ଉଇକିପିଡ଼ିଆ:ଭିଡିଓୱିକି/ଉଚ୍ଚ ରକ୍ତଚାପ

ଉଇକିପିଡ଼ିଆ ରୁ
Jump to navigation Jump to search
ଭିଡିଓୱିକି/ଉଚ୍ଚ ରକ୍ତଚାପ (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଉଚ୍ଚ ରକ୍ତଚାପ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ[ସମ୍ପାଦନା]

ଉଚ୍ଚ ରକ୍ତଚାପ ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଧମନୀ ଭିତର ରକ୍ତଚାପ ସ୍ଥାୟୀ ଭାବରେ ଅଧିକ ରହେ । [୧]

Rural India Improving blood pressure control (33907130113).jpg

ରୋଗାନୁଶୀଳନ[ସମ୍ପାଦନା]

ଏହା ଏକ ଅତି ସାଧାରଣ ରୋଗ ଯାହା ପ୍ରାୟ ୧୬ରୁ ୩୭% ଲୋକଙ୍କର ଥାଏ । [୨] ସନ ୨୦୧୦ରେ ଏହି ରୋଗରେ ପ୍ରାୟ ୯.୪ ନିୟୁତ ଲୋକ ପ୍ରାଣ ହରେଇଥିଲେ । [୩]

Hypertension World Map Men 2014.png
Hypertensive heart disease world map - DALY - WHO2004.svg

ଲକ୍ଷଣ ଓ ସଙ୍କଟ[ସମ୍ପାଦନା]

ଉଚ୍ଚ ରକ୍ତଚାପ ରୋଗରେ ସ୍ୱାଭାବିକ ଭାବରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ[୪] କିନ୍ତୁ ଏହି ରୋଗ ଯୋଗୁ କରୋନାରୀ ଧମନୀ ରୋଗ, ଷ୍ଟ୍ରୋକ, ହୃଦ୍‌ପାତ, ଆଟ୍ରିଆଲ ଫିବ୍ରିଲେସନ, ପରିସରୀୟ ଧମନୀ ରୋଗ, ଦୃଷ୍ଟି ହାନୀ, କ୍ରନିକ ବୃକ୍‌କ ରୋଗଡିମେନ୍ସିଆ ଇତ୍ୟାଦି ରୋଗମାନଙ୍କର ସଙ୍କଟ ସୃଷ୍ଟି ହୁଏ ।[୫][୬][୭][୮]

Complications of hypertension whitebackground.png

ବର୍ଗୀକରଣ[ସମ୍ପାଦନା]

ଉଚ୍ଚ ରକ୍ତଚାପ ଦୁଇ ପ୍ରକାର ଅଛି ଯଥା:- ପ୍ରାଥମିକ ଓ ଆନୁସଙ୍ଗିକ ।[୨] ପ୍ରଥମିକ ରକ୍ତଚାପକୁ ଏସେନସିଆଲ ହାଇପରଟେନସିନ ମଧ୍ୟ କୁହାଯାଏ ।

Hypertension types.png

କାରଣ[ସମ୍ପାଦନା]

ସମୁଦାୟ ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରୁ ୯୦ରୁ ୯୫% ପ୍ରାଥମିକ ଧରଣର ରୋଗୀ । ଏହି ରୋଗ ଅନିର୍ଦ୍ଦିଷ୍ଟ ଜୀବନ‌ଚର୍ଯ୍ୟା ଓ ଜେନେଟିକ ବା ଆନୁବଂଶିକ କାରଣରୁ ହୁଏ । [୨][୯]

Primary secondary ratio.png

ଅଧିକାଂଶ ସାଧାରଣ କାରଣ[ସମ୍ପାଦନା]

ଧୁମ‌ପାନ, ଅଧିକ ଓଜନ, ଖାଦ୍ୟରେ ଅତ୍ୟଧିକ ଲୁଣ ଓ ଅତ୍ୟଧିକ ମଦ୍ୟପାନ ଭଳି ଜୀବନ‌ଚର୍ଯ୍ୟା ଯୋଗୁ ପ୍ରାଥମିକ ଉଚ୍ଚ ରକ୍ତଚାପ ସଙ୍କଟ ସୃଷ୍ଟି ହୁଏ । [୪][୨]

Hypertension.jpg

ସ୍ୱଳ୍ପ ସାଧାରଣ କାରଣ[ସମ୍ପାଦନା]

ବଳକା ୫ରୁ ୧୦% ରୋଗୀ ଆନୁସଙ୍ଗିକ କାରଣରୁ ହୁଏ ଯେପରିକି ଜନ୍ମ ନିରୋଧ ବଟିକା, ସ୍ଥାୟୀ ବୃକ୍‌କ ରୋଗ, ସଙ୍କୁଚିତ ବୃକ୍‌କ ଧମନୀ ଓ ଥାଇରଏଡିଜ୍ମ ଭଳି ଅନ୍ତଃସ୍ରାବୀ ରୋଗ କାରଣରୁ ହୋଇଥାଏ ।[୨]

Birth Control Pills.png

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଦୁଇଟି ମାପରେ ରକ୍ତଚାପ ବ୍ୟକ୍ତ କରାଯାଏ । ସର୍ବାଧିକ ସଂଖ୍ୟା ମାପକୁ ସିସ୍ଟୋଲିକ ଓ ସର୍ବ ନିମ୍ନ ସଂଖ୍ୟା ମାପକୁ ଡାଏସ୍ଟୋଲିକ ରକ୍ତଚାପ କୁହାଯାଏ । [୪]

Hypertension-graphic-without-numbers.gif

ସ୍ୱାଭାବିକ ପଠନ[ସମ୍ପାଦନା]

ଉଦାହରଣ ସ୍ୱରୂପ ମଣିଷ ବିଶ୍ରାମ ଅବସ୍ଥାରେ ଥିଲେ ୧୨୦/ ୮୦ ମିମି ପାରଦକୁ ସାଧାରଣ ବୋଲି ଧରାଯାଏ । [୧୦]

Hypertension-graphic-with-numbers.gif

ସାଧାରଣ ମାପ[ସମ୍ପାଦନା]

ଯୁବାବସ୍ଥାରେ ବିଶ୍ରାମ ସମୟରେ ଅଧିକାଂଶ ଲୋକଙ୍କର ୧୦୦ରୁ ୧୩୦ ସିସ୍ଟୋଲିକ ଓ ୬୦ରୁ ୮୦ ଡାଏସ୍ଟୋଲିକ ମିମି ପାରଦକୁ ସାଧାରଣ ରକ୍ତଚାପ ଭାବରେ ଧରାଯାଏ । [୧୧]

Hypertension-graphic-normal-ranges.gif

ଉଚ୍ଚ ରକ୍ତଚାପର ମାପ[ସମ୍ପାଦନା]

ବିଶ୍ରାମ ସମୟରେ ସିସ୍ଟୋଲିକ/ ଡାଏସ୍ଟୋଲିକ ମାପ ଲଗାତାର ୧୩୦/ ୮୦ ବା ୧୪୦/୯୦ ମିମି ପାରଦରୁ ଉପରେ ରହିଲେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । [୨][୧୧] ଅନ୍ୟ ପକ୍ଷରେ ବ‌ୟସ ଓ ଆକାର ଅନୁସାରେ ପିଲାଙ୍କର ସାଧାରଣ ରକ୍ତଚାପ ଏହାଠାରୁ ଭିନ୍ନ ହୁଏ । [୧୨]

Hypertension ranges chart.png

Ambulatory blood pressure monitoring[ସମ୍ପାଦନା]

ଘର ଓ କର୍ମସ୍ଥଳ ବାହାରେ ୨୪ ଘଣ୍ଟିଆ ରକ୍ତଚାପ ମାପ ଅଧିକ ନିର୍ଭୁଲ ହୁଏ । [୨][୧]

Blood pressure testing.jpg

ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ[ସମ୍ପାଦନା]

ଗର୍ଭାବସ୍ଥାରେ ୮ରୁ ୧୮% ମହିଳାଙ୍କର ଉଚ୍ଚ ରକ୍ତଚାପ ହୁଏ, [୧୩] ଯାହାକୁ 'ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ' କୁହାଯାଏ । ଛଅ ଘଣ୍ଟା ଅନ୍ତରରେ ଦୁଇଟି ରକ୍ତଚାପ ମାପ ୧୪୦/୯୦ ମିମି ପାରଦରୁ ଅଧିକ ରହିଲେ ନିର୍ଣ୍ଣୟାତ୍ମକ ହୁଏ ଓ ଏହାକୁ ତୁରନ୍ତ ଚିକିତ୍ସା କରାଯାଏ । [୧୪]

Pregnant woman.jpg

ମଧ୍ୟମ ଧରଣର ଉଚ୍ଚ ରକ୍ତଚାପ ଚିକିତ୍ସା[ସମ୍ପାଦନା]

ଗବେଷଣାରୁ ସ୍ପଷ୍ଟ ହୋଇଛି, ୧୬୦/୧୦୦ ମିମି ପାରଦ ଥିବା ମଧ୍ୟମ ଧରଣର ଉଚ୍ଚ ରକ୍ତଚାପର ଚିକିତ୍ସା କଲେ ଆୟୁଷ ଦୃଦ୍ଧି ହୁଏ । [୧୫]

LifeExpectancy.png

ସ୍ୱଳ୍ପରୁ ମଧ୍ୟମ ଉଚ୍ଚ ରକ୍ତଚାପ[ସମ୍ପାଦନା]

୧୩୦ରୁ ୧୬୦ ମିମି ସିସ୍ଟୋଲିକ ଓ ୮୦ରୁ ୧୦୦ ମିମି ଡାଏସ୍ଟୋଲିକ ପାରଦ ଥିଲେ ଚିକିତ୍ସାର ପ୍ରଭାବ ଅସ୍ପଷ୍ଟ ଥିବା ଗବେଷଣାରୁ ଜଣାଯାଏ । କେତେକ ସମୀକ୍ଷାରେ ଉପକାର ମିଳୁଥିବା ଜଣାଯାଏ[୧୧][୧୬][୧୭] ଓ କେତେକରେ ଜଣାଯାଏ ନାହିଁ । [୧୮][୧୯][୨୦]

Researcher looking through microscope.jpg

ଜୀବନ‌ଚର୍ଯ୍ୟାର ପ୍ରଭାବ[ସମ୍ପାଦନା]

ଉପ‌ଯୁକ୍ତ ଜୀବନ‌ଚର୍ଯ୍ୟା ଓ ଚିକିତ୍ସା ଯୋଗୁ ରକ୍ତଚାପ ମାତ୍ରା ଓ ଜଟିଳ ହେବା ସଙ୍କଟ କମିଯାଏ । [୨୧]

Healthy meal.jpg

ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ[ସମ୍ପାଦନା]

ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ନିମନ୍ତେ ଓଜନ ହ୍ରାସ, ଶାରୀରିକ ବ୍ୟାୟାମ, କମ୍ ଲୁଣ ଖାଇବା, କମ୍ ମଦ୍ୟପାନ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇଲେ ଫଳପ୍ରଦ ହୁଏ ।[୨]

Walking for Health in Epsom-5Aug2009 (2).jpg

ଚିକିତ୍ସା ଓ ଔଷଧ[ସମ୍ପାଦନା]

ଜୀବନ‌ଚର୍ଯ୍ୟା ଯଥେଷ୍ଟ ନହେଲେ ରକ୍ତଚାପ ଔଷଧ ବ୍ୟବ‌ହାର କରାଯାଏ । [୨୧] ତିନି ପ୍ରକାର ବିଭିନ୍ନ ଔଷଧ ଯୋଗୁ ୯୦% ରୋଗ ନିୟନ୍ତ୍ରିତ ହୋଇଯାଏ । [୨]

Two boxes and a blister pack of Co-Diovan (Valsartan and hydrochlorothiazide), Singapore - 20150210.jpg

ଆଧାର[ସମ୍ପାଦନା]

  1. ୧.୦ ୧.୧ Naish, Jeannette; Court, Denise Syndercombe (2014). [ଭିଡିଓୱିକି/ଉଚ୍ଚ ରକ୍ତଚାପ at Google Books Medical sciences] Check |url= value (help) (2 ed.). p. 562. ISBN 9780702052491.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Poulter, NR; Prabhakaran, D; Caulfield, M (22 August 2015). "Hypertension". Lancet. 386 (9995): 801–12. doi:10.1016/s0140-6736(14)61468-9. PMID 25832858.
  3. Campbell, NR; Lackland, DT; Lisheng, L; Niebylski, ML; Nilsson, PM; Zhang, XH (March 2015). "Using the Global Burden of Disease study to assist development of nation-specific fact sheets to promote prevention and control of hypertension and reduction in dietary salt: a resource from the World Hypertension League". Journal of Clinical Hypertension (Greenwich, Conn.). 17 (3): 165–67. doi:10.1111/jch.12479. PMID 25644474.
  4. ୪.୦ ୪.୧ ୪.୨ "High Blood Pressure Fact Sheet". CDC. 19 February 2015. Archived from the original on 6 March 2016. Retrieved 6 March 2016.
  5. Lackland, DT; Weber, MA (May 2015). "Global burden of cardiovascular disease and stroke: hypertension at the core". The Canadian Journal of Cardiology. 31 (5): 569–71. doi:10.1016/j.cjca.2015.01.009. PMID 25795106.
  6. Mendis, Shanthi; Puska, Pekka; Norrving, Bo (2011). Global atlas on cardiovascular disease prevention and control (PDF) (1st ed.). Geneva: World Health Organization in collaboration with the World Heart Federation and the World Stroke Organization. p. 38. ISBN 9789241564373. Archived (PDF) from the original on 17 August 2014.
  7. Hernandorena, I; Duron, E; Vidal, JS; Hanon, O (July 2017). "Treatment options and considerations for hypertensive patients to prevent dementia". Expert Opinion on Pharmacotherapy (Review). 18 (10): 989–1000. doi:10.1080/14656566.2017.1333599. PMID 28532183.
  8. Lau, DH; Nattel, S; Kalman, JM; Sanders, P (August 2017). "Modifiable Risk Factors and Atrial Fibrillation". Circulation (Review). 136 (6): 583–96. doi:10.1161/CIRCULATIONAHA.116.023163. PMID 28784826.
  9. Carretero OA, Oparil S; Oparil (January 2000). "Essential hypertension. Part I: definition and etiology". Circulation. 101 (3): 329–35. doi:10.1161/01.CIR.101.3.329. PMID 10645931. Archived from the original on 12 February 2012.
  10. Giuseppe, Mancia; Fagard, R; Narkiewicz, K; Redon, J; Zanchetti, A; Bohm, M; Christiaens, T; Cifkova, R; De Backer, G; Dominiczak, A; Galderisi, M; Grobbee, DE; Jaarsma, T; Kirchhof, P; Kjeldsen, SE; Laurent, S; Manolis, AJ; Nilsson, PM; Ruilope, LM; Schmieder, RE; Sirnes, PA; Sleight, P; Viigimaa, M; Waeber, B; Zannad, F; Redon, J; Dominiczak, A; Narkiewicz, K; Nilsson, PM; et al. (July 2013). "2013 ESH/ESC Guidelines for the management of arterial hypertension: The Task Force for the management of arterial hypertension of the European Society of Hypertension (ESH) and of the European Society of Cardiology (ESC)". European Heart Journal. 34 (28): 2159–219. doi:10.1093/eurheartj/eht151. PMID 23771844.
  11. ୧୧.୦ ୧୧.୧ ୧୧.୨ Paul Whelton; et al. (13 November 2017). "2017 ACC/AHA/AAPA/ABC/ACPM/AGS/APhA/ASH/ASPC/NMA/PCNA Guideline for the Prevention, Detection, Evaluation, and Management of High Blood Pressure in Adults" (PDF). Hypertension. 71 (6): e13–e115. doi:10.1161/HYP.0000000000000065. PMID 29133356.
  12. James, PA.; Oparil, S.; Carter, BL.; Cushman, WC.; Dennison-Himmelfarb, C.; Handler, J.; Lackland, DT.; Lefevre, ML.; et al. (Dec 2013). "2014 Evidence-Based Guideline for the Management of High Blood Pressure in Adults: Report From the Panel Members Appointed to the Eighth Joint National Committee (JNC 8)". JAMA. 311 (5): 507–20. doi:10.1001/jama.2013.284427. PMID 24352797.
  13. ଆଧାର ଭୁଲ: ଅଚଳ <ref> ଚିହ୍ନ; ABC ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  14. Harrison's principles of internal medicine (18th ed.). New York: McGraw-Hill. 2011. pp. 55–61. ISBN 9780071748896.
  15. Musini, VM; Tejani, AM; Bassett, K; Wright, JM (7 October 2009). "Pharmacotherapy for hypertension in the elderly". The Cochrane Database of Systematic Reviews (4): CD000028. doi:10.1002/14651858.CD000028.pub2. PMID 19821263.
  16. Sundström, Johan; Arima, Hisatomi; Jackson, Rod; Turnbull, Fiona; Rahimi, Kazem; Chalmers, John; Woodward, Mark; Neal, Bruce (February 2015). "Effects of Blood Pressure Reduction in Mild Hypertension". Annals of Internal Medicine. 162 (3): 184–91. doi:10.7326/M14-0773. PMID 25531552.
  17. Xie, X; Atkins, E; Lv, J; Bennett, A; Neal, B; Ninomiya, T; Woodward, M; MacMahon, S; Turnbull, F; Hillis, GS; Chalmers, J; Mant, J; Salam, A; Rahimi, K; Perkovic, V; Rodgers, A (30 January 2016). "Effects of intensive blood pressure lowering on cardiovascular and renal outcomes: updated systematic review and meta-analysis". Lancet. 387 (10017): 435–43. doi:10.1016/S0140-6736(15)00805-3. PMID 26559744.
  18. Diao, D; Wright, JM; Cundiff, DK; Gueyffier, F (Aug 15, 2012). "Pharmacotherapy for mild hypertension". The Cochrane Database of Systematic Reviews. 8 (8): CD006742. doi:10.1002/14651858.CD006742.pub2. PMID 22895954.
  19. Garrison, SR; Kolber, MR; Korownyk, CS; McCracken, RK; Heran, BS; Allan, GM (8 August 2017). "Blood pressure targets for hypertension in older adults". The Cochrane Database of Systematic Reviews. 8: CD011575. doi:10.1002/14651858.CD011575.pub2. PMID 28787537.
  20. Musini, VM; Gueyffier, F; Puil, L; Salzwedel, DM; Wright, JM (16 August 2017). "Pharmacotherapy for hypertension in adults aged 18 to 59 years". The Cochrane Database of Systematic Reviews. 8: CD008276. doi:10.1002/14651858.CD008276.pub2. PMID 28813123.
  21. ୨୧.୦ ୨୧.୧ "How Is High Blood Pressure Treated?". National Heart, Lung, and Blood Institute. 10 September 2015. Archived from the original on 6 April 2016. Retrieved 6 March 2016.