Jump to content

ଫୁରୋସେମାଇଡ

ଉଇକିପିଡ଼ିଆ‌ରୁ
ଫୁରୋସେମାଇଡ (INN, BAN)
Clinical data
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral, IV, IM
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability43-69%
    Metabolismhepatic and renal glucuronidation
    Onset of action30 to 60 min (PO), 5 min (IV)[]
    Elimination half-lifeup to 100 minutes
    Excretionrenal 66%, biliary 33%
    Identifiers
    • 4-chloro-2-[(furan-2-ylmethyl)amino]- 5-sulfamoylbenzoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.185 Edit this at Wikidata
    Chemical and physical data
    FormulaC12H11ClN2O5S
    Molar mass330.745 g/mol
    3D model (JSmol)
    • O=S(=O)(N)c1c(Cl)cc(c(C(=O)O)c1)NCc2occc2
    • InChI=1S/C12H11ClN2O5S/c13-9-5-10(15-6-7-2-1-3-20-7)8(12(16)17)4-11(9)21(14,18)19/h1-5,15H,6H2,(H,16,17)(H2,14,18,19) checkY
    • Key:ZZUFCTLCJUWOSV-UHFFFAOYSA-N checkY
      (verify)

    , ଫୁରୋସେମାଇଡ,ବିକ୍ରୟ ନାମ ଲାସିକ୍ସ, ଏକ ଔଷଧ ଯାହା ହୃଦ୍‌ରୋଧ, ସିରୋସିସ, ବୃକ୍‌କ ରୋଗମାନଙ୍କରେ ହେଉଥିବା ଶୋଫ (ଜମିଥିବା ତରଳ ପଦାର୍ଥ)ର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [] ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ । ଔଷଧର ପରିମାଣ ରୋଗୀ ଉପରେ ନିର୍ଭର କରେ । ଏହା ଶିରାଭ୍ୟନ୍ତରରେ ବା ପାଟିରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ଏହା ୫ ମିନିଟ ମଧ୍ୟରେ ଓ ପାଟିରେ ଦେଲେ ଏକ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହୁଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍‌କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।[]

    ସନ ୧୯୬୨ରେ ଫୁରୋସେମାଇଡ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ପୃଥିବୀରେ ଏହା ହୋଲସେଲ ମୂଲ୍ୟ ଦୈନିକ ୦.୦୦୪ରୁ ୦.୦୨ ଆମେରକୀୟ ଡଲାର ।[] ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଯାହାର ମୂଲ୍ୟ ଦିନ‌କୁ ପ୍ରାୟ ୦.୧୫ ଡଲାର ।[] ବିଶ୍ୱ ଆଣ୍ଟ-ଡୋପିଙ୍ଗ ଏଜେନ୍ସିର ନିଷିଦ୍ଧ ଔଷଧ ମଧ୍ୟରେ ଏହାର ନାମ ଅଛି ଯେହେତୁ ଏହାଦ୍ୱାରା ଅନ୍ୟ ଔଷଧର କାମ ଲୁଚିଯାଏ (mask) ।[] ଘୋଡ଼ାମାନଙ୍କର ବ୍ୟାୟାମ ଜନିତ ଫୁସଫୁସ ରକ୍ତସ୍ରାବର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହି ଔଷଧ ବ୍ୟବ‌ହାର ହୁଏ ।[][]

    1. 1 2 3 4 5 "Furosemide". The American Society of Health-System Pharmacists. Retrieved Oct 23, 2015.
    2. Rang, Humphrey (2013). Drug discovery and development [electronic resource] (2nd ed.). Edinburgh: Churchill Livingstone. p. Chapter 1. ISBN 9780702053160.
    3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. "Furosemide". International Drug Price Indicator Guide. Archived from the original on 10 May 2017. Retrieved 24 October 2015.
    5. "THE 2014 PROHIBITED LIST INTERNATIONAL STANDARD" (pdf). 2014. p. 5. Retrieved 24 October 2015.
    6. Sullivan, S; Hinchcliff, K (April 2015). "Update on exercise-induced pulmonary hemorrhage". The Veterinary clinics of North America. Equine practice. 31 (1): 187–98. doi:10.1016/j.cveq.2014.11.011. PMID 25770069.
    7. Hinchcliff, KW; Couetil, LL; Knight, PK; Morley, PS; Robinson, NE; Sweeney, CR; van Erck, E (2015). "Exercise induced pulmonary hemorrhage in horses: American College of Veterinary Internal Medicine consensus statement". Journal of veterinary internal medicine / American College of Veterinary Internal Medicine. 29 (3): 743–58. doi:10.1111/jvim.12593. PMID 25996660.