Jump to content

ନର୍‌ଏପିନେଫ୍ରିନ (ଔଷଧ)

ଉଇକିପିଡ଼ିଆ‌ରୁ
Norepinephrine
Clinical data
Trade namesLevarterenol, Levophed, Norepin, other
SynonymsNoradrenaline
(R)-(–)-Norepinephrine
l-1-(3,4-Dihydroxyphenyl)-2-aminoethanol
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Intravenous
    ATC code
    Physiological data
    Source tissuesLocus coeruleus; sympathetic nervous system; adrenal medulla
    Target tissuesSystem-wide
    Receptorsα1, α2, β1, β3
    AgonistsSympathomimetic drugs, clonidine, isoprenaline
    AntagonistsTricyclic antidepressants, Beta blockers, antipsychotics
    MetabolismMAO-A; COMT
    Legal status
    Legal status
    Pharmacokinetic data
    MetabolismMAO-A; COMT
    ExcretionUrine (84–96%)
    Identifiers
    • 4-[(1R)-2-amino-1-hydroxyethyl]benzene-1,2-diol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    Chemical and physical data
    FormulaC8H11NO3
    Molar mass169.18 g/mol
    3D model (JSmol)
    Density1.397±0.06 g/cm3
    Melting point217 °C (423 °F) (decomposes)
    Boiling point442.6 °C (828.7 °F) ±40.0°C
    • Oc1ccc(cc1O)[C@@H](O)CN
    • InChI=1S/C8H11NO3/c9-4-8(12)5-1-2-6(10)7(11)3-5/h1-3,8,10-12H,4,9H2/t8-/m0/s1 checkY
    • Key:SFLSHLFXELFNJZ-QMMMGPOBSA-N checkY
      (verify)

    ନର୍‌ଏପିନେଫ୍ରିନ (Norepinephrine, ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline, ଏକ ଔଷଧ (medication) ଯାହା ଅତି ଅଳ୍ପ ଅଳ୍ପ ରକ୍ତଚାପ (low blood pressure) ରୋଗର ଚିକିତ୍ସାରେ ଦିଆଯାଏ ।[] ବିଶେଷତଃ ସେପ୍ସିସ (sepsis) ଥିଲେ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେଲେ ମଧ୍ୟ କୌଣସି ଉପକାର ନ ମିଳିଲେ ଏହା ଦିଆଯାଏ ।[] ଏହା ନିଉରୋଟ୍ରାନ୍ସମିଟର (neurotransmitter) କାମ କରୁଥିବା ଓ ହରମୋନ ନର୍‌ଏପିନେଫ୍ରିନ ସ‌ହିତ ସମାନ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (slow injection into a vein) ଆକାରରେ ଦିଆଯାଏ । .[]

    ଏହାର ପ୍ରତିକ୍ରିୟାରେ ସାଧାରଣତଃ ମୁଣ୍ଡବଥା, ଧୀର ହୃତ୍‌ପିଣ୍ଡ ଗତି ଓ ଉତ୍କଣ୍ଠା (anxiety) ଦେଖାଯାଏ । ଅନିୟମିତ ହୃତ୍‌ପିଣ୍ଡ ଗତି (irregular heartbeat) ମଧ୍ୟ ହୋଇପାରେ । ଇଞ୍ଜେକସନ ଦେଉଥିବା ସ୍ଥାନର ଶିରାରୁ ଏହା ଲିକ୍ ହୋଇଗଲେ ଅବ‌ୟବ ରକ୍ତଶୁନ୍ୟ (limb ischemia) ହୋଇଯାଏ । ଏହି ଭଳି ଅବସ୍ଥା ହେଲେ ଉକ୍ତ ସ୍ଥାନରେ ଫେଣ୍ଟୋଲାମିନ (phentolamine) ଇଞ୍ଜେକସନ ଦେଲେ ପରିସ୍ଥିତିର ଉନ୍ନତି ହୋଇପାରେ । ଆଲଫା ଆଡ୍ରେନର୍ଜିକ ରିସେପ୍ଟର (alpha adrenergic receptors) ସ‌ହିତ ସଂଯୁକ୍ତ ହୋଇ ଏହା କାର୍ଯ୍ୟକ୍ଷମ ହୁଏ ।[]

    ସନ ୧୯୪୬ରେ ନର୍‌ଏପିନେଫ୍ରିନ ଆବିଷ୍କୃତ ହୋଇ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୦ରେ ସ୍ୱୀକୃତ ହୋଇଥିଲା ।[][] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪ମି:ଗ୍ରା: ଭାଏଲର ମୂଲ୍ୟ ୦.୪୨ ଆମେରିକୀୟ ଡଲାର । [] ସଂଯୁକ୍ତ ରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୪.୪୦ ପାଉଣ୍ଡ ।[]

    1. 1 2 3 4 5 "Norepinephrine Bitartrate". The American Society of Health-System Pharmacists. Retrieved 26 March 2017.
    2. Latifi, Rifat (2016). Surgical Decision Making: Beyond the Evidence Based Surgery (in ଇଂରାଜୀ). Springer. p. 67. ISBN 9783319298245.
    3. Encyclopedia of the Neurological Sciences (in ଇଂରାଜୀ). Academic Press. 2014. p. 224. ISBN 9780123851581.
    4. "Norepinephrine". mshpriceguide.org. Archived from the original on 26 March 2017. Retrieved 26 March 2017.
    5. British national formulary : BNF 69 (69 ed.). British Medical Association. 2015. p. 145. ISBN 9780857111562.