Jump to content

ଲେଭୋସେଟିରିଜିନ

ଉଇକିପିଡ଼ିଆ‌ରୁ
(Levocetirizineରୁ ଲେଉଟି ଆସିଛି)
ଲେଭୋସେଟିରିଜିନ
Ball-and-stick model of the levocetirizine molecule
Clinical data
Trade namesXyzal, Levazyr, others
SynonymsLevocetirizine dihydrochloride
AHFS/Drugs.commonograph
MedlinePlusa607056
Pregnancy
category
  • US: B (No risk in non-human studies)
    Routes of
    administration
    By mouth
    ATC code
    Legal status
    Legal status
    • UK: POM (Prescription only)
    • US: OTC
    Pharmacokinetic data
    BioavailabilityHigh
    Protein binding90%
    MetabolismHepatic 14% CYP3A4
    Elimination half-life6 to 10 hours
    ExcretionRenal and fecal
    Identifiers
    • 2-(2-{4-[(R)-(4-Chlorophenyl)(phenyl)methyl]piperazin-1-yl}ethoxy)acetic acid
    CAS Number
    PubChem CID
    IUPHAR/BPS
    ChemSpider
    UNII
    KEGG
    ChEMBL
    Chemical and physical data
    FormulaC21H25ClN2O3
    Molar mass388.888 g/mol
    3D model (JSmol)
    • Clc1ccc(cc1)[C@H](N2CCN(CCOCC(=O)O)CC2)c3ccccc3
    • InChI=1S/C21H25ClN2O3/c22-19-8-6-18(7-9-19)21(17-4-2-1-3-5-17)24-12-10-23(11-13-24)14-15-27-16-20(25)26/h1-9,21H,10-16H2,(H,25,26)/t21-/m1/s1 checkY
    • Key:ZKLPARSLTMPFCP-OAQYLSRUSA-N checkY
     ☒NcheckY (what is this?)  (verify)

    ଲେଭୋସେଟିରିଜିନ (ଇଂରାଜୀ ଭାଷାରେ Levocetirizine, ଏକ ବିକ୍ରୟ ନାମ ଜାଇଜଲ/ Xyzal) ଏକ ଆଣ୍ଟିହିସ୍ଟାମିନ (antihistamine) ଔଷଧ ଯାହା ଆଲର୍ଜିକ ରାଇନାଇଟିସ (allergic rhinitis/ hay fever) ଓ ଅସ୍ପଷ୍ଟ କାରଣ ଥିବା ଦୀର୍ଘକାଳୀନ ହାଇଭ୍‌ସ ରୋଗରେ ଦିଆଯାଏ ।[] ପୁରୁଣା ଆଣ୍ଟିହିସ୍ଟିମିନ ଅପେକ୍ଷା ଏହା କମ ସେଡେସନ ବା ପ୍ରଶାନ୍ତି ଦାୟକ ହୁଏ ।[] ଏହା ପାଟିରେ ଦିଆଯାଏ । []

    ଲେଭୋସେଟିରିଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, କାଶ, ବାନ୍ତି ଓ ତରଳ ଝାଡ଼ା ହୋଇପାରେ ।[] Use in ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[] ଏହା ଦ୍ୱିତୀୟ ପିଢ଼ିର ଆଣ୍ଟିହିସ୍ଟାମିନ ଓ ହିସ୍ଟାମିନ ଏଚ୧-ରିସେପ୍ଟର (histamine H1-receptors|histamine H1-receptors) ଭାବରେ କାମ କରେ । [][]

    ଲେଭୋସେଟିରିଜିନ ସନ ୨୦୦୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୪.୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୬୩ତମ ସ୍ଥାନରେ ଥିଲା ।[]

    1. 1 2 3 4 5 "Levocetirizine Dihydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
    2. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 280–281. ISBN 9780857113382.
    3. "Levocetirizine Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
    4. Wallace DV, Dykewicz MS, Bernstein DI, Blessing-Moore J, Cox L, Khan DA, Lang DM, Nicklas RA, Oppenheimer J, Portnoy JM, Randolph CC, Schuller D, Spector SL, Tilles SA (August 2008). "The diagnosis and management of rhinitis: an updated practice parameter". The Journal of Allergy and Clinical Immunology. 122 (2 Suppl): S1-84. doi:10.1016/j.jaci.2008.06.003. PMID 18662584.
    5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    6. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]