Jump to content

ଫେବୁକ୍ସୋସ୍ଟାଟ

ଉଇକିପିଡ଼ିଆ‌ରୁ
ଫେବୁକ୍ସୋସ୍ଟାଟ
Clinical data
Trade namesUloric, Febuday, Adenuric, others
AHFS/Drugs.commonograph
MedlinePlusa609020
data
Pregnancy
category
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability~49% absorbed
    Protein binding~99% to albumin
    Metabolismvia CYP1A2, 2C8, 2C9, UGT1A1, 1A3, 1A9, 2B7
    Elimination half-life~5-8 hours
    ExcretionUrine (~49% mostly as metabolites, 3% as unchanged drug); feces (~45% mostly as metabolites, 12% as unchanged drug)
    Identifiers
    • 2-(3-cyano-4-isobutoxyphenyl)-4-methyl-
      1,3-thiazole-5-carboxylic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.207.329 Edit this at Wikidata
    Chemical and physical data
    FormulaC16H16N2O3S
    Molar mass316.374 g/mol
    3D model (JSmol)
    • N#Cc1c(OCC(C)C)ccc(c1)c2nc(c(s2)C(=O)O)C
    • InChI=1S/C16H16N2O3S/c1-9(2)8-21-13-5-4-11(6-12(13)7-17)15-18-10(3)14(22-15)16(19)20/h4-6,9H,8H2,1-3H3,(H,19,20) checkY
    • Key:BQSJTQLCZDPROO-UHFFFAOYSA-N checkY
     ☒NcheckY (what is this?)  (verify)

    ଫେବୁକ୍ସୋସ୍ଟାଟ (ଇଂରାଜୀ ଭାଷାରେ Febuxostat, ଏକ ବିକ୍ରୟ ନାମ ୟୁଲୋରିକ/ Uloric) ଏକ ଔଷଧ ଯାହା ଅଧିକ ୟୁରିକ ଏସିଡ ସ୍ତର high uric acid levels| ସ‌ହିତ ଥିବା ଗାଉଟ୍ ରୋଗର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଦିଆଯାଏ ।[] ଆଲୋପ୍ୟୁରିନଲ (allopurinol) ଔଷଧ ନେବା ସମ୍ଭବ ହେଉନଥିବା ରୋଗୀଙ୍କୁ ଏହା ଦିଆଯାଏ ।[][] ଏହି ଔଷଧ ଦେବା ଆରମ୍ଭ କଲାବେଳେ ଗାଉଟ୍ ବଢ଼ି ନ‌ଯିବା ପାଇଁ ଏନଏସଏଆଇଡି (NSAIDs) ଦିଆଯାଏ ।[][] ଏହା ପାଟିରେ ଦିଆଯାଏ । []

    ଫେବୁକ୍ସୋସ୍ଟାଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଇ, ଗଣ୍ଠି ଯନ୍ତ୍ରଣା ଓ ରାସ୍ ହୋଇପାରେ । [] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲୋପ୍ୟୁରିନଲ, ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ଓ ଆନାଫାଇଲାକ୍‌ସିସ ଭଳି ମୃତ୍ୟୁ ସଙ୍କଟ ରହିପାରେ ।[][] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହା ଦେବା ବିଧେୟ ନୁହେଁ ।[] ଏହ ଜାନ୍ଥିନ ଅକ୍ସିଡେଜ (xanthine oxidase) ଅବରୋଧ କରି ୟୁରିକ ଏସିଡ (uric acid) ଉତ୍ପାଦନ କମେଇଦିଏ । []

    ଫେବୁକ୍ସୋସ୍ଟାଟ ସନ ୨୦୦୮ରେ ୟୁରୋପ ୟୁନିଅନରେ ଓ ସନ ୨୦୦୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[][] ସନ ୨୦୧୯ ସୁଦ୍ଧା ଏହାର ଜେନେରିକ (generic medication) ଔଷଧ ନାହିଁ ।[] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୨୦ ଆମେରିକୀୟ ଡଲାର ।[]

    1. 1 2 3 4 5 6 "Febuxostat Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 February 2019.
    2. 1 2 "Drug Safety and Availability - FDA adds Boxed Warning for increased risk of death with gout medicine Uloric (febuxostat)". FDA (in ଇଂରାଜୀ). 21 February 2019. Retrieved 26 February 2019.
    3. 1 2 3 4 5 6 British national formulary : BNF 76 (76 ed.). Pharmaceutical Press. 2018. p. 1087. ISBN 9780857113382.
    4. "Adenuric". European Medicines Agency - Commission (in ଇଂରାଜୀ). 17 September 2018. Retrieved 26 February 2019.
    5. "NADAC as of 2019-02-20". Centers for Medicare and Medicaid Services (in ଇଂରାଜୀ). Archived from the original on 2019-02-26. Retrieved 26 February 2019.