Jump to content

ରିଫାବୁଟିନ

ଉଇକିପିଡ଼ିଆ‌ରୁ
ରିଫାବୁଟିନ
Clinical data
Trade namesMycobutin[]
AHFS/Drugs.commonograph
MedlinePlusa693009
Pregnancy
category
  • AU: C
  • US: B (No risk in non-human studies)
    Routes of
    administration
    by mouth (capsules)
    ATC code
    Legal status
    Legal status
    Pharmacokinetic data
    Bioavailability85%
    Protein binding85%
    Metabolismliver
    Elimination half-life28 to 62 hours (mean)
    Excretionkidney and fecal
    Identifiers
    • (9S,12E,14S,15R,16S,17R,18R,19R,20S,
      21S,22E,24Z)-6,16,18,20-tetrahydroxy-1'-
      isobutyl-14-methoxy-7,9,15,17,19,21,25-
      hepta-methyl-spiro[9,4-(epoxypentadeca
      [1,11,13]trienimino)-2H-furo-[2',3':7,8]-naphth
      [1,2-d]imidazol-2,4'-piperidin]-5,10,26-(3H,9H)-
      trione-16-acetate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.133.627 Edit this at Wikidata
    Chemical and physical data
    FormulaC46H62N4O11
    Molar mass847.005 g/mol
    3D model (JSmol)
    • CC(C)CN1CCC2(CC1)/N=C\3/c4c6C(=O)[C@@]5(C)O/C=C/[C@H](OC)[C@@H](C)[C@@H](OC(C)=O)[C@H](C)[C@H](O)[C@H](C)[C@@H](O)[C@@H](C)\C=C\C=C(\C)C(=O)N\C(=C/3/N2)C(=O)c4c(O)c(C)c6O5
    • InChI=1S/C46H62N4O11/c1-22(2)21-50-18-16-46(17-19-50)48-34-31-32-39(54)28(8)42-33(31)43(56)45(10,61-42)59-20-15-30(58-11)25(5)41(60-29(9)51)27(7)38(53)26(6)37(52)23(3)13-12-14-24(4)44(57)47-36(40(32)55)35(34)49-46/h12-15,20,22-23,25-27,30,37-38,41,49,52-54H,16-19,21H2,1-11H3,(H,47,57)/b13-12+,20-15+,24-14-/t23-,25+,26+,27+,30-,37-,38+,41+,45-/m0/s1 checkY
    • Key:ATEBXHFBFRCZMA-VXTBVIBXSA-N checkY
      (verify)

    ରିଫାବୁଟିନ (ଇଂରାଜୀ ଭାଷାରେ Rifabutin ବା Rfb) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ଚିକିତ୍ସାରେ ଦିଆଯାଏ ଓ ମାଇକୋବ୍ୟାକ୍ଟେରିଅମ ଆଭିଅମ କମ୍ପ୍ଲେକ୍ସ (Mycobacterium avium complex) ରୋଗର ପ୍ରତିଷେଧ ତ‌ଥା ଚିକିତ୍ସା ନିମନ୍ତେ ଦିଆଯାଏ । ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାରେ ଥିବା ଏଚଆଇଭି/ଏଡସ ରୋଗୀ ରିଫାମ୍ପିନ (rifampin) ସ‌ହ୍ୟ କରିପାରୁନଥିଲେ କେବଳ ଏହି ରିଫାବୁଟିନ ଦିଆଯାଏ । ସକ୍ରିୟ ଯକ୍ଷ୍ମା ରୋଗର ଚିକିତ୍ସାରେ ଏହା ଅନ୍ୟାନ୍ୟ ଆଣ୍ଟିମାଇକୋବ୍ୟାକ୍ଟେରିଆଲ (antimycobacterial medication) ସ‌ହିତ ଦିଆଯାଏ । ଔଷଧ ପ୍ରତିରୋଧକ ଗୁପ୍ତ ଯକ୍ଷ୍ମା (drug-resistant TB) ରୋଗରେ କେବଳ ଏହି ଔଷଧ ଦିଆଯାଇପାରେ । []

    ରିଫାବୁଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା (abdominal pain), ଅଇ, ରାସ, ମୁଣ୍ଡବଥାସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ ସ୍ତର (low blood neutrophil levels) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମାଂସପେଶୀ ଯନ୍ତ୍ରଣା ଓ କୃଷ୍ଣପଟଳ ପ୍ରଦାହ (uveitis) ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହାଦ୍ୱାରା କୌଣସି ହାନୀ ହେଉଥିବା ଦେଖା ନ ଯାଇଥିଲେ ମଧ୍ୟ ଏହା ଉପରେ ଉତ୍ତମ ଅନୁଶୀଳନ ହୋଇନାହିଁ । ଏହା ରିଫାମାଇସିନ ଶ୍ରେଣୀର ଏକ ଔଷଧ । ଏହାର କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।[]

    ସନ ୧୯୯୨ରେ ରିଫାବୁଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତିପ୍ରାପ୍ତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୩୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[]

    1. 1 2 3 4 "Rifabutin". The American Society of Health-System Pharmacists. Retrieved 8 December 2016.
    2. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    3. "Rifabutin". International Drug Price Indicator Guide. Retrieved 8 December 2016.[permanent dead link]
    4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 50. ISBN 9781284057560.