Jump to content

ଭାଲପ୍ରୋଏଟ

ଉଇକିପିଡ଼ିଆ‌ରୁ
ଭାଲପ୍ରୋଏଟ
Clinical data
Trade namesConvulex, Depakote, Epilim, Stavzor, Vilapro
Synonyms2-Propylvaleric acid
AHFS/Drugs.commonograph
MedlinePlusa682412
data
Pregnancy
category
  • AU: D
  • US: X (Contraindicated) - for control of conditions other than severe epilepsy not amenable to other drugs
    Routes of
    administration
    Oral, intravenous
    ATC code
    Legal status
    Legal status
    Pharmacokinetic data
    BioavailabilityRapid absorption
    Protein binding80-90%[]
    MetabolismHepaticglucuronide conjugation 30–50%, mitochondrial β-oxidation over 40%
    Elimination half-life9–16 hours[]
    ExcretionUrine (30-50%)[]
    Identifiers
    • 2-propylpentanoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.002.525 Edit this at Wikidata
    Chemical and physical data
    FormulaC8H16O2
    Molar mass144.211 g/mol
    3D model (JSmol)
    • O=C(O)C(CCC)CCC
    • InChI=1S/C8H16O2/c1-3-5-7(6-4-2)8(9)10/h7H,3-6H2,1-2H3,(H,9,10) checkY
    • Key:NIJJYAXOARWZEE-UHFFFAOYSA-N checkY
      (verify)

    ଭାଲପ୍ରୋଏଟ (ଭିପିଏ), ଅନ୍ୟ ନାମ ଭାଲପ୍ରୋଇକ ଏସିଡ, ସୋଡ଼ିଅମ ଭାଲପ୍ରୋଏଟ, ଓ ଡାଇଭାଲପ୍ରୋକ୍ସ, ଏକ ଔଷଧ ଯାହା ପ୍ରାଥମିକ ଭାବରେ ଏପିଲେପ୍‌ସି/ଅପସ୍ମାରବାଇପୋଲାର ଡିଜଅର୍ଡ଼ର ରୋଗ ନିମନ୍ତେ ଦିଆଯାଏ ଓ ଅଧକପାଳି ମୁଣ୍ଡବଥା ପ୍ରତିଷେଧ ନିମନ୍ତେ ଦିଆଯାଏ ।[] ଅପସ୍ମାର ବିହୀନ, ଆଂଶିକ ଅପସ୍ମାରସର୍ବ ସାଧାରଣ ଅପସ୍ମାର ରୋଗମାନଙ୍କ ପ୍ରତିଷେଧ ନିମନ୍ତେ ଦିଆଯାଏ । ଏହା ଶିରାଭ୍ୟନ୍ତ ଇଞ୍ଜେକସନ ବା ପାଟିରେ ଦିଆଯାଏ । ଦୀର୍ଘକାଳୀନ କାର୍ଯ୍ୟକ୍ଷମ ଔଷଧ ମଧ୍ୟ ମିଳେ । []

    ଅଇ, ବାନ୍ତି, ନିଦ୍ରାଳୁଭାବ ଓ ଶୁଷ୍କ୍କ ପାଟି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଯକୃତ ସମସ୍ୟା ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ତେଣୁ ନିୟମିତ ଯକୃତ କାର୍ଯ୍ୟ ପରୀକ୍ଷା (liver fuction test) କରି ପର୍ଯ୍ୟବେକ୍ଷଣ କରାଯାଏ । ଅନ୍ୟ ସାଂଘାତିକ ସଙ୍କଟ ଅଗ୍ନାଶୟ ପ୍ରଦାହ ଓ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର ସାଂଘାତିକ ସମସ୍ୟା ଦେଖାଯାଏ । ଏଥିଯୋଗୁ ଗର୍ଭଧାନ ବୟସରେ ଅଧକପାଳି ଥିଲେ ମଧ୍ୟ ଏହି ଔଷଧ ଦିଆଯାଏ ନାହିଁ । ଭାଲପ୍ରୋଏଟର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ହୋଇନାହିଁ । []

    ସନ ୧୮୮୧ରେ ପ୍ରଥମେ ଭାଲପ୍ରୋଏଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସନ ୧୯୬୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୧୪ରୁ ୦.୫୨ ଆମେରିକୀୟ ଡଲାର ।[] ଆମେରିକାରେ ଏହାର ଦୈନନ୍ଦିନ ଖର୍ଚ୍ଚ ୦.୯୦ ଡଲାର । ଏହାର ଏକ ବ୍ୟବସାୟିକ ନାମ ଡାପାକୋଟ ।[]

    1. 1 2 3 "Depakene, Stavzor (valproic acid) dosing, indications, interactions, adverse effects, and more". Medscape Reference. WebMD. Retrieved 13 February 2014.
    2. 1 2 3 4 5 "Valproic Acid". The American Society of Health-System Pharmacists. Retrieved Oct 23, 2015.
    3. Scott, D.F. (1993). The history of epileptic therapy : an account of how medication was developed (1. publ. ed.). Carnforth u.a.: Parthenon Publ. Group. p. 131. ISBN 9781850703914.
    4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    5. "Sodium Valproate". International Drug Price Indicator Guide.[permanent dead link]