Jump to content

ସାଲବୁଟାମୋଲ

ଉଇକିପିଡ଼ିଆ‌ରୁ
(Salbutamolରୁ ଲେଉଟି ଆସିଛି)
ସାଲବୁଟାମୋଲ (INN)
ସାଲବୁଟାମୋଲ (ଉପର) ଓ (ଏସ)-ସାଲବୁଟାମୋଲ (ନିମ୍ନ)
Clinical data
Trade namesVentolin, Proventil, others
AHFS/Drugs.commonograph
data
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    Oral, inhalational, IV
    ATC code
    Legal status
    Legal status
    • AU: S3 (Pharmacist only)
    • CA: F (prescription)[]
    • UK: POM (Prescription only)
    • US: ℞-only
    Pharmacokinetic data
    MetabolismLiver
    Onset of action<15 min (inhaled), <30 min (pill)[]
    Elimination half-life3.8 - 6 hours
    Duration of action2 to 6 hrs[]
    ExcretionKidney
    Identifiers
    • (RS)-4-[2-(tert-Butylamino)-1-hydroxyethyl]-2-(hydroxymethyl)phenol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.038.552 Edit this at Wikidata
    Chemical and physical data
    FormulaC13H21NO3
    Molar mass239.311 g/mol
    3D model (JSmol)
    Chirality1 : 1 mixture (racemate)
    • OCc1cc(ccc1O)C(O)CNC(C)(C)C
    • InChI=1S/C13H21NO3/c1-13(2,3)14-7-12(17)9-4-5-11(16)10(6-9)8-15/h4-6,12,14-17H,7-8H2,1-3H3 checkY
    • Key:NDAUXUAQIAJITI-UHFFFAOYSA-N checkY
      (verify)

    ସାଲବୁଟାମୋଲ ବା ଆଲବୁଟେରୋଲ, ବ୍ୟବସାୟୀକ ନାମ ଭେଣ୍ଟୋଲିନ ଏକ ଔଷଧ ଯାହା ମଧ୍ୟମ ଓ ବଡ଼ ଶ୍ୱାସ ନଳୀକୁ ଖୋଲିବା କାମ କରେ[] ଆଜ୍‌ମା, ବ୍ୟାୟାମ ଜନିତ ଶ୍ୱସନୀଗ୍ରହ (bronchospasm) ଓ ସିଓପିଡି ଇତ୍ୟାଦି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ ।[] ଏହା ରକ୍ତରେ ଅଧିକ ପଟାସିଅମ ସ୍ତର ଥିଲେ ମଧ୍ୟ ଦିଆଯାଏ ।[] ଏହା ସାଧାରଣତଃ ଇନହେଲର (ଅନ୍ତଃଶ୍ୱସକ) ବା ନେବୁଲାଇଜର (କଣିତ୍ର) ଆକାରରେ, ବଟିକା ଓ ଶିରାଭ୍ୟନ୍ତର ଇଞ୍ଜେକସନ ଦ୍ରବଣ ଆକାରରେ ମଧ୍ୟ ମିଳେ ।[][] ଇନହେଲର ଆକାରରେ ନେଲେ ୧୫ ମିନିଟ ମଧ୍ୟରେ ଏହାର କାମ ଆରମ୍ଭ ହୋଇଯାଏ ଓ ୨ରୁ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[]

    ସାଲବୁଟାମୋଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣତଃ ଅସ୍ଥିରତା, ମୁଣ୍ଡବଥା, ଦୃତ ହୃତ୍‌ପିଣ୍ଡ ଗତି, ଶିରଭ୍ରମଉତ୍କଣ୍ଠା ଅନୁଭବ ଦେଖାଯାଏ ।ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱସନୀଗ୍ରହ (bronchospasm), ଅନିୟମିତ ହୃତ୍‌ସ୍ପନ୍ଦନସ୍ୱଳ୍ପ ରକ୍ତ ପଟାସିଅମ ହେବା ଲକ୍ଷ କରାଯାଏ ।[] ଏହା ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ବ୍ୟବ‌ହାର କଲେ ମଧ୍ୟ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।[][] ସାଲବୁଟାମୋଲ ଏକ ସ୍ୱଳ୍ପ କାର୍ଯ୍ୟକାରୀ β-ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ ଯାହା ଅନୈଛିକ ପେଶୀ ଶିଥିଳକ ଭାବରେ କାମ କରେ । []

    ସାଲବୁଟାମୋଲ ପ୍ରଥମେ ଇଂଲଣ୍ଡରେ ସନ ୧୯୬୭ରେ ତିଆରି ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ମଞ୍ଜୁରୀ ମିଳିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଦୁଇ ଶହ ଡୋଜ୍ ଥିବା ଇନହେଲରର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧.୧୨ରୁ ୨.୬୪ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ନିମନ୍ତେ ମୁଲ୍ୟ ୨୫ରୁ ୫୦ ଡଲାର ।[]

    1. Health Canada
    2. 1 2 3 4 5 6 7 8 9 10 11 "Albuterol". The American Society of Health-System Pharmacists. Retrieved Dec 2, 2015.
    3. Mahoney, BA; Smith, WA; Lo, DS; Tsoi, K; Tonelli, M; Clase, CM (18 April 2005). "Emergency interventions for hyperkalaemia". The Cochrane database of systematic reviews (2): CD003235. doi:10.1002/14651858.CD003235.pub2. PMID 15846652.
    4. Starkey, ES; Mulla, H; Sammons, HM; Pandya, HC (September 2014). "Intravenous salbutamol for childhood asthma: evidence-based medicine?". Archives of Disease in Childhood. 99 (9): 873–7. doi:10.1136/archdischild-2013-304467. PMID 24938536.
    5. Yaffe, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 32. ISBN 9781608317080.
    6. Landau, Ralph (1999). Pharmaceutical innovation : revolutionizing human health. Philadelphia: Chemical Heritage Press. p. 226. ISBN 9780941901215.
    7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    8. "Salbutamol". International Drug Price Indicator Guide. Archived from the original on 7 March 2016. Retrieved 5 December 2015.
    9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 448. ISBN 9781284057560.