ଉଇକିପାଠାଗାର

ଉଇକିପିଡ଼ିଆ‌ରୁ


ଉଇକିପାଠାଗାର
ଏବେର ଉଇକିସୋର୍ସ / ଉଇକିପାଠାଗାର ଲୋଗୋ
ଉଇକିପାଠାଗାର ବହୁଭାଷୀ ପୋର୍ଟାଲ ମୂଳ ପୃଷ୍ଠା ବାବଦରେ ବିସ୍ତୃତ
wikisource.orgର ମୁଖ୍ୟ ପୃସ୍ଠାର ଛବି ।
ୟୁ.ଆର.ଏଲwikisource.org
ସ୍ଳୋଗାନThe Free Library
ବ୍ୟବସାୟିକNo
ସାଇଟର ପ୍ରକାରDigital library
ରେଜେଷ୍ଟ୍ରିକରଣOptional
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେUser-generated
ଆରମ୍ଭ କରାଯାଇଥିଲାନଭେମ୍ବର 24, 2003; 20 years ago (2003-୧୧-24)[୧]
ଆଲେକ୍ସା କ୍ରମାଙ୍କIncrease 6,324 (January 2016)[୨]
ଏବେକାର ସ୍ଥିତିOnline

ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା । [୩]

ଇତିହାସ[ସମ୍ପାଦନା]

ଉଇକିସୋର୍ସର ପ୍ରାରମ୍ଭିକ ପର୍ଯ୍ୟୟ ତଥା (୨୦୦୩-୨୦୦୫) ନାମ ଏବଂ ସ୍ଥାନ(ୟୁ.ଆର.ଏଲ)ରେ ଅନେକ ପରିବର୍ତ୍ତନ ଏବଂ ବିଭିନ୍ନ ଭାଷାର ସବଡୋମେନକୁ ପରବର୍ତ୍ତନ ୨୦୦୫ରେ ହୋଇଥିଲା ।

ପ୍ରାକ-ଇତିହାସ[ସମ୍ପାଦନା]

ଲୋଗୋ ଏବଂ ସ୍ଲୋଗାନ[ସମ୍ପାଦନା]

ପ୍ରଥମ ସ୍ଲୋଗନଟି ଥିଲା ଉଇକିସୋର୍ସ — The Free Library (ମୁକ୍ତ ପଠାଗାର)—ଯେତେବେଳେ ପ୍ରକଳ୍ପର ବହୁଭାଷୀ ପୋର୍ଟାଲ ଥିଲା, ଅଗଷ୍ଟ ୨୭ , ୨୦୦୫ (ଐତିହାସିକ ସଂସ୍କରଣ)କୁ ନେଇ ଏହା ପୁନଃନିର୍ମାଣ ହୋଇଥିଲା ।[୪] ଉଇକିପିଡ଼ିଆ ପୋର୍ଟାଲ ପରି ଉଇକିସୋର୍ସ ସ୍ଲୋଗାନ ପ୍ରକଳ୍ପର ସର୍ବାଧିକ ବ୍ୟବହୃତ ୧୦ଟି ଭାଷାରେ ଲୋଗରେ ଶୋଭା ପାଉଛି ।

ପୋର୍ଟାଲର ମଧ୍ୟଭାଗରେ ଥିବା ଚିତ୍ର (ବରଫ ପାହାଡ଼ ଲୋଗୋ)କୁ କ୍ଲିକ କଲେ ଏହା ଉଇକିସୋର୍ସ ଅଧିନରେ ୬୦ଟି ଭାଷାର ମୁକ୍ତ ପାଠାଗାର list of translationsକୁ ଲିଙ୍କ କରିଦେବ ।


Milestones[ସମ୍ପାଦନା]

ପାଠାଗାର ବିଷୟ[ସମ୍ପାଦନା]

A Venn diagram of the inclusion criteria for works to be added to Wikisource. The three overlapping circles are labelled "Sourced", "Published" and "Licensed". The area where they all overlap is shown in green. The areas where just two overlap are shown in yellow (except the Sourced-Published overlap, which remains blank)
Wikisource inclusion criteria expressed as a Venn diagram. Green indicates the best possible case, where the work satisfies all three primary requirements. Yellow indicates acceptable but not ideal cases.


ଭାଷା ସବ-ଡୋମେନଗୁଡ଼ିକ[ସମ୍ପାଦନା]

wikisource.org[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ayers, Phoebe; Matthews, Charles; Yates, Ben (2008). How Wikipedia Works. No Starch Press. pp. 435–436. ISBN 978-1-59327-176-3.
  2. "Wikisource.org Site Info". Alexa Internet. Archived from the original on 2018-12-26. Retrieved 2016-01-09.
  3. "Transcribe | Citizen Archivist". Retrieved 4 October 2013.
  4. "Wikisource.org". Wikisource.org. 2005-08-27. Retrieved 2011-07-05.

ବାହାର ଲିଙ୍କସମୂହ[ସମ୍ପାଦନା]

Wikisource:

About Wikisource: