Jump to content

ଏସିଟାଲୋପ୍ରାମ

ଉଇକିପିଡ଼ିଆ‌ରୁ
ଏସିଟାଲୋପ୍ରାମ
Clinical data
Pronunciationpronunciation
Trade namesCipralex, Lexapro, others[]
AHFS/Drugs.commonograph
MedlinePlusa603005
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth
    Drug classSelective serotonin reuptake inhibitor
    ATC code
    Legal status
    Legal status
    Pharmacokinetic data
    Bioavailability80%
    Protein binding~56%
    MetabolismLiver, specifically the enzymes CYP3A4 and CYP2C19
    Elimination half-life27–32 hours
    Identifiers
    • (S)-1-[3-(Dimethylamino)propyl]-1-(4-fluorophenyl)-1,3-dihydroisobenzofuran-5-carbonitrile
    CAS Number
    PubChem CID
    DrugBank
    ChemSpider
    UNII
    ChEBI
    ChEMBL
    ECHA InfoCard100.244.188 Edit this at Wikidata
    Chemical and physical data
    FormulaC20H21FN2O
    Molar mass324.392 g/mol
    (414.43 as oxalate)
    3D model (JSmol)
    • Fc1ccc(cc1)[C@@]3(OCc2cc(C#N)ccc23)CCCN(C)C
    • InChI=1S/C20H21FN2O/c1-23(2)11-3-10-20(17-5-7-18(21)8-6-17)19-9-4-15(13-22)12-16(19)14-24-20/h4-9,12H,3,10-11,14H2,1-2H3/t20-/m0/s1 checkY
    • Key:WSEQXVZVJXJVFP-FQEVSTJZSA-N checkY
     ☒NcheckY (what is this?)  (verify)

    ଏସିଟାଲୋପ୍ରାମ (ଇଂରାଜୀ ଭାଷାରେ Escitalopram ବିକ୍ରୟ ନାମ ସିପ୍ରାଲେକ୍ସ/ Cipralexଲେକ୍ସାପ୍ରୋ/ Lexapro ଇତ୍ୟାଦି) ଏକ ଅବସାଧରୋଗୀ (antidepressant) ଔଷଧ ଯାହା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନ‌ହିବିଟର ଶ୍ରେଣୀର (selective serotonin reuptake inhibitor (SSRI) ଶ୍ରେଣୀର ଏକ ଔଷଧ ।[] ଏହା ମୂଖ୍ୟତଃ ପ୍ରମୁଖ ଅବସାଦ ବେମାରୀ ବା ଉତ୍କଣ୍ଠା ବେମାରୀ (generalized anxiety disorder) ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏହି ଔଷଧ ପାଟିରେ ଦିଆଯାଏ । []

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ, ଯୌନ ସମସ୍ୟା (sexual problems) ଓ ଥକ୍କା ଅନୁଭବ ହୁଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବୟସ ୨୫ ବର୍ଷ ବୟସର ଲୋକ ଆତ୍ମହତ୍ୟା ପ୍ରବଣ ହୁଅନ୍ତି ।[] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । [] ପୂର୍ବରୁ ଥିବା ସିଟାଲୋପ୍ରାମର ଏହା ସ୍ତିରିଓଆଇସୋମର, ତେଣୁ ଇଂରାଜୀରେ ସିଟାଲୋପ୍ରାମ (citalopram) ସ‌ହିତ 'ଇଏସ' ଯୋଗକରାଯିବାଦ୍ୱାରା ଏସିଟାଲୋପ୍ରାମ (Escitalopram) ହୋଇଛି ।[]

    ସନ ୨୦୦୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୭ର ହିସାବ ଅନୁସାରେ ୨.୦୪ ଡଲାର ।[] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ବ୍ରାଣ୍ଡ ନଥିବା ଏସିଟାଲୋପ୍ରାମ, ବ୍ରାଣ୍ଡ ଔଷଧ ଅପେକ୍ଷା ୨୦ ଗୁଣ କମ ମୂଲ୍ୟରେ ମିଳେ ।[] ଏସିଟାଲୋପ୍ରାମ ଦେବା ଅପେକ୍ଷା ଅନେକ ସମୟରେ ଦୁଇ ଗୁଣ ଅଧିକ ଡୋଜର ସିଟାଲୋପ୍ରାମ ମଧ୍ୟ ଦିଆଯାଉଛି ।[]

    1. drugs.com Drugs.com international: Escitalopram Page accessed April 25, 2015
    2. 1 2 3 4 5 6 7 "X". The American Society of Health-System Pharmacists. Retrieved 28 December 2017.
    3. "Escitalopram (Lexapro) Use During Pregnancy". Drugs.com. Retrieved 31 December 2017.
    4. "NADAC as of 2017-12-27". Centers for Medicare and Medicaid Services (in ଇଂରାଜୀ). Archived from the original on 2018-01-01. Retrieved 31 December 2017.
    5. "Escitalopram Medicinal Forms". BNF. 2018. Retrieved 27 September 2018. Link restricted to the UK.
    6. "Protocol for switching patients from escitalopram to citalopram". NHS. 2015. Archived from the original on 10 August 2020. Retrieved 13 February 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]