Jump to content

ଆଟାଜାନାଭିର

ଉଇକିପିଡ଼ିଆ‌ରୁ
ଆଟାଜାନାଭିର
Clinical data
Pronunciation/ˌæ.tə.ˈzæ.nə.vɪər/, A-tə-ZA-nə-vir[]
Trade namesReyataz, Evotaz, others[]
AHFS/Drugs.commonograph
MedlinePlusa603019
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability60-68%
    Protein binding86%
    MetabolismLiver (CYP3A4-mediated)
    Elimination half-life6.5 hours
    ExcretionFecal and kidney
    Identifiers
    • methyl N-[(1S)-1-{[(2S,3S)-3-hydroxy-4-[(2S)-2-[(methoxycarbonyl)amino]-3,3-dimethyl-N'-{[4-(pyridin-2-yl)phenyl]methyl}butanehydrazido]-1-phenylbutan-2-yl]carbamoyl}-2,2-dimethylpropyl]carbamate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.243.594 Edit this at Wikidata
    Chemical and physical data
    FormulaC38H52N6O7
    Molar mass704.856 g/mol
    3D model (JSmol)
    • O=C(OC)N[C@H](C(=O)N[C@@H](Cc1ccccc1)[C@@H](O)CN(NC(=O)[C@@H](NC(=O)OC)C(C)(C)C)Cc3ccc(c2ncccc2)cc3)C(C)(C)C
    • InChI=1S/C38H52N6O7/c1-37(2,3)31(41-35(48)50-7)33(46)40-29(22-25-14-10-9-11-15-25)30(45)24-44(43-34(47)32(38(4,5)6)42-36(49)51-8)23-26-17-19-27(20-18-26)28-16-12-13-21-39-28/h9-21,29-32,45H,22-24H2,1-8H3,(H,40,46)(H,41,48)(H,42,49)(H,43,47)/t29-,30-,31+,32+/m0/s1 checkY
    • Key:AXRYRYVKAWYZBR-GASGPIRDSA-N checkY
     ☒NcheckY (what is this?)  (verify)

    ଆଟାଜାନାଭିର (ଇଂରାଜୀ ଭାଷାରେ Atazanavir, ଏକ ବିକ୍ରୟ ନାମ ରେୟାଟାଜ) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ଦେବାକୁ ସୁପାରିସ କରାଯାଏ । ଇଞ୍ଜେକସନ ଛୁଞ୍ଚି ଆଘାରର ପ୍ରତିଷେଧ ନିମନ୍ତେ ଏହା ଦିଆଯାଇପାରେ । ଦିନ‌କୁ ଥରେ ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଜଣ୍ଡିସ୍, ପେଟ ଯନ୍ତ୍ରଣା, ନିଦ୍ରାହୀନତାଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଏରିଥେମା ମଲ୍ଟିଫର୍ମ (erythema multiforme) ଭଳି ରାସ ଓ ଉଚ୍ଚ ରକ୍ତ ଶର୍କରା (high blood sugar) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ପ୍ରୋଟିଏଜ ଇନହିବିଟର (protease inhibitor ବା PI)) ଶ୍ରେଣୀର ଔଷଧ ଓ ଏଚଆଇଭି ପ୍ରୋଟୋଏଜ (HIV protease) ଅବରୋଧ କରି କାମ କରେ । []

    ସନ ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆଟାଜାନାଭିର ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏନାହିଁ ।[] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୫.୭୨ ଆମେରିକୀୟ ଡଲାର ।[] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର । []

    1. "Atazanavir". MedlinePlus. National Institutes of Health. October 15, 2012. Retrieved August 3, 2013.
    2. 1 2 3 4 "Atazanavir Sulfate". The American Society of Health-System Pharmacists. Retrieved 28 November 2016.
    3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 67. ISBN 9781284057560.
    5. "Atazanavir". International Drug Price Indicator Guide. Retrieved 28 November 2016.[permanent dead link]