ମେଟ୍‌ଫର୍ମିନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମେଟ୍‌ଫର୍ମିନ
Metformin.svg
Metformin-from-xtal-3D-balls.png
Clinical data
Pronunciation /mɛtˈfɔrmɪn/, met-fawr-min
Trade names Glucophage, other
AHFS/Drugs.com monograph
MedlinePlus a696005
data
Pregnancy
category
  • AU: C
  • US: B (No risk in non-human studies)
Routes of
administration
oral
ATC code
Legal status
Legal status
Pharmacokinetic data
Bioavailability 50–60%[୧][୨]
Protein binding Minimal[୧]
Metabolism Not by liver[୧]
Biological half-life 4-8.7 hours[୧]
Excretion Urine (90%)[୧]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard 100.010.472
Chemical and physical data
Formula C4H11N5
Molar mass 129.16364 g/mol
3D model (Jmol)

ମେଟ୍‌ଫର୍ମିନ, ବିକ୍ରୟ ନାମ ଗ୍ଲୁକୋଫେଜ, ଔଷଧ ଟାଇପ ୨ ଡାଏବେଟିସ ରୋଗ ଚିକିତ୍ସାର ଏକ ପ୍ରଥମ ଧାଡ଼ିର ଔଷଧ ଭାବରେ ଦିଆଯାଏ ।[୩] ବିଶେଷତଃ ଓଜନ ଆଧିକ୍ୟ ଥିବା ଲୋକଙ୍କ ନିମନ୍ତେ ଏହା ଆବଶ୍ୟକ । [୪] ଏହା ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମରେ ବ୍ୟବ‌ହାର କରାଯାଏ ।[୩] ଡାଏବେଟିସର ହୃଦ୍‌ରକ୍ତନଳୀ ରୋଗକର୍କଟ ଭଳି ଜଟିଳତାକୁ ମେଟ୍‌ଫରମିନ ପ୍ରତିରୋଧ କରିବା ସପକ୍ଷରେ ସୀମିତ ପ୍ରମାଣ ମିଳୁଛି । [୫][୬] ଓଜନ ବୃଦ୍ଧି ସ‌ହ ଏହାର ସମ୍ପର୍କ ନାହିଁ ।[୬] ଏହା ପାଟିରେ ଦିଆଯାଏ ।[୩]

ମେଟ୍‌ଫର୍ମିନ ଔଷଧକୁ ଦେହ ଭଲରୂପେ ସ‌ହିପାରେ ।[୭] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ ଓ ପେଟ ଯନ୍ତ୍ରଣା ଦେଖାଯାଏ ।[୩] ଏହାର ବ୍ୟବ‌ହାରଦ୍ୱାର ସ୍ୱଳ୍ପ ରକ୍ତ ଶର୍କରା ହେବା ସଙ୍କଟ ବ‌ହୁତ କମ୍ ।[୩] ଅଧିକ ମାତ୍ରାରେ ଓ ବେଠିକ ଭାବରେ ଦେଲେ ଉଚ୍ଚ ରକ୍ତ ଲାକ୍ଟିକ ଏସିଡ ସ୍ତର ହୋଇପାରେ । [୮] ଯକୃତ ରୋଗବୃକ୍‌କ ସମସ୍ୟା ଥିଲେ ଏହା ଦେବା ଉଚିତ ନୁହେଁ ।[୩] ଗର୍ଭାବସ୍ଥାରେ ମେଟ୍‌ଫର୍ମିନ ଦେଲେ ଯଦିଓ କୌଣସି କ୍ଷତି ପରିଲକ୍ଷିତ ହୋଇନାହିଁ, ତ‌ଥାପି ଗର୍ଭାବସ୍ଥା ଡାଏବେଟିସରେ ଏହା ଅପେକ୍ଷା ଇନସୁଲିନ ଅଧିକ ପସନ୍ଦ କରାଯାଏ । [୩][୯] ମେଟ୍‌ଫର୍ମିନ ଏକା ବାଇଗୁଆନାଇଡ ଶ୍ରେଣୀର ଔଷଧ ।[୩] ଏହା ଗ୍ଲୁକୋଜ ପ୍ରସ୍ତୁତି କମେଇଦିଏ ।[୩]

ମେଟ୍‌ଫର୍ମିନ ସନ ୧୯୨୨ରେ ଆବିଷ୍କୃତ ହୋଇଥିଲା ।[୧୦] ମଣିଷ ଦେହରେ ୧୯୫୦ରେ ଫରାସୀ ଚିକିତ୍ସକ ଜିନ ସ୍ଟର୍ନ (Jean Sterne) ପ୍ରୟୋଗ କରିଥିଲେ ।[୧୦] ଏହା ଫ୍ରାନ୍ସରେ ସନ ୧୯୫୭ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫ରେ ପ୍ରୟୋଗ କରାଯାଇଥିଲା ।[୩][୧୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୨] ପାଟିରେ ଦିଆଯାଉଥିବା ଔଷଧମାନଙ୍କ ମଧ୍ୟରେ ମେଟ୍‌ଫର୍ମିନ ସର୍ବାଧିକ ଦିଆଯାଏ ।[୧୦] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୩] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ମାସକୁ ୦.୨୧ରୁ ୫.୫୫ ଆମେରିକୀୟ ଡଲାର ଥିଲା । [୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ମାସକୁ ୫ରୁ ୨୫ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Dunn CJ, Peters DH (May 1995). "Metformin. A review of its pharmacological properties and therapeutic use in non-insulin-dependent diabetes mellitus". Drugs 49 (5): 721–49. PMID 7601013. doi:10.2165/00003495-199549050-00007. 
  2. Hundal RS, Inzucchi SE (2003). "Metformin: new understandings, new uses". Drugs 63 (18): 1879–94. PMID 12930161. doi:10.2165/00003495-200363180-00001. 
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Metformin Hydrochloride". The American Society of Health-System Pharmacists. Retrieved Jan 2016. 
  4. Global Guideline for Type ୨ Diabetes (PDF). International Diabetes Federation. ୨୦୦୫. p. ୩୬. 
  5. Malek, M; Aghili, R; Emami, Z; Khamseh, ME (2013). "Risk of Cancer in Diabetes: The Effect of Metformin." (PDF). ISRN Endocrinology 2013: 636927. PMC 3800579. PMID 24224094. doi:10.1155/2013/636927. 
  6. ୬.୦ ୬.୧ "Type 2 diabetes and metformin. First choice for monotherapy: weak evidence of efficacy but well-known and acceptable adverse effects.". Prescrire international 23 (154): 269–72. November 2014. PMID 25954799. 
  7. Triggle, CR; Ding, H (17 December 2015). "Metformin is not just an antihyperglycaemic drug but also has protective effects on the vascular endothelium.". Acta physiologica (Oxford, England). PMID 26680745. doi:10.1111/apha.12644. 
  8. Lipska KJ, Bailey CJ, Inzucchi SE (June 2011). "Use of metformin in the setting of mild-to-moderate renal insufficiency". Diabetes Care 34 (6): 1431–7. PMC 3114336. PMID 21617112. doi:10.2337/dc10-2361. 
  9. Lautatzis, ME; Goulis, DG; Vrontakis, M (November 2013). "Efficacy and safety of metformin during pregnancy in women with gestational diabetes mellitus or polycystic ovary syndrome: a systematic review.". Metabolism: clinical and experimental 62 (11): 1522–34. PMID 23886298. doi:10.1016/j.metabol.2013.06.006. 
  10. ୧୦.୦ ୧୦.୧ ୧୦.୨ Fischer, Janos (୨୦୧୦). Analogue-based Drug Discovery II. John Wiley & Sons. pp. ୪୭–୪୯. ISBN ୯୭୮୩୫୨୭୬୩୨୧୨୧. 
  11. McKee, Mitchell Bebel Stargrove, Jonathan Treasure, Dwight L. (୨୦୦୮). Herb, nutrient, and drug interactions : clinical implications and therapeutic strategies. St. Louis, Mo.: Mosby/Elsevier. p. ୨୧୭. ISBN ୯୭୮୦୩୨୩୦୨୯୬୪୩. 
  12. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014. 
  13. "Metformin". Retrieved 11 January 2016.