Jump to content

ୟୁରିଆ ଯୁକ୍ତ କ୍ରିମ

ଉଇକିପିଡ଼ିଆ‌ରୁ
ୟୁରିଆ ଯୁକ୍ତ କ୍ରିମ
2D and 3D image of urea molecule
Clinical data
Trade namesDecubal, Carmol 40, Keralac, others
AHFS/Drugs.com
Pregnancy
category
  • US: C (Risk not ruled out)
    Routes of
    administration
    Topical
    ATC code
    Legal status
    Legal status
    Identifiers
    ChemSpider
    • none

    ୟୁରିଆ ଯୁକ୍ତ କ୍ରିମ (ଇଂରାଜୀ ଭାଷାରେ Urea ବା carbamide- containing cream) ଔଷଧ ଭାବରେ ବ୍ୟବ‌ହାର ହୁଏ; ଶୁଖିଲା ଚର୍ମ ଥିଲେ ଓ ସୋରିଆସିସ, ଡର୍ମାଟାଇଟିସ ବା ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଗଲୁ ହେଲେ ଚମରେ ଏହା ଲଗାଯାଏ । [][][] ନ‌ଖ (nails) ନରମ କରିବାକୁ ମଧ୍ୟ ଏହା ବ୍ୟବ‌ହାର କରାଯାଏ । []

    ବୟଃପ୍ରାପ୍ତ ଲୋକଙ୍କର ସାଧାରଣତଃ କମ୍ ପ୍ରତିକ୍ରିୟା ହୁଏ ।[] ବେଳେ ବେଳେ ଚମ ଜ୍ୱାଳା ହୁଏ ।[] ଶୁଖିଲା ଚମ ୟୁରିଆ ଯୋଗୁ ଢିଲା ପଡ଼ିଯାଏ ।[] ଏଥିରେ ୫ରୁ ୧୦% ୟୁରିଆ (urea) ଥାଏ । [][]

    ସନ ୧୯୪୦ରୁ ୟୁରିଆ ଯୁକ୍ତ କ୍ରିମ ମିଳୁଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ବିନା ପ୍ରେସକ୍ରିପସନରେ (over the counter) ଦୋକାନରେ ମିଳେ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦% ୧୦୦ଗ୍ରାମ କ୍ରିମର ମୂଲ୍ୟ ୪.୩୭ ପାଉଣ୍ଡ ।[]

    1. 1 2 WHO Model Formulary 2008 (PDF). World Health Organization. 2009. p. 310. ISBN 9789241547659. Retrieved 8 January 2017.
    2. 1 2 3 British national formulary : BNF 69 (69 ed.). British Medical Association. 2015. p. 796-798. ISBN 9780857111562.
    3. 1 2 3 4 "Urea topical medical facts from Drugs.com". www.drugs.com. Retrieved 15 January 2017.
    4. Katsambas, Andreas; Lotti, Torello; Dessinioti, Clio; D'Erme, Angelo Massimiliano (2015). European Handbook of Dermatological Treatments (in ଇଂରାଜୀ) (3 ed.). Springer. p. 439. ISBN 9783662451397.
    5. "Urea Cream - FDA prescribing information, side effects and uses". www.drugs.com. Retrieved 15 January 2017.
    6. Loden, Marie; Maibach, Howard I. (1999). Dry Skin and Moisturizers: Chemistry and Function (in ଇଂରାଜୀ). CRC Press. p. 235. ISBN 9780849375200.
    7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.