Jump to content

ମିଥାଇଲଫେନିଡେଟ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ମିଥାଇଲଫେନିଡେଟ
Clinical data
Pronunciation/ˌmɛθəlˈfɛnɪdt, -ˈf-/
Trade namesRitalin, Concerta, others
AHFS/Drugs.commonograph
MedlinePlusa682188
data
Pregnancy
category
  • AU: B3
  • US: C (Risk not ruled out)
    Addiction
    liability
    High[]
    Routes of
    administration
    By mouth, transdermal[]
    ATC code
    Legal status
    Legal status
    Pharmacokinetic data
    Bioavailability~30% (range: 11–52%)
    Protein binding10–33%
    MetabolismLiver (80%) mostly CES1A1-mediated
    Elimination half-life2–3 hours[]
    ExcretionUrine (90%)
    Identifiers
    • Methyl phenyl(piperidin-2-yl)acetate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.003.662 Edit this at Wikidata
    Chemical and physical data
    FormulaC14H19NO2
    Molar mass233.31 g/mol
    3D model (JSmol)
    Melting point74 °C (165 °F) []
    Boiling point136 °C (277 °F) []
    • O=C(OC)C(C1CCCCN1)C2=CC=CC=C2
    • InChI=1S/C14H19NO2/c1-17-14(16)13(11-7-3-2-4-8-11)12-9-5-6-10-15-12/h2-4,7-8,12-13,15H,5-6,9-10H2,1H3 checkY
    • Key:DUGOZIWVEXMGBE-UHFFFAOYSA-N checkY
      (verify)

    ମିଥାଇଲଫେନିଡେଟ (ଇଂରାଜୀ ଭାଷାରେ Methylphenidate, ଏକ ବିକ୍ରୟ ନାମ ରିଟାଲିନ/ Ritalin) ଏକ ଉତ୍ତେଜକ ଔଷଧ (stimulant medication) ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଏଡିଏଚଡି/ ADHD) ଓ ନିଦ୍ରାବେଶ ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏଡିଏଚଡି ରୋଗ ନିମନ୍ତେ ଏହା ପ୍ରଥମ ଧାଡ଼ିର ଔଷଧ ।[] ଏହା ପାଟିରେ ଦିଆଯାଏ ଓ ଚର୍ମରେ ଲଗାଯାଏ ।[] ଏହାର ବିଭିନ୍ନ ପ୍ରକାର ଫର୍ମୁଲା ଅଛି ଓ ପ୍ରତ୍ୟେକର ପ୍ରଭାବ ସମୟ ଅଲଗା ଥାଏ ।[]

    ମିଥାଇଲଫେନିଡେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଉଦ୍‌ବେଗ ଓ ଓଜନ ହ୍ରାସ ହୁଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଆଲର୍ଜି ପ୍ରତିକ୍ରିୟା, ପ୍ରାୟାପିଜ୍ମ, ନିଶାଗ୍ରସ୍ତ (abuse) ଓ ହୃତ୍‌ପିଣ୍ଡ ସମସ୍ୟା ହୋଇପାରେ ।[] ମସ୍ତିଷ୍କରେ କାଟେକୋଲାମିନର (catecholamines) କାମରେ ଉନ୍ନତି ଆଣି ଏହି ଔଷଧ କାର୍ଯ୍ୟକ୍ଷମ ହୁଏ ।[] ଏହା ନିଉରନମାନଙ୍କର ଡୋପାମିନ (dopamine) ଓ ନରଏପିନେଫ୍ରିନ (norepinephrine) ରିଅପଟେକ (reuptake) ଅବରୋଧ କରିଦିଏ ।[][] ମିଥାଇଲଫେନିଡେଟ ଏକ କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ଉତ୍ତେଜକ (central nervous system/ CNS) ଯାହା ସବସ୍ଟିଚ୍ୟୁଟେଡ ଫିନାଇଲଆଲାନିନ (phenethylamine) ଓ ପିପେରିଡିନ (piperidine) ରାସାୟନିକ ଶ୍ରେଣୀର (classes) ଦ୍ରବ୍ୟମାନଙ୍କୁ ଉତ୍ତେଜିତ କରେ ।[][]

    1. 1 2 3 4 5 6 7 8 9 ଆଧାର ଭୁଲ: ଅଚଳ <ref> ଚିହ୍ନ; "AHFS2018" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    2. Kimko, HC; Cross, JT; Abernethy, DR (December 1999). "Pharmacokinetics and clinical effectiveness of methylphenidate". Clinical Pharmacokinetics. 37 (6): 457–70. doi:10.2165/00003088-199937060-00002. PMID 10628897.
    3. 1 2 "Chemical and Physical Properties". Methylphenidate. National Center for Biotechnology Information. {{cite encyclopedia}}: |website= ignored (help)
    4. 1 2 Arnsten AF, Li BM (2005). "Neurobiology of Executive Functions: Catecholamine Influences on Prefrontal Cortical Functions". Biological Psychiatry. 57 (11): 1377–84. doi:10.1016/j.biopsych.2004.08.019. PMID 15950011.
    5. Stahl, Stephen M. Stahl's Essential Psychopharmacology: Neuroscientific Basis and Practical Applications (4th ed.). Cambridge University Press. ISBN 978-1107686465.
    6. Preedy, Victor R. (2016). Neuropathology of Drug Addictions and Substance Misuse Volume 3: General Processes and Mechanisms, Prescription Medications, Caffeine and Areca, Polydrug Misuse, Emerging Addictions and Non-Drug Addictions (in ଇଂରାଜୀ). Academic Press. p. 651. ISBN 9780128006771.

    ବାହ୍ୟ ଲିଙ୍କ

    [ସମ୍ପାଦନା]