Jump to content

ହାଇଡ୍ରୋକ୍ସୋକୋବାଲାମିନ

ଉଇକିପିଡ଼ିଆ‌ରୁ
(Hydroxocobalaminରୁ ଲେଉଟି ଆସିଛି)
ହାଇଡ୍ରୋକ୍ସୋକୋବାଲାମିନ
Clinical data
Synonymsvitamin B12, vitamin B12a, hydroxycobalamin
AHFS/Drugs.commonograph
MedlinePlusa605007
Pregnancy
category
    Routes of
    administration
    IM, IV
    ATC code
    Legal status
    Legal status
    • US: OTC (by prescription when injectable), not DEA-controlled
    Pharmacokinetic data
    Protein bindingVery high (90%)
    MetabolismPrimarily liver, cobalamins are absorbed in the ileum and stored in the liver.
    Elimination half-life~6 days
    Identifiers
    • Coα-[α-(5,6-dimethylbenzimidazolyl)]-
      Coβ-hydroxocobamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.033.198 Edit this at Wikidata
    Chemical and physical data
    FormulaC62H89CoN13O15P
    Molar mass1346.37 g/mol
    3D model (JSmol)
    • Cc1cc2ncn(c2cc1C)C9OC(CO)C(OP3(=O)OC(C)CNC(=O)CCC5C4=C(C)C8=NC(=CC7=NC(=C(C)C6=NC(C)(C(N4[Co](O)O3)C5(C)CC(N)=O)C(C)(CC(N)=O)C6CCC(N)=O)C(C)(CC(N)=O)C7CCC(N)=O)C(CCC(N)=O)C8(C)C)C9O
    • InChI=1S/C62H90N13O14P.Co.H2O/c1-29-20-40-41(21-30(29)2)75(28-70-40)56-52(84)53(42(27-76)87-56)89-90(85,86)88-31(3)26-69-49(83)19-15-36-50-32(4)54-58(6,7)34(12-16-43(63)77)38(71-54)22-39-35(13-17-44(64)78)59(8,23-46(66)80)55(72-39)33(5)51-37(14-18-45(65)79)61(10,25-48(68)82)62(11,74-51)57(73-50)60(36,9)24-47(67)81;;/h20-22,28,31,34-37,42,52-53,56-57,76,84H,12-19,23-27H2,1-11H3,(H15,63,64,65,66,67,68,69,71,72,73,74,77,78,79,80,81,82,83,85,86);;1H2/q;+3;/p-3 checkY
    • Key:GTSMWDDKWYUXGH-UHFFFAOYSA-K checkY
     ☒NcheckY (what is this?)  (verify)

    ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ Hydroxocobalamin, ଅନ୍ୟ ନାମ ଜୀବସାର ଖ୧୨କ ବା vitamin B12a ଓ ହାଇଡ୍ରୋକ୍ସିକୋବାଲାମିନ hydroxycobalamin) ଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ ।[୨] ଖାଦ୍ୟ ଅନୁପୂରକ ଭାବରେ ଏହା ଜୀବସାର କ୧୨ ଅଭାବ (vitamin B12 deficiency) ଥିଲେ ଓ ପର୍ନିସିଅସ ଆନିମିଆରେ (pernicious anemia) ଦିଆଯାଏ ।[୨][୩] ସ୍ୟାନାଇଡ ବିଷକ୍ରିୟା (cyanide poisoning), ଲେବର୍ସ ଅପଟିକ ଆଟ୍ରୋଫି (Leber's optic atrophy) ଓ ଟକ୍ସିକ ଆମ୍ବ୍ଲିଓପିଆ (toxic amblyopia) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଇପାରେ ।[୪][୫] ଏହା ଇଞ୍ଜେକସନ ଆକାରରେ ଶିରାରେ (vein) ବା ମାଂସପେଶୀରେ (injection into a muscle) ଦିଆଯାଏ ।[୩]

    ହାଇଡ୍ରୋକ୍ସୋକୋବାଲାମିନର ବ‌ହୁତ କମ୍ ପ୍ରତିକ୍ରିୟା ଦେଖାଯାଏ । ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ପଟାସିଅମ (low blood potassium), ଆଲର୍ଜି ପ୍ରତିକ୍ରିୟା ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ହୋଇପାରେ ।[୩] ନିର୍ଦ୍ଦିଷ୍ଟ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୧] ହାଇଡ୍ରୋକ୍ସୋକୋବାଲାମିନ ଏକ ପ୍ରାକୃତିକ ଆକାରର ଜୀବସାର ଖ୧୨ ଓ କୋବାଲାମିନ (cobalamin) ପରିବାରର ଏକ ସଦସ୍ୟ ।[୬][୭] ଦେହରେ ଡିଏନଏ (DNA) ପ୍ରସ୍ତୁତ କରିବା ନିମନ୍ତେ ହାଇଡ୍ରୋକ୍ସୋକୋବାଲାମିନ ଆବଶ୍ୟକ ହୁଏ । ମାଂସ, ଅଣ୍ଡା ଓ ଦୁଗ୍ଧଜାତ ଦ୍ରବ୍ୟମାନଙ୍କରେ ଜୀବସାର ଖ୧୨ ପ୍ରାକୃତିକ ଭାବରେ ଥାଏ ।[୭]

    ହାଇଡ୍ରୋକ୍ସୋକୋବାଲାମିନ ପ୍ରଥମେ ସନ ୧୯୪୯ରେ ପୃଥକ କରାଯାଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୧୨ରୁ ୦.୮୪ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୮୪ ଆମେରିକୀୟ ଡଲାର ।[୧୧] ଅନେକ ପ୍ରକାରର ଜୀବାଣୁରୁ (bacteria) ଏହା ବ୍ୟବସାୟୀକ ଭିତ୍ତିରେ ଏହା ପ୍ରସ୍ତୁତ କରାଯାଏ ।[୧୨]

    1. 1 2 "Hydroxocobalamin Use During Pregnancy | Drugs.com". www.drugs.com. Retrieved 30 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. p. 251. ISBN 9789241547659. Retrieved 8 December 2016.
    3. 1 2 3 4 "Vitamin B12". The American Society of Health-System Pharmacists. Retrieved 8 December 2016.
    4. ↑ MacLennan, L; Moiemen, N (February 2015). "Management of cyanide toxicity in patients with burns". Burns : journal of the International Society for Burn Injuries. 41 (1): 18–24. PMID 24994676.
    5. ↑ "Hydroxocobalamin 1mg in 1ml solution for injection - Summary of Product Characteristics (SPC) - (eMC)". www.medicines.org.uk. Archived from the original on 30 December 2016. Retrieved 30 December 2016.
    6. ↑ Bullock, Shane; Manias, Elizabeth (2013). Fundamentals of Pharmacology (in ଇଂରାଜୀ). Pearson Higher Education AU. p. 862. ISBN 9781442564411.
    7. 1 2 "Office of Dietary Supplements - Dietary Supplement Fact Sheet: Vitamin B12". ods.od.nih.gov. 11 February 2016. Retrieved 30 December 2016.
    8. ↑ Eitenmiller, Ronald R.; Jr, W. O. Landen (2010). Vitamin Analysis for the Health and Food Sciences (in ଇଂରାଜୀ). CRC Press. p. 467. ISBN 9781420050165.
    9. ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    10. ↑ "Vitamin B12". International Drug Price Indicator Guide. Retrieved 8 December 2016.[permanent dead link]
    11. ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 30 December 2016.
    12. ↑ "Vitamins, 6. B Vitamins". Ullmann's encyclopedia of industrial chemistry. Weinheim: Wiley-VCH. 2011. ISBN 9783527303854.