph
MedlinePlusa602016
data
Pregnancy
category
Dependence
liability
Psychological: Very low[୧]
Physical: Negligible[୧]
Addiction
liability
Very low to low[୨]
Routes of
administration
By mouth (tablets)[୩]
ATC code
Legal status
Legal status
Pharmacokinetic data
BioavailabilityNot determined due to the aqueous insolubility
Protein binding62.3%
MetabolismHepatic (primarily via amide hydrolysis;[୪] CYP1A2, CYP2B6, CYP2C9, CYP2C19, CYP3A4, CYP3A5 involved [୫]
Elimination half-life15 hours (R-enantiomer),
4 hours (S-enantiomer)[୬]
ExcretionUrine (80%)
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.168.719 Edit this at Wikidata
Chemical and physical data
FormulaC15H15NO2S
Molar mass273.35 g/mol
3D model (JSmol)
  (verify)

ମୋଡାଫିନିଲ (ଇଂରାଜୀ ଭାଷାରେ Modafinil, ବ୍ରାଣ୍ଡ ନାମ ପ୍ରୋଭିଜିଲ/ Provigil) ଏକ ଔଷଧ ଯାହା ନାର୍କୋଲେପ୍ସି (narcolepsy) ଯୋଗୁ ହେଉଥିବା ନିଦ୍ରା, ସିଫ୍ଟୱର୍କ ସ୍ଲିପ ଡିଜ‌ଅର୍ଡ଼ର (shift work sleep disorder) ବା ଅବସ୍ଟ୍ରକଟିଭ ସ୍ଲିପ ଆପନିଆ (obstructive sleep apnea/ OSA) ଇତ୍ୟାଦି ରୋଗମାନଙ୍କରେ ଦିଆଯାଏ ।[୩][୭] ଓଏସଏ ରୋଗରେ କଣ୍ଟିନୁଅସ ପଜିଟିଭ ଏୟାରୱେ ପ୍ରେସର (continuous positive airway pressure) ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] କଗନିଟିଭ ଏନହାନ୍ସର ଭାବରେ ଅଫଲେବେଲ ବ୍ୟବ‌ହାରର (off-label use) ପ୍ରଭାବ ବିଷୟରେ ସନ୍ଦିହାନ ଅଛି ।[୮][୯] ଏହି ଔଷଧ ପାଟିରେ ଦିଆଯାଏ । [୩]

ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଉତ୍କଣ୍ଠା, ନିଦ୍ରା ସମସ୍ୟା ଓ ଅଇ ହୋଇପାରେ ।[୩] ସାଂଘାତିକ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ, ନିଶା ବା ହାଲୁସିନେସନ(hallucinations ହୋଇପାରେ ।[୩] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟରେ ମତୈକ୍ୟ ନାହିଁ ।[୩] ବୃକ୍‌କ ଓ ଯକୃତ ରୋଗ ଥିଲେ ସାବାଧାନତା ସ‌ହିତ ଔଷଧ ମାତ୍ରା ଦେବାକୁ ହୁଏ ।[୩] ଆରିଦମିଆ (arrhythmia), ଉଲ୍ଲେଖନୀୟ ଉଚ୍ଚ ରକ୍ତଚାପ, ଲେଫ୍ଟ ଭେଣ୍ଟ୍ରିକୁଲାର ହାଇପରଟ୍ରଫି (left ventricular hypertrophy) ଇତ୍ୟାଦି ରୋଗ ଥିଲେ ଦେବା ଉଚିତ ନୁହେଁ ।[୧୦] ଏହାର କାର୍ଯ୍ୟବିଧି ବିଷୟ ଅସ୍ପଷ୍ଟ ଅଛି । [୩] ମସ୍ତିଷ୍କରେ ଥିବା ନିଦ୍ରା ଚକ୍ରରେ (sleep cycle) ଏହାର କିଛି ପ୍ରଭାବ ରହୁଥିବା ବିଶ୍ୱାସ କରାଯାଏ ।[୩]

ସନ ୧୯୯୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ମୋଡାଫିନିଲ ସ୍ୱୀକୃତ ହୋଇଥିଲା ।[୭] ନିଶା ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ନିୟନ୍ତ୍ରିତ ପଦାର୍ଥ ଆକ୍ଟରେ (schedule IV controlled substance) ଏହା ଶ୍ରେଣୀଭୁକ୍ତ ହୋଇଛି ।[୩] ସଂଯୁକ୍ତ ରାଷ୍ଟ୍ରରେ ଏହା କେବଳ ପ୍ରେସକ୍ରିପସନରେ ମିଳେ ।[୧୦] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୧୦] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରର ଜାତୀୟ ସ୍ୱାସ୍ଥ୍ୟ ସେବାକୁ ଏହା ନିମନ୍ତେ ମାସକୁ ୧୦୫.୨୧ ପାଉଣ୍ଡ ଖର୍ଚ୍ଚ କରିବାକୁ ହୁଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହା ପିଛା ମାସିକ ପ୍ରାୟ ୩୪.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧୧]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Case reports:
     • Krishnan R, Chary KV (March 2015). "A rare case modafinil dependence". Journal of Pharmacology & Pharmacotherapeutics. 6 (1): 49–50. doi:10.4103/0976-500X.149149. PMC 4319252. PMID 25709356. He claimed to have symptoms of worsening of lethargy, tremors of hands, anxiety and erratic sleep hours when he skipped modafinil, patient reported a sense of well-being only with the drug and with the above dose [(1200mg/day)]. ... He reported sleep disturbance, increased sense of body warmth, lethargy and low mood during the process of tapering the drug. Low dose of clonazepam was added to reduce the withdrawal symptoms.
     • Kate N, Grover S, Ghormode D (2012). "Dependence on supratherapeutic doses of modafinil: a case report". The Primary Care Companion for CNS Disorders. 14 (5). doi:10.4088/PCC.11l01333. PMC 3583757. PMID 23469316.
  2. Mignot EJ (October 2012). "A practical guide to the therapy of narcolepsy and hypersomnia syndromes". Neurotherapeutics. 9 (4): 739–52. doi:10.1007/s13311-012-0150-9. PMC 3480574. PMID 23065655. Because of the relatively low risk of addiction, modafinil can be more easily prescribed in patients without a clear, biochemically defined central hypersomnia syndrome, and is also easier to stop, if needed. It is also a schedule IV compound.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Modafinil Monograph for Professionals". Drugs.com. American Society of Health-System Pharmacists. Retrieved 24 June 2018.
  4. Robertson P, Hellriegel ET (2003). "Clinical pharmacokinetic profile of modafinil". Clinical Pharmacokinetics. 42 (2): 123–37. doi:10.2165/00003088-200342020-00002. PMID 12537513.
  5. Robertson P, DeCory HH, Madan A, Parkinson A (June 2000). "In vitro inhibition and induction of human hepatic cytochrome P450 enzymes by modafinil". Drug Metabolism and Disposition. 28 (6): 664–71. PMID 10820139.
  6. Nuvigil Prescribing Information
  7. ୭.୦ ୭.୧ "Provigil Prescribing Information" (PDF). United States Food and Drug Administration. Teva Pharmaceuticals USA, Inc. January 2015. Retrieved July 18, 2015.
  8. Battleday RM, Brem AK (November 2015). "Modafinil for cognitive neuroenhancement in healthy non-sleep-deprived subjects: A systematic review". European Neuropsychopharmacology. 25 (11): 1865–81. doi:10.1016/j.euroneuro.2015.07.028. PMID 26381811.
  9. Meulen, Ruud ter; Hall, Wayne; Mohammed, Ahmed (2017). Rethinking Cognitive Enhancement (in ଇଂରାଜୀ). Oxford University Press. p. 116. ISBN 9780198727392.
  10. ୧୦.୦ ୧୦.୧ ୧୦.୨ ୧୦.୩ BNF 74 (74 ed.). Pharmaceutical Press. September 2017. p. 468. ISBN 978-0857112989.
  11. "NADAC as of 2018-06-13". Centers for Medicare and Medicaid Services (in ଇଂରାଜୀ). Retrieved 24 June 2018.

ବାହ୍ୟ ଲିଙ୍କ[ସମ୍ପାଦନା]