Jump to content

ଆଇଭର୍‌ମେକ୍ଟିନ୍

ଉଇକିପିଡ଼ିଆ‌ରୁ
ଆଇଭର୍‌ମେକ୍ଟିନ୍
Clinical data
Trade namesStromectol
AHFS/Drugs.commonograph
MedlinePlusa607069
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral, topical
    ATC code
    Legal status
    Legal status
    Pharmacokinetic data
    Protein binding93%
    MetabolismLiver (CYP450)
    Elimination half-life18 hours
    ExcretionFeces; <1% urine
    Identifiers
    • 22,23-dihydroavermectin B1a + 22,23-dihydroavermectin B1b
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    PDB ligand
    ECHA InfoCard100.067.738 Edit this at Wikidata
    Chemical and physical data
    Formulaଛାଞ୍ଚ:Chem (22,23-dihydroavermectin B1a)
    ଛାଞ୍ଚ:Chem (22,23-dihydroavermectin B1b)
    Molar mass875.10 g/mol
    • InChI=1S/C48H74O14.C47H72O14/c1-11-25(2)43-28(5)17-18-47(62-43)23-34-20-33(61-47)16-15-27(4)42(26(3)13-12-14-32-24-55-45-40(49)29(6)19-35(46(51)58-34)48(32,45)52)59-39-22-37(54-10)44(31(8)57-39)60-38-21-36(53-9)41(50)30(7)56-38;1-24(2)41-27(5)16-17-46(61-41)22-33-19-32(60-46)15-14-26(4)42(25(3)12-11-13-31-23-54-44-39(48)28(6)18-34(45(50)57-33)47(31,44)51)58-38-21-36(53-10)43(30(8)56-38)59-37-20-35(52-9)40(49)29(7)55-37/h12-15,19,25-26,28,30-31,33-45,49-50,52H,11,16-18,20-24H2,1-10H3;11-14,18,24-25,27,29-30,32-44,48-49,51H,15-17,19-23H2,1-10H3/b13-12+,27-15+,32-14+;12-11+,26-14+,31-13+/t25-,26-,28-,30-,31-,33+,34-,35-,36-,37-,38-,39-,40+,41-,42-,43+,44-,45+,47+,48+;25-,27-,29-,30-,32+,33-,34-,35-,36-,37-,38-,39+,40-,41+,42-,43-,44+,46+,47+/m00/s1 checkY
    • Key:SPBDXSGPUHCETR-JFUDTMANSA-N checkY
     ☒NcheckY (what is this?)  (verify)

    ଆଇଭର୍‌ମେକ୍ଟିନ୍ ଔଷଧ ଅନେକ ପ୍ରକାରର ପରଜୀବୀ ବିରୁଦ୍ଧରେ କାମ କରେ ।[] ମୁଣ୍ଡ ଉକୁଣୀ,[] କାଛୁ,[], ନ‌ଦୀ ଅନ୍ଧତ୍ୱ,[] ସ୍ଟ୍ରଙ୍ଗିଲଏଡିଆସିସ୍[]ଫାଇଲେରିଆ ରୋଗ ନିମନ୍ତେ ଦିଆଯାଏ ।[] ଏହା ଚର୍ମରେ ଲଗେଇଦିଆଯାଏ ବା ପାଟିରେ ଦିଆଯାଏ  ଆଖିଠାରୁ ଦୂରରେ ରଖିବେ । []

    ଏହି ଔଷଧ ଯୋଗୁ ଲାଲ ଆଖି, ଶୁଖିଲା ଚମ ଓ ଚର୍ମ ଜ୍ୱାଳା ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[] ଗର୍ଭବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ, କିନ୍ତୁ ସ୍ତନ୍ୟପାନ ସମୟରେ ଠିକ୍ ଥିବା ଜଣାଯାଏ ।[] ଅମେରୁଦଣ୍ଡୀ ପ୍ରାଣୀଙ୍କ କୋଷିକା ପ୍ରାଚୀରକୁ ସୁଭେଦୀ କରିଦେବା ଫଳରେ ମୃତ୍ୟୁ ହୁଏ । ଏହା ଆଭର୍‌ମେକ୍ଟିନ୍ ଶ୍ରେଣୀର ଔଷଧ । []

    ସନ ୧୯୭୫ରେ ଏହା ଆବିଷ୍କୃତ ହେବା ପରେ ସନ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହାର ଗୋଟିଏ କୋର୍ସ ଚିକିତ୍ସା ନିମନ୍ତେ ୦.୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବାବଦ ୨୫ରୁ ୫୦ ଡଲାର ଖର୍ଚ୍ଚ ହୁଏ ।[] ପଶୁମାନଙ୍କର ହାର୍ଟ‌ୱର୍ମ ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[]

    1. 1 2 Saunders Handbook of Veterinary Drugs: Small and Large Animal (4 ed.). Elsevier Health Sciences. 2015. p. 420. ISBN 9780323244862.
    2. 1 2 3 4 "Ivermectin". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    3. Panahi, Y; Poursaleh, Z; Goldust, M (2015). "The efficacy of topical and oral ivermectin in the treatment of human scabies". Annals of Parasitology. 61 (1): 11–6. PMID 25911032.
    4. Sneader, Walter (2005). Drug Discovery a History. Chichester: John Wiley & Sons. p. 333. ISBN 9780470015520.
    5. 1 2 Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15th ed.). Sudbury: Jones & Bartlett Learning. p. 422. ISBN 9781284053999.
    6. 1 2 Mehlhorn, Heinz (2008). Encyclopedia of parasitology (3rd ed.). Berlin: Springer. p. 646. ISBN 9783540489948.
    7. "Ivermectin Levels and Effects while Breastfeeding". Retrieved 16 January 2016.
    8. Vercruysse, edited by J.; Rew, R.S. (2002). Macrocyclic lactones in antiparasitic therapy. Oxon, UK: CABI Pub. p. Preface. ISBN 9780851998404. {{cite book}}: |first1= has generic name (help)
    9. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    10. "Ivermectin". International Drug Price Indicator Guide. Retrieved 16 January 2016.[permanent dead link]