ଡାଇଆଟ୍ରିଜୋଏଟ
Clinical data | |
---|---|
Trade names | Hypaque, Gastrografin, Iothalmate, Urografin, others |
Synonyms | amidotrizoic acid, diatrizoic acid, 3,5-diacetamido-2,4,6-triiodobenzoic acid |
AHFS/Drugs.com | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
KEGG | |
ChEBI | |
ChEMBL | |
ECHA InfoCard | 100.003.840 |
Chemical and physical data | |
Formula | C11H9I3N2O4 |
Molar mass | ୬୧୩.୯୨ g·mol−1 |
3D model (JSmol) | |
| |
|
ଡାଇଆଟ୍ରିଜୋଏଟ (ଇଂରାଜୀ ଭାଷାରେ Diatrizoate, ଅନ୍ୟ ନାମ ଆମିଡୋଟ୍ରାଇଜୋଏଟ/amidotrizoate) ଏକ ପଦାର୍ଥ ଯାହା କଣ୍ଟ୍ରାସ୍ଟ ଏଜେଣ୍ଟ (contrast agent) ଭାବରେ ଏକ୍ସ-ରେ କଲାବେଳେ ବ୍ୟବହାର କରାଯାଏ । ଏହାଦ୍ୱାରା ଶିରା (veins), ମୂତ୍ରପ୍ରଣାଳୀ (urinary system), ପ୍ଲୀହା ଓ ଗଣ୍ଠି (joints) ଦେଖାଯାଏ ଓ ସିଟି ସ୍କାନ କରାଯାଏ ।[୧] ଏହା ପାଟିରେ ଦିଆଯାଏ, ଶିରାଭ୍ୟନ୍ତରରେ (injection into a vein), ମୂତ୍ରାଶୟ ଭିତରକୁ ଓ ମଳାଶୟରେ (rectally) ଦିଆଯାଏ ।[୨][୩]
ଡାଇଆଟ୍ରିଜୋଏଟର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ବାନ୍ତି, ତରଳ ଝାଡ଼ା ଓ ରାସ ଦେଖାଯାଏ ।[୪] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ବୃକ୍କ ସମସ୍ୟା (kidney problems), ନିମ୍ନ ରକ୍ତଚାପ (low blood pressure) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଆଦି ହୋଇପାରେ । ଆୟୋଡିନ ଆଲର୍ଜି (iodine allergy) ଥିବା ଲୋକଙ୍କୁ ଏହା ଦେବାକୁ ମନା କରାଯାଏ ।[୧] ଏହା ଅଧିକ ଅସମୋଲାଲିଟି (osmolality) ଥିବା ଏକ ଆୟୋଡିନେଟେଡ ଆୟୋନିକ ରେଡିଓକଣ୍ଟ୍ରାସ୍ଟ ଏଜେଣ୍ଟ (iodinated ionic radiocontrast agent) ।[୨]
ସନ ୧୯୫୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାଇଆଟ୍ରିଜୋଏଟ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦ମି:ଲି: ଭାଏଲର ମୂଲ୍ୟ ୫.୪୯ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 316. ISBN 9789241547659. Retrieved 8 December 2016.
- ↑ ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 171. ISBN 9781284057560.
- ↑ Thomsen, Henrik; Muller, Robert N.; Mattrey, Robert F. (2012). Trends in Contrast Media (in ଇଂରାଜୀ). Springer Science & Business Media. p. 13. ISBN 9783642598142.
- ↑ ୪.୦ ୪.୧ "Diatrizoate Side Effects in Detail - Drugs.com". www.drugs.com. Retrieved 31 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Amidotrizoate". International Drug Price Indicator Guide. Retrieved 8 December 2016.[permanent dead link]