ଓକ୍ସାମ୍ନିକୁଇନ

ଉଇକିପିଡ଼ିଆ‌ରୁ
ଓକ୍ସାମ୍ନିକୁଇନ
Clinical data
Trade namesVansil
AHFS/Drugs.comMicromedex Detailed Consumer Information
Pregnancy
category
  • Category C (unclear if it is safe for the unborn baby)
Routes of
administration
by mouth
ATC code
Legal status
Legal status
  • Not commercially available in the United States
Pharmacokinetic data
BioavailabilityReadily absorbed when taken by mouth
Metabolismliver
Elimination half-life1 to 2.5h
Excretionmainly in urine
Identifiers
  • (RS)-1,2,3,4-Tetrahydro-2-isopropylaminomethyl-7-nitro-6-quinolylmethanol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.040.491 Edit this at Wikidata
Chemical and physical data
FormulaC14H21N3O3
Molar mass279.3
3D model (JSmol)
ChiralityRacemic mixture
  • [O-][N+](=O)c1c(cc2c(c1)NC(CC2)CNC(C)C)CO
  • InChI=1S/C14H21N3O3/c1-9(2)15-7-12-4-3-10-5-11(8-18)14(17(19)20)6-13(10)16-12/h5-6,9,12,15-16,18H,3-4,7-8H2,1-2H3 checkY
  • Key:XCGYUJZMCCFSRP-UHFFFAOYSA-N checkY
 ☒NcheckY (what is this?)  (verify)

ଓକ୍ସାମ୍ନିକୁଇନ (ଇଂରାଜୀ ଭାଷାରେ Oxamniquine, ବିକ୍ରୟ ନାମ ଭାନସିଲ/Vansil ଏକ ଔଷଧ ଯାହା ସିସ୍ଟୋସୋମା ମାନସୋନି (Schistosoma mansoni) ଯୋଗୁ ହେଉଥିବା ସିସ୍ଟୋସୋମିଆସିସ ରୋଗ ନିମନ୍ତେ ବ୍ୟବ‌ହାର କରାଯାଏ ।[୧] କିନ୍ତୁ ଏହାଠାରୁ ପ୍ରାଜିକ୍ୱାଣ୍ଟେଲ ଅଧିକ ପସନ୍ଦ ଯୋଗ୍ୟ ଔଷଧ । ପାଟିରେ ଏହି ଔଷଧର ଏକ ଡୋଜ ମାତ୍ର ଦିଆଯାଏ । [୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ମୁଣ୍ଡବଥା, ଅଇ, ତରଳ ଝାଡ଼ା ଓ ଲାଲ ପରିସ୍ରା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେବାକୁ ମନାକରାଯାଏ । ଏପିଲେପ୍ସି/ ଅପସ୍ମାର ବାତ ରୋଗୀକୁ ଦେଲେ ବାତ (Seizures) ମାରିପାରେ ।[୧] ପରଜୀବୀମାନଙ୍କୁ ପାରାଲିସିସ (paralyses) କରି ଏହା କାର୍ଯ୍ୟକାରୀ ହୁଏ ।[୩] ଏହା ଆନ୍ଥେଲମିଣ୍ଟିକ (anthelmintic) ଶ୍ରେଣୀର ଏକ ଔଷଧ ।[୪]

ସନ ୧୯୭୨ରେ ପ୍ରଥମେ ଓକ୍ସାମ୍ନିକୁଇନ ଔଷଧ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ବ୍ୟବସାୟୀକ ଭିତ୍ତିରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୪] ପ୍ରାଜିକ୍ୱାଣ୍ଟେଲ ଅପେକ୍ଷା ଏହା ଦାମିକା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 94. ISBN 9789241547659. Retrieved 8 December 2016.
  2. Griffiths, Jeffrey; Maguire, James H.; Heggenhougen, Kristian; Quah, Stella R. (2010). Public Health and Infectious Diseases (in ଇଂରାଜୀ). Elsevier. p. 351. ISBN 9780123815071.
  3. Cohen, Jonathan; Powderly, William G.; Opal, Steven M. (2016). Infectious Diseases (in ଇଂରାଜୀ) (4 ed.). Elsevier Health Sciences. p. 1371. ISBN 9780702063381.
  4. ୪.୦ ୪.୧ "Oxamniquine medical facts from Drugs.com". www.drugs.com. Archived from the original on 20 December 2016. Retrieved 10 December 2016.
  5. Jordan, Peter (1985). Schistosomiasis: The St Lucia Project (in ଇଂରାଜୀ). CUP Archive. p. 298. ISBN 9780521303125.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "International Strategies for Tropical Disease Treatments - Experiences with Praziquantel - EDM Research Series No. 026: Chapter 2: Bayer & E. Merck: Discovery and development of praziquantel*: Competing drugs for schistosomiasis treatment". apps.who.int. Retrieved 10 December 2016.