ରାନୋଲାଜିନ

ଉଇକିପିଡ଼ିଆ‌ରୁ
ରାନୋଲାଜିନ
Clinical data
AHFS/Drugs.commonograph
MedlinePlusa606015
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets)
ATC code
Legal status
Legal status
Pharmacokinetic data
Bioavailability35 to 50%
Protein binding~62%
MetabolismExtensive in liver (CYP3A, CYP2D6) and intestine
Elimination half-life7 hours
ExcretionKidney (75%) and fecal (25%)
Identifiers
  • (RS)-N-(2,6-Dimethylphenyl)-2-[4-[2-hydroxy-3-(2-methoxyphenoxy)-propyl]piperazin-1-yl]acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
ECHA InfoCard100.149.259 Edit this at Wikidata
Chemical and physical data
FormulaC24H33N3O4
Molar mass427.537 g/mol
3D model (JSmol)
ChiralityRacemic mixture
  • O=C(Nc1c(cccc1C)C)CN3CCN(CC(O)COc2ccccc2OC)CC3
  • InChI=1S/C24H33N3O4/c1-18-7-6-8-19(2)24(18)25-23(29)16-27-13-11-26(12-14-27)15-20(28)17-31-22-10-5-4-9-21(22)30-3/h4-10,20,28H,11-17H2,1-3H3,(H,25,29) checkY
  • Key:XKLMZUWKNUAPSZ-UHFFFAOYSA-N checkY
 ☒NcheckY (what is this?)  (verify)

ରାନୋଲାଜିନ (ଇଂରାଜୀ ଭାଷାରେ Ranolazine, ଏକ ବିକ୍ରୟ ନାମ ରାନେକ୍ସା/ Ranexa) ଏକ ଔଷଧ ଯାହା ଆଞ୍ଜାଇନା ବା ହୃତ୍‌ପିଣ୍ଡ ଜନିତ ଯନ୍ତ୍ରଣାର (heart related chest pain) ଲାଘବ ନିମନ୍ତେ ଦିଆଯାଏ ।[୧] ଅନ୍ୟାନ୍ୟ ଔଷଧରେ ଉପଶମ ନହେଲେ ତାହା ସ‌ହିତ ରାନୋଲାଜିନ ଦିଆଯାଏ । [୧][୨] ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଏହାର ଉପକାରୀତା କମ ଜଣାଯାଏ । [୧] ଏହା ପାଟିରେ ଦିଆଯାଏ ।[୧]

ରାନୋଲାଜିନର ସାଧାରଣ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ମୁଣ୍ଡ ବିନ୍ଧା, ଅଇ ଓ ମୁଣ୍ଡ ଓଜନିଆ ଲାଗେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇଯାଏ । [୧] ସିରୋସିସ୍ ରୋଗ ଥିଲେ ଏହା ଦିଆଯାଏ ନାହିଁ ।[୧] ଏହାର କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଆଡେନୋସିନ ଟ୍ରାଇଫସଫେଟ (adenosine triphosphate) ସ‌ହିତ ସମ୍ପର୍କ ଥିବା ଅନୁମାନ କରାଯାଏ । [୧]

ସନ ୨୦୦୬ରେ ରାନୋଲାଜିନ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୪୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୩] ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୬ତମ ସ୍ଥାନରେ ଥିଲା । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Ranolazine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
  2. ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. p. 210. ISBN 9780857113382.
  3. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  4. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]